୨୬ ଫେବ୍ରୁଆରୀରେ ସଚିବାଳୟ ଘେରାଉ କରିବ କଂଗ୍ରେସ

ଶୁକ୍ରବାର ଦିନ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଗତ ୨୪ବର୍ଷ ହେଲା ବିଜେଡି ସରକାର ଦୁର୍ନୀତିରେ ବୁଡି ରହିଛନ୍ତି । ରାଜ୍ୟର ପ୍ରକୃତ ବିକାଶ କରିବା ପରିବର୍ତେ କେବଳ ନିର୍ବାଚନ ସମୟରେ ବଡ଼ ବଡ଼ ଘୋଷଣା କରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି।

୨୬ ଫେବ୍ରୁଆରୀରେ ସଚିବାଳୟ ଘେରାଉ କରିବ କଂଗ୍ରେସ
Image Credit: Odisha Congress

About the Author