Puri News: ରଥଖଳା ହାଲଚାଲ୍, ଜୋରସୋରରେ ଚାଲିଛି ଗୁଜରେ ରୂପ ଖୋଦେଇ ଓ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ

Written ByNarmada BeheraEdited By:Narmada Behera
Published: May 25, 2024, 07:59 AM IST|Updated: May 25, 2024, 07:59 AM IST

Puri News: ଅକ୍ଷୟ ତୃତୀୟାରେ ଅନୁକୂଳ ହୋଇଛି ରଥକାଠ। ଆଉ ଏବେ ଜୋରସୋରରେ ରଥକାମ ଆଗେଇ ଚାଲିଛି । ରଥ ନିର୍ମାଣର ପଞ୍ଚଦଶ ଦିବସରେ ରଥ ଖଳା ଠାରେ ଗୁଜରେ ରୂପ ଖୋଦେଇ କାର୍ଯ୍ୟ, ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଆଗେଇ ଚାଲିଛି। ଦେଖନ୍ତୁ ରଥ ନିର୍ମାଣ କାର୍ଯ୍ୟର କିଛି ଝଲକ୍।