#IndiaSupportsCAA କ୍ୟାମ୍ପେନ ଆରମ୍ଭ କଲେ ମୋଦି
ସିଏଏ ସମର୍ଥନରେ ସୋଶିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ କ୍ୟାମ୍ପେନ . ନାଗରିକତା ସଂଶୋଧନ ଆଇନ ସମର୍ଥନରେ ଏକ ହ୍ୟାଜଟ୍ୟାଗର ଆରମ୍ଭ କରିଛନ୍ତି ନରେନ୍ଦ୍ର ମୋଦି . ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟ narendramodi_inରେ ଏନେଇ ଟ୍ୱିଟ କରିଛନ୍ତି ପ୍ରଧାନମନ୍ତ୍ରୀ .
Trending Photos
)
ନୂଆଦିଲ୍ଲୀ: ସିଏଏ ସମର୍ଥନରେ ସୋଶିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ କ୍ୟାମ୍ପେନ . ନାଗରିକତା ସଂଶୋଧନ ଆଇନ ସମର୍ଥନରେ ଏକ ହ୍ୟାଜଟ୍ୟାଗର ଆରମ୍ଭ କରିଛନ୍ତି ନରେନ୍ଦ୍ର ମୋଦି . ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟ narendramodi_inରେ ଏନେଇ ଟ୍ୱିଟ କରିଛନ୍ତି ପ୍ରଧାନମନ୍ତ୍ରୀ .
ନିଜ ଟ୍ୱିଟରେ ମୋଦି ଲେଖିଛନ୍ତି, ''#IndiaSupportsCAA କାହିଁକିନା ସିଏଏ ଅତ୍ୟାଚାରର ଶିକାର ହୋଇଥିବା ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ ପାଇଁ ଉଦ୍ଦିଷ୍ଚ . କାହା ନାଗରିକତା ଛଡେଇ ନେବା ପାଇଁ ନୁହେଁ .''
#IndiaSupportsCAA because CAA is about giving citizenship to persecuted refugees & not about taking anyone’s citizenship away.
Check out this hashtag in Your Voice section of Volunteer module on NaMo App for content, graphics, videos & more. Share & show your support for CAA..
— narendramodi_in (@narendramodi_in) December 30, 2019
ଆହୁରି ପଢ଼ନ୍ତୁ; ମହା 'ମନ୍ତ୍ରୀ' ତାଲିକାରେ ଅଜିତ ଓ ଆଦିତ୍ୟ !
More Stories