Odisha Election 2024: ଏଥର ନିର୍ବାଚନରେ ସବୁଠାରୁ ଅଧିକ ଟଙ୍କା, ମଦ, ମାଦକ ଓ ସୁନା

Odisha Election 2024 : ଏଥର ନିର୍ବାଚନ ସବୁବେଳେ ସ୍ମରଣୀୟ ହୋଇରହିବ। କାରଣ ସବୁଠାରୁ ଅଧିକ ଟଙ୍କା, ସୁନା, ମଦ ଓ ମାଦକ ଏହି ନିର୍ବାଚନରେ ଜବତ ହୋଇଛି। ସଂଖ୍ୟା ଏତେ ଯେ ଏହା ଗତ ଦୁଇ ନିର୍ବାଚନକୁ ମିଶାଇଲେ ବି ତାହାର ୫ଗୁଣାରୁ ଅଧିକ ହୋଇଛି। ଯଦି ରାଜ୍ୟ ବ୍ୟବସ୍ଥା ଦ୍ୱାରା ଏତେ ଟଙ୍କା, ସୁନା, ମଦ ଓ ମାଦକ ଜବତ ହୋଇପାରୁଛି ତେବେ ହିସାବ କରନ୍ତୁ କେତେ ପରିମାଣରେ ନଗଦ ଅର୍ଥ, ସୁନା, ମଦ ଓ ମାଦକ ଲୋକଙ୍କୁ ବଣ୍ଟା ଯାଇଛି।

Odisha Election 2024: ଏଥର ନିର୍ବାଚନରେ ସବୁଠାରୁ ଅଧିକ ଟଙ୍କା, ମଦ, ମାଦକ ଓ ସୁନା

About the Author