Winning Candidates: ଦେଖିନିଅନ୍ତୁ ବିଜୟୀ ସାଂସଦ ଓ ବିଧାୟକଙ୍କ ପ୍ରାର୍ଥୀ ତାଲିକା

Published: Jun 05, 2024, 04:20 PM IST|Updated: Jun 05, 2024, 04:20 PM IST
ପ୍ରକାଶ ପାଇଛି 2024 ଲୋକସଭା ନିର୍ବାଚନର ଫଳାଫଳ। ଦୀର୍ଘ ୨୪ ବର୍ଷ ପରେ ବିଜେଡି ସରକାରର ପତନ ହୋଇଛି। ଆଜି ରାଜଭବନ ଯାଇ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ସେପଟେ ରାଜ୍ୟରେ ବିଜେପି ୨୦ଟି ଲୋକସଭା ଆସନରେ ବିଜୟୀ ଲାଭ କରିଥିବା ବେଳେ ମାତ୍ର ଗୋଟିଏ ଆସନରେ କଂଗ୍ରେସ ବିଜୟୀ ଲାଭ କରିଛି। ୭୮ଟି ବିଧାନସଭା ଆସନରେ ବିଜେପି ବିଜୟୀ ହୋଇଥିବ

ପ୍ରକାଶ ପାଇଛି 2024 ଲୋକସଭା ନିର୍ବାଚନର ଫଳାଫଳ। ଦୀର୍ଘ ୨୪ ବର୍ଷ ପରେ ବିଜେଡି ସରକାରର ପତନ ହୋଇଛି। ଆଜି ରାଜଭବନ ଯାଇ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ସେପଟେ ରାଜ୍ୟରେ ବିଜେପି ୨୦ଟି ଲୋକସଭା ଆସନରେ ବିଜୟୀ ଲାଭ କରିଥିବା ବେଳେ ମାତ୍ର ଗୋଟିଏ ଆସନରେ କଂଗ୍ରେସ ବିଜୟୀ ଲାଭ କରିଛି। ୭୮ଟି ବିଧାନସଭା ଆସନରେ ବିଜେପି ବିଜୟୀ ହୋଇଥିବା ବେଳେ ୫୧ଟି ଆସନରେ ବିଜେଡି ଓ ୧୪ଟି ଆସନରେ କଂଗ୍ରେସ ବିଜୟ ଲାଭ କରିଛି। ୩ଟି ଆସନରେ ସ୍ୱାଧୀନ ଓ ଗୋଟିଏ ଆସନରେ ସିପିଆଇଏମର ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ତେବେ ନଜର ପକାନ୍ତୁ ବିଜୟୀ ପ୍ରାର୍ଥୀଙ୍କ ତାଲିକା ଉପରେ...