Assembly Election 2021: ଜାଣନ୍ତୁ କେଉଁ ଆସନରୁ କିଏ ହେଲେ ବିଜେପି ପ୍ରାର୍ଥୀ?
Advertisement

Assembly Election 2021: ଜାଣନ୍ତୁ କେଉଁ ଆସନରୁ କିଏ ହେଲେ ବିଜେପି ପ୍ରାର୍ଥୀ?

ଚଳିତ ବର୍ଷ ହେବାକୁ ଯାଉଥିବା ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବା ଦଳୀୟ ବିଧାୟକ ପ୍ରାର୍ଥୀଙ୍କ ନାଁ ବୁଧବାର ଘୋଷଣା କରିଛି ବିଜେପି। 

 Assembly Election 2021: ଜାଣନ୍ତୁ କେଉଁ ଆସନରୁ କିଏ ହେଲେ ବିଜେପି ପ୍ରାର୍ଥୀ?

ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଯାଉଥିବା ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବା ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି। ଏସମ୍ପର୍କରେ ଜଣାଇଛନ୍ତି ଦଳର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ।

ବୁଧବାର ବିଜେପି ପକ୍ଷରୁ ଆସାମର ଗୋଟିଏ, କେରଳର ୪, ତାମିଲନାଡୁର ୩ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବା ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି।  

Also Read: BJP South Mission: ମିଳିଗଲା ଆସନ, ଆରମ୍ଭ ହୋଇଯିବ ପ୍ରଚାର

କେଉଁ ଆସନରୁ କିଏ ଲଢିବେ ନିର୍ବାଚନ 

ରାଜ୍ୟ: ଆସାମ

ଗୌରୀପୁର: ବନେନ୍ଦ୍ର କୁମାର ମୁଶହରୀ 

Also Read: Assembly Election 2021: ଜାଣନ୍ତୁ କେଉଁ ଆସନରୁ କିଏ ହେଲେ ବିଜେପି ପ୍ରାର୍ଥୀ?

ରାଜ୍ୟ: କେରଳ

ମାନନ୍ତୱାଡି (ST): ମୁକନ୍ଦନ ପଲିୟାରା 
କରୁଣାନାଗାପଲ୍ଲୀ: ବିଟ୍ଟି ସୁଧିର 
କୋଲ୍ଲମ: M.ସୁନୀଲ
କଲକୁଟ୍ଟମ: ଶୋଭା ସୁରେନ୍ଦ୍ରନ

Also Read: West Bengal Assembly Poll 2021 : ଜାଣନ୍ତୁ କେଉଁ ଆସନରୁ କିଏ ହେଲେ ବିଜେପି ପ୍ରାର୍ଥୀ?

 

ରାଜ୍ୟ ତାମିଲନାଡୁ

ତଲ୍ଲି: Dr. C ନଗେଶ କୁମାର
ଉଦକମଣ୍ଡଳମ: ଭୋଜରାଜନ
ବିଲୱନକୋଡ: R. ଜୟାଶୀଳନ  

Also Read: Assam Assembly Elections 2021: ଶାସକ ଏନଡିଏ ମେଣ୍ଟରେ ସରିଲା ଆସନ ଭାଗବଣ୍ଟା

ନିର୍ବାଚନ ଆୟୋଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ମୋଟ ୧୨୬ ଆସନ ବିଶିଷ୍ଟ ବିଧାନସଭା ଆସନ ଲାଗି ୨୭ ମାର୍ଚ୍ଚ ପ୍ରଥମ ପର୍ଯ୍ୟାୟରେ ୪୭, ୧ ଅପ୍ରେଲ ଦ୍ୱିତୀୟ ପର୍ଯ୍ୟାୟରେ ୩୯, ୬ ଅପ୍ରେଲ ତୃତୀୟ ପର୍ଯ୍ୟାୟରେ ୪୦ ଆସନ ଲାଗି ଭୋଟ ଗ୍ରହଣ କରାଯିବ। ସେହିପରି କେରଳର ୧୪୦, ତାମିଲନାଡୁର ୨୩୪, ପୁଦୁଚେରୀର ୩୦ ବିଧାନସଭା ଆସନ ଲାଗି ମତାଦାନ ଏପ୍ରିଲ ୬ ତାରିଖ ଗୋଟିଏ ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ। ଆସନ୍ତା ମେ ୨ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।