Odisha News: ଆଜି ବ୍ରିସବେନ୍ ରେ ଇସ୍କନ ଆୟୋଜନ କରିବ ରଥଯାତ୍ରା ।ପୁଣି ଅଦିନିଆ ରଥଯାତ୍ରାକୁ ନେଇ ବିବାଦ ।
Lord Baladevjew: କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜିଉଙ୍କ ରଥଯାତ୍ରା ସମୟରେ ଆଉ ଭକ୍ତଙ୍କୁ ନିରାଶ ହେବାକୁ ପଡ଼ିବନି। ଶ୍ରୀଜିଉଙ୍କ ‘ବ୍ରହ୍ମ ତାଳଧ୍ୱଜ’ ରଥର ସୁଗମ ଚଳାଚଳ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି।
Delhi Ganesh Visarjan: द्वारका में गणेश विसर्जन इस बार बिल्कुल अलग और अनोखे अंदाज में किया गया. सोसाइटी के क्लब में गणपति बप्पा के लिए खास तैयारियां की गई. यहां गणेश जी को एक विशेष रूप से बनाए गए रथ पर बिठाकर भव्य शोभायात्रा निकाली गई, जिसमें लोगों ने बढ़-चढ़कर हिस्सा लिया. इको-फ्रेंडली परंपरा को आगे बढ़ाते हुए सोसाइटी परिसर में ही एक छोटा स्विमिंग पूल तैयार किया गया, जिसमें गणेश प्रतिमा का विसर्जन किया गया. पूरे आयोजन की खासियत यह रही कि सभी पुरुष पारंपरिक कुर्ता-पायजामा और सिर पर पगड़ी पहने हुए और महिलाएं पीले और गुलाबी रंग की साड़ी में नजर आई.
ଆଉ ଦୁଇ ଦିନ ପରେ ନୀଳ କନ୍ଦରକୁ ବାହୁଡିବେ ମହାବାହୁ। ଏହି ସମୟରେ ପୁରୀରେ ଲକ୍ଷାଧିକ ସଂଖ୍ୟରେ ଶ୍ରଦ୍ଧାଳୁଙ୍କ ଭିଡ଼ ହେବାର ସମ୍ଭାବନା ରହିଛି। ପୁରୀକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଶ୍ରଦ୍ଧାଳୁ ଆସିବେ। ଏଥିପାଇଁ ସହଜ ଓ ସୁବିଧାରେ ଯାତାୟତ ପାଇଁ ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ୍ ଆଡଭାଇଜାରୀ ଏକ ସ୍ୱତନ୍ତ୍ର ଭିଡିଓ ମାଧ୍ୟମରେ ଜାରି କରାଯାଇଛି।
କଟକ: ପବିତ୍ର ରଥଯାତ୍ରା ଅବସରରେ ପୁରୀ ବଡ଼ଦାଣ୍ଡରେ ସ୍ଥାନୀୟ ବିଦ୍ୟାଧରପୁର ଗୋଡ଼ିସାହି ଅନ୍ତର୍ଗତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ରୋଭର୍ସ କ୍ୟାଡେଟ୍ ସେବା କାର୍ଯ୍ଯ ଯୋଗାଇ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି । ଏଥିପାଇଁ ସେଠାରେ ଗତ ଜୁନ୍ 25ରୁ 28 ତାରିଖ ପର୍ଯ୍ୟନ୍ତ ଭାରତ ସ୍କାଉଟ୍ ଏବଂ ଗାଇଡ୍ସର ରାଷ୍ଟ୍ରୀୟ ତଥା ରାଜ୍ୟ ମୁଖ୍ୟାଳୟ ପକ୍
Rath Yatra: ରଥଯାତ୍ରା ଆରମ୍ଭରୁ ଅନେକ ଅଘଟଣ ସାମ୍ନାକୁ ଆସିବାରେ ଲାଗିଛି। ପୂର୍ବରୁ ଗୁଣ୍ଡିଚା ମନ୍ଦିର ନିକଟରେ ହୋଇଥିବା ଦଳାଚକଟା ସମୟର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଏବେ ଆଉ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଦାବି ହେଉଛି କି ଭିଡ଼ ରଥଯାତ୍ରା ସମୟର। ପ୍ରବଳ ଭିଡ କାରଣରୁ ଲୋକମାନେ ଦଳଚକଟାର ଭିଡିଓ ସାମ୍ନାକୁ ଆସିଥିଲା। ସାମ୍ନାକୁ ଆସିଥିବା ଏହି ୨ ମିନିଟର ଭିଡିଓରେ ଭୟଙ୍କର ଠେଲାପେଲାର ଭିଡିଓ ରହିଥିବାର ଦେଖିବାକୁ ମିଳିଛି। ତେବେ ଏହି ଭିଡିଓର ସତ୍ୟତା ଉପରେ ଜୀ ଓଡ଼ିଶା ସ୍ପଷ୍ଟ କରୁନାହିଁ। ଦେଖନ୍ତୁ ଭିଡିଓ...
ଭୁବନେଶ୍ୱର: ଆଜି ହେଉଛି ପବିତ୍ର ହେରା ପଞ୍ଚମୀ। ଅଭିମାନିନୀ ମା ଲକ୍ଷ୍ମୀ ଠାକୁରାଣୀ ଭାଙ୍ଗିବେ ନନ୍ଦିଘୋଷ। ଭକ୍ତଙ୍କ ଗହଣରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ଗୁଣ୍ତିଚ ମନ୍ଦିର ଜନ୍ମ ବେଦୀକୁ ଆସିଛନ୍ତି । ସୋମବାର ଯଜ୍ଞ ମଣ୍ତପରେ ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର ଗୁପ୍ତ ନୀତି ସଂପନ୍ନ ହେବା ପରେ
ପୁରୀ: ପ୍ରତିବର୍ଷ ପୁରୀ ରଥଯାତ୍ରା ଭାରତର ଆଧ୍ୟାତ୍ମିକ ଦୃଶ୍ୟପଟ ପରିବର୍ତ୍ତନ କରି ବିଶ୍ୱର କୋଟି କୋଟି ଭକ୍ତଙ୍କୁ ଆକର୍ଷିତ କରିଥାଏ । ଚଳିତ ବର୍ଷ ଆଦାନୀ ଗ୍ରୁପ ଏବଂ ଇସ୍କନ ମଧ୍ୟରେ ଏକ ଅନନ୍ୟ ସହଯୋଗ ସ୍ଥାପନ ହୋଇ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ସେବନ କରାଇବାର ଦାୟିତ୍ୱ ତୁଲାଇଥିଲେ । ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ସେବା କରିବାର ଯେଉଁ ସରଳ ମନୋଭ
Rath Yatra 2025: ପୁରୀ: ବାଦ ବିବାଦ ପରେ ରଥଯାତ୍ରାର ନୀତିକାନ୍ତି ଆରମ୍ଭ ହୋଇଛି। ସୁରୁଖୁରୁରେ ସାରିବାକୁ ପ୍ରଶାସନ ପ୍ରୟାସ ଆରମ୍ଭ କରାଯାଇଛି। ଗତକାଲି ଦିନ ତମାମ ବାଦବିବାଦର ଚର୍ଚ୍ଚା ଜୋର ଧରିଥିବା ବେଳେ ସନ୍ଧ୍ୟାରେ ମହାବାହୁଙ୍କର ପହଣ୍ଡି ଶେଷ ହୋଇଛି। ବଡ଼ ଠାକୁର ବଳଭଦ୍ର, ସୁଭଦ୍ରା ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପହଣ୍ଡି ଶେଷ ହୋଇଥିଲା ଦେଖନ୍ତୁ କିଛି ଫଟୋ...
ନୂଆଦିଲ୍ଲୀ: ପୁରୀରେ ରଥଯାତ୍ରା ସମୟରେ ହୋଇଥିବା ଦଳାଚକଟାକୁ ନେଇ ଚାରିଆଡୁ ନିନ୍ଦା କରାଯାଉଛି। କୁହାଯାଉଛି କି ଅବହେଳା କାରଣରୁ ଏଭଳି ଅଭାବନୀୟ ଘଟଣା ଘଟିଛି। ସରକାର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏହାକୁ ନେଇ ଖବର ପ୍ରକାଶ ପାଇବାରେ ଲାଗିଛି। ଚଳିତ ବର୍ଷ ଦଳାଚକଟାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ
ଭୁବନେଶ୍ୱର: ଦ୍ୱିତୀୟ ବର୍ଷରେ ପଦାର୍ପଣ କରିଥିବା ମୋହନ ସରକାର ରଥଯାତ୍ରାର ଅଘଟଣକୁ ଆବାହନ କରିଥିବା ଚର୍ଚ୍ଚା ହେଉଛି। ଏଥିପାଇଁ ଏକ ଚକ୍ରବ୍ୟୁହ ରଚନା କରାଯାଇଥିବା ମଧ୍ୟ କୁହାଯାଉଛି। ନିଜ ଦଳର କିଛି ନେତା ଓ ଅମଲା ମୋହନଙ୍କୁ ମହାଭାରତର ଅଭିମନ୍ୟୁ ପରି ଏହି ଚକ୍ରବ୍ୟୁହରେ ଫସାଇଛନ୍ତି। ରଥଯାତ୍ରା ଘଟଣା ଏହି ଚକ୍ରବ୍ୟୁହର ଗୋଟିଏ ବଡ଼ ସୋପା
ପୁରୀ: ସୋମବାରଠାରୁ ଆଡ଼ପ ମଣ୍ଡପରେ ଦର୍ଶନ କରିବାର ସୌଭାଗ୍ୟ ପାଇବେ ଭକ୍ତ। ଆଡ଼ପ ମଣ୍ଡପରେ ଅଧିଷ୍ଠିତ ହେବା ସ୍ବୟଂ ମହାପ୍ରଭୁଙ୍କ ନିର୍ଦ୍ଦେଶ ବୋଲି ଶାସ୍ତ୍ର ବିଦିତ। ଆଡ଼ପ ମଣ୍ଡପରେ ଜଗନ୍ନାଥଙ୍କର ଅବସ୍ଥିତିକୁ ଜନ୍ମବେଦି ଯୋଗ କୁହାଯାଏ। ଜନ୍ମବେଦି ମହାପ୍ରଭୁଙ୍କ ପୃଥିବୀର ସବୁଠାରୁ ପ୍ରୀତିପଦ ସ୍ଥାନ ବୋଲି ପୁରାଣରେ ଉଲ୍ଲେଖ ରହିଛି। ଗତକାଲି
Rath Yatra Stampede Reasons: ओडिशा के पुरी में जगन्नाथ रथ यात्रा के दौरान गुंडिचा मंदिर के पास सारधाबली में रविवार सुबह अचानक भगदड़ मच गई, जिसके बाद सवाल उठने लगा है कि आखिर इसके पीछे की वजह क्या है और कहां चूक हो गई?
Rath yatra 2025: ପୁରୀ ରଥଯାତ୍ରା ସମୟରେ ନଜର ଆସିଲେ ୟୁଟ୍ୟୁବର ପ୍ରିୟଙ୍କା ସେନାପତି। ପେହଲଗାମ ଆତଙ୍କୀ ଆକ୍ରମଣ ସମୟରେ ଆତଙ୍କବାଦୀଙ୍କ ସମ୍ପର୍କରେ ଥିବା ଜ୍ୟୋତି ମଲହୋତ୍ରାଙ୍କ ବାନ୍ଧବୀ ପ୍ରିୟଙ୍କା ସେନାପତିଙ୍କୁ ରଥଯାତ୍ରା ସମୟରେ ଦେଖିବାକୁ ମିଳିଥିଲା। ତାଙ୍କୁ ଦେଖିବା ପରେ ଅନେକ ଆଶଙ୍କା ଉପୁଜିଥିବା ନେଇ ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି।
Rath yatra 2025: ଶରଧାବାଲିରେ ଠେଲାପେଲ। ଜଗା ଦର୍ଶନ ହେଲା ଶେଷ ଦର୍ଶନ। ଠେଲାପେଲା ଜୀବନ ହାରିଛନ୍ତି ୩ ଶ୍ରଦ୍ଧାଳୁ। ଆଜି ସକାଳୁ ଶରଧାବାଲିରେ ଘଟି ଯାଇଛି ଏଭଳି ଅଘଟଣ। ଆଉ ଏହି ଦଳା ଚକଟାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲ୍ ରେ ଭର୍ତ୍ତୀ କରାଯାଇଛି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ରହିଛନ୍ତି ଶିଳ୍ପପତି ତଥା ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ। ସେ ପୁରୀ ଗସ୍ତରେ ଯାଇ ପତ୍ନୀ ପ୍ରୀତି ଆଦାନୀ ଏବଂ ପୁଅ କରଣ ଆଦାନୀଙ୍କ ସହିତ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ଏହା ସହିତ ସେ ରଥକୁ ପ୍ରଣାମ କରିଥିଲେ ଏବଂ ରଥକୁ ସ୍ପର୍ଶ କରି ଭଗବାନଙ୍କ ଆଶୀର୍ବାଦ ନେଇଥିଲେ। ଏହା ପରେ,
Ratha Yatra 2025: ପ୍ରଥମେ ପ୍ରଭୁ ସୁଦର୍ଶନଙ୍କର ପହଣ୍ଡି ଆରମ୍ଭ ହୋଇଥିଲା। ଏହାପରେ ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ଧାଡି ପହଣ୍ଡିରେ ଆସି ରଥ ଉପରେ ବିରାଜମାନ କରିଛନ୍ତି। ପହଣ୍ଡି କାର୍ଯ୍ୟକ୍ରମ ଦିନ ସାଢ଼େ ୧୨ଟା ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା, ଯାହା ପୂରଣ ହୋଇଛି। ସେହିପରି ଶ୍ରୀଗୁଣ୍ଡିଚା ଅଭିମୁଖେ ତିନି ରଥ ଅପରାହ୍ଣ ସାଢେ ୪ଟାରେ ଗଡ଼ିବା ଆରମ୍ଭ କରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
जगन्नाथ रथ यात्रा 2025 आज पुरी में भव्य अनुष्ठानों, रथ खींचने और पवित्र समारोहों के साथ शुरू हो गई है, जहां भक्त पवित्र त्रिदेवों की दिव्य यात्रा देखने के लिए एकत्रित हुए.
ପୁରୀ: ଚଳିତ ବର୍ଷ ଆହ୍ଲାବାଦର ପ୍ରୟାଗରାଜ୍ ଠାରେ ହୋଇଥିବା ମହାକୁମ୍ଭ ମେଳାରେ ଆଦାନୀ ଗ୍ରୁପର ସ୍ୱେଚ୍ଛାକୃତ ସେବା, ଲୋକଙ୍କ ଆଦୃତି ଲାଭ କରିପାରିଛି । ଏହାକୁ ପାଥେୟ କରି ଲୋକଙ୍କ ଧାର୍ମିକ ଭାବନାକୁ ସମ୍ମାନ ପ୍ରଦାନ ପୂର୍ବକ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ ଏହାର ଦ୍ୱିତୀୟ ପଦକ୍ଷେପ ସ୍ୱରୂପ ସେବା ଯୋଗାଇବା ପାଇଁ ସ୍ଥିର କରିଛି
Ratha Yatra: ମୁଖ୍ୟ ମହାରଣା,ତତ୍ତ୍ୱାବଧାରକ,ଇଞ୍ଜିନିୟର,ଅମିନ ଏ ସମସ୍ତଙ୍କର କଣ ଦାୟିତ୍ଵ ରହିବ ସେନେଇ ମଧ୍ୟ ଆଲୋଚନା ହୋଇଛି । ରଥ ଶୋଧ,ପହଣ୍ଡି,ରଥଟଣାକୁ ଶୃଙ୍ଖଳିତ ଓ ସୁନୀୟନ୍ତ୍ରିତ କରିବା ଦିଗରେ ଫୋକସ୍ ଦିଆଯାଇଛି ବୋଲି ବୈଠକ ପରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ।
ଭୁବନେଶ୍ୱର: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସେବା ପାଇଁ ଆସିଥିବା ମୋଦକ ଲଡ଼ୁ ଚୋରି ହେବା ଘଟଣାକୁ ଏଡ଼ାଇ ଯିବାକୁ ଉଚିତ ମନେ କରିଛନ୍ତି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡ.
ରଥାଯାତ୍ରାକୁ ସୁରୁଖୁରୁ କରିବା ଏକ ବଡ଼ ଆହ୍ୱାନ ଭାବେ ଗଣାଯାଏ। ଏହା ଆଜିର କଥା ନୁହେଁ କାହିଁ କେଉଁ କାଳରୁ ଏହି ଆହ୍ୱାନ ଶ୍ରୀମନ୍ଦିର ପରିଚାଳନାରେ ଥିବା ଅଧିକାରୀଙ୍କ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରି ଆସିଛି। ଆଜି ଯେମିତି କୌଣସି ବିଭ୍ରାଟ ହେଲେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ଅପରାଗତା ବୋଲି କୁହାଯାଇ ତାଙ୍କ ଉପରକୁ ଅଙ୍ଗୁଳି