ଭୁବନେଶ୍ୱର: ବିଜେଡ଼ିରେ ଆଜି ବିଦ୍ଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶଙ୍ଖ ଭବନରେ ସାମିଲ ହୋଇଚନ୍ତି ସୁଜାତା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଦଳର ବରିଷ୍ଠ ନେତୃତ୍ଵ ତାଙ୍କୁ ସ୍ଵାଗତ ଜଣାଇଛନ୍ତି। ସୁଜାତା ଜଣେ ସାଧାର
ଏହି ପ୍ରକଳ୍ପର ଉଦ୍ଦେଶ୍ୟ ଥିଲା ମା''ଙ୍କ ପୀଠର ଗରିମା ବୃଦ୍ଧି କରିବା ସହ ଭକ୍ତମାନଙ୍କୁ ଉତ୍ତମ ସୁବିଧା ପ୍ରଦାନ କରିବା। କିନ୍ତୁ ଆଜି ବିଜେପି ସରକାରଙ୍କ ଅବହେଳା ଓ ଅପାରଗତା କାରଣରୁ ସମଲେଇ ପୀଠରେ ଅବ୍ୟବସ୍ଥା ଚରମ ସୀମାରେ ପହଞ୍ଚିଛି।ନୂଆ ବିଜେପି ସରକାର ଆସିବା ମଧ୍ୟରେ ମାଁ ସମଲେଶ୍ବରୀଙ୍କ ପୀଠ ପରିସରକୁ ନେଇ ଏକାଧିକ ବିବାଦ ଓ ଅପ୍ରୀତିକର ଘଟଣା ସାମ୍ନାକୁ ଆସିଛି।
Odisha News: ଆଜି ବିଜେଡ଼ିର ଶଙ୍ଖ ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ବସିବ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୪ଟାରେ ଏହି ବୈଠକ ଅନୁଷ୍ଠିତ ହେବ। ସମ୍ପ୍ରତି ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ କିମ୍ବା ପ୍ରାର୍ଥୀ ମନୋନୀତ ହୋଇଥିବା ସମସ୍ତ ନେତାଙ୍କୁ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
Odisha News: ଚଳିତ ମାସ (ଜୁନ୍ ୧୦) ତାରିଖରେ ବିଜେଡ଼ିର ଶଙ୍ଖ ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ବସିବ। ଏ-ନେଇ ଦଳ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି ହୋଇଛି। ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ ଜୁନ୍ ୧୦ ତାରିଖ ଅପରାହ୍ନ ୪ଟାରେ ଏହି ବୈଠକ ଅନୁଷ୍ଠିତ ହେବ। ସମ୍ପ୍ରତି ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ କିମ୍ବା ପ୍ରାର୍ଥୀ ମନୋନୀତ ହୋଇଥିବା ସମସ୍ତ ନେତାଙ୍କୁ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଭୁବନେଶ୍ୱର: ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା ପାଣ୍ଡିଆନଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିବା ପରେ ସେ ଖୁବଶୀଘ୍ର ବିଜୁ ଜନତା ଦଳ (ବିଜେଡି)ରେ ସାମିଲ ହେବାକୁ ଯାଉଛନ୍ତି ବୋଲି ଦଳର ବରିଷ୍ଠ ନେତା ମନ୍ମଥ ରାଉତରାୟ ଦାବି କରିଛନ୍ତି। ଶ୍ରୀ ରାଉତରାୟ କହିଛନ୍ତି ଯେ, ସୁଜାତ
ନୂଆଦିଲ୍ଲୀ: ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଛେଦ। ଗତକାଲି ସୋମବାର ବିଜେଡ଼ିରୁ ଇସ୍ତଫା ଦେଇଥିବା ଦେବାଶିଷ ସାମନ୍ତରାୟ ଆଜି ଭାରତୀୟ ଜନତା ପାର୍ଟି ବିଜେପିରେ ସାମିଲ ହୋଇଛନ୍ତି । ଦିଲ୍ଲୀ ମୁଖ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେଡ଼ିରେ ମିଶିଛନ୍ତି ଶ୍ରୀ ସାମନ୍ତରାୟ । ଦେବାଶିଷଙ୍କ ସାମିଲ ବେଳେ ଉପସ୍ଥିତି ରହିଲେ ଅର
ନୂଆଦିଲ୍ଲୀ: ବିଜେଡ଼ିରୁ ଇସ୍ତଫା ଦେଇଥିବା ଦେବାଶିଷ ସାମନ୍ତରାୟ ଆଜି ବିଜେପିରେ ସାମିଲ ହୋଇପାରନ୍ତି। ଦିଲ୍ଲୀସ୍ଥିତ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ଦେବାଶିଷ ସାମନ୍ତରାୟ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇପାରନ୍ତି ବୋଲି ସୂଚନା ରହିଛି। ଏହି ଯୋଗାଦାନ କାର୍ଯ୍ୟକ୍ରମ ସମୟରେ ବିଜେପିର ରାଷ୍ଟ୍ରୀୟ ସଭାପତି, ରାଜ୍ୟ ସଭାପତି ଓ ବରିଷ୍ଠ ନ
ନୂଆଦିଲ୍ଲୀ: ବିଜେଡ଼ି ଶିବିରରେ କମ୍ପନ। ସୁଜିତ କୁମାର ଓ ମମତା ମହନ୍ତଙ୍କ ପରେ ହେବିୱେଟ ସାଂସଦ ଦେବାଶିଷ ସାମନ୍ତରାୟ ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି।ରାଜ୍ୟସଭା ସଦସ୍ୟ ତଥା ତିନି ଥରର ବିଧାୟକ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିଛନ୍ତି।
ଭୁବନେଶ୍ୱର: ବିଜେଡ଼ି ଶିବିରରେ କମ୍ପନ। ସୁଜିତ କୁମାର ଓ ମମତା ମହନ୍ତଙ୍କ ପରେ ହେବିୱେଟ ସାଂସଦ ଦେବାଶିଷ ସାମନ୍ତରାୟ ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ରାଜ୍ୟସଭା ସଦସ୍ୟ ତଥା ତିନି ଥରର ବିଧାୟକ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିବାକୁ ଯାଉଛନ୍ତି। ଦେବାଶିଷ ଉଭୟ ବିଜେଡି ଏବଂ ରାଜ୍ୟସଭା ପଦରୁ ଇସ୍
Odisha News: ବିଜୁ ଜନତା ଦଳର ସଦସ୍ୟ ପଦରୁ ଇସ୍ତଫା ଦେଲେ କୁଜଙ୍ଗ ବ୍ଲକ ବିଜୁ ଯୁବ ଜନତା ଦଳର ସଭାପତି ମାନଭଞ୍ଜନ ମଲ୍ଲ। ଏ ନେଇ ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ଓ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡିରୁ ଇସ୍ତଫା ଦେଇଥିବା କୁଜଙ୍ଗ ବ୍ଲକ ଯୁବ ଜନତା ଦଳର ସଭାପତି ମାନ ଭଞ୍ଜନ ମଲ୍ଲ।
ओडिशा में बीजू जनता दल, महाराष्ट्र में राष्ट्रवादी कांग्रेस पार्टी और शिवसेना, दिल्ली में आम आदमी पार्टी तो तमिलनाडु में डीएमके और अन्ना डीएमके के बाद अब पश्चिम बंगाल में तृणमूल कांग्रेस की हार ने कांग्रेस के नेताओं में सक्रियता भर दी है. यूपी में सपा और बसपा बिहार में राष्ट्रीय जनता दल और जनता दल यू की हालत कोई बहुत अच्छी नहीं है.
Bjd:ଓଡି଼ଶା ରାଜନୀତିରେ ହଲଚଲ୍। ବିଜେଡି ସଂସଦୀୟ ଦଳର ନେତା ହେଲେ ମାନସ ମଙ୍ଗରାଜ ।
ବିରୋଧୀଦଳ ଶକ୍ତିଶାଳୀ ହେଲେ ଗଣତନ୍ତ୍ର ପାଇଁ ଭଲ ବୋଲି ମନମୋହନ ସାମଲ କହିଛନ୍ତି । ଆଉ କିଛି ନେତା ବିଜେପିକୁ ଆସିବା ପ୍ରଶ୍ନରେ ପ୍ରତିକ୍ରିୟା ରଖି ମନମୋହନ କହିଛନ୍ତି ଯେ, ଆମ ଦ୍ବାର ଖୋଲା ଅଛି ଯେଉଁମାନଙ୍କୁ ଉଚିତ ଭାବିବୁ ସେମାନଙ୍କୁ ନେବୁ ।
ବିଜେଡି ନେତାଙ୍କ ବୈଠକ ପରେ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଆଗକୁ ଜିଲ୍ଲା ସ୍ତରରେ ବୈଠକ ହେବ ।
ମୁକ୍ତିକାନ୍ତ ମଣ୍ଡଳ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କାହିଁକି ସସ୍ପେଣ୍ଡ୍ କରାଗଲା ମୁଁ ଜାଣିନି ଏବଂ ମୁଁ କୌଣସି ପ୍ରକାର ଦଳବିରୋଧୀ କାର୍ଯ୍ୟ କରିନାହିଁ ।
ଭୁବନେଶ୍ୱର: ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପାଇଁ ଏକ ହେଲେ ବିଜେଡ଼ି ଓ କଂଗ୍ରେସ। ସଂସଦରେ ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ବୟାନକୁ ବିରୋଧ କରି ଆଜି ଗୃହରେ ବିଜେଡ଼ି ଓ କଂଗ୍ରେସ ବିଧାୟକମାନେ ଜୋରଦାର ହଟ୍ଟଗୋଳ କରିଛନ୍ତି। ବିଜୁ ବାବୁଙ୍କୁ ଅପମାନ ଚଳିବ ନାହିଁ ନାରା ଦେଇ ବିଧାନସଭାରେ ବାଚସ୍ପତିଙ୍କ ପୋଡିୟମ ତଳେ ବିରୋଧ କରିଛନ୍ତି ବିରୋଧ
ବ୍ୟକ୍ତିଗତ କାରଣ ଦର୍ଶାଇ କେନ୍ଦୁଝରରେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସଙ୍କ ସମେତ ୯ଜଣ ଇସ୍ତଫା ଦେଇଛନ୍ତି ।
ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆଜି ମଧ୍ୟରେ ଗୃହକୁ ଅଚଳ କରିଛନ୍ତି ବିରୋଧି। ବିଧାନସଭାରେ କଳା ସାର୍ଟ ପିନ୍ଧି ଅଭିନବ ପ୍ରତିବାଦ କରିଛନ୍ତି ବିରୋଧୀ। ଏଠାରେ କହି ରଖୁ କି ଏସସିବି ଅଗ୍ନିକାଣ୍ଡ ଘଟଣାରେ ଲଗାତାର ବିରୋଧ କରି ଆସୁଛନ୍ତି ବିରୋଧୀ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ହୋ ହଲ୍ଲା କରିବା ଫଳରେ ଗୃହ କାର୍ଯ୍ୟ ସ୍ୱ
ଭୁବନେଶ୍ୱର: ଏସସିବି ଅଗ୍ନିକାଣ୍ଡ ଘଟଣାକୁ ନେଇ ଗୃହରେ ହଟ୍ଟଗୋଳ ଜାରି ରହିଛି। ବିରୋଧୀ ଗୃହରକ ମଧ୍ୟଭାଗକୁ ଆସି ହୋ ହଲ୍ଲା କରୁଛନ୍ତି।ଏସବୁ ଭିତରେ ମଙ୍ଗଳବାର ଦିନ ପୁଣି ଥରେ ସରକାରୀ ଦଳକୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆଜି ମଧ୍ୟ ଏସସିବି ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍
ସୌଭିକ କହିଛନ୍ତି ଯେ, ବାପାଙ୍କ ପ୍ରତି ହୋଇଥିବା ଅପମାନକୁ ମୁଁ ସହ୍ୟ କରିପାରିବି ନାହିଁ । ଯଦି ଏଥିପାଇଁ ମୋତେ ଗୁଳି ଖାଇବାକୁ ପଡ଼େ ତାହାଲେ ସାମ୍ନା କରିବି ।
ସନ୍ଧ୍ୟାରେ ଶୃଙ୍ଖଳାଗତ କମିଟିର ବୈଠକ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ବିଧାୟକଙ୍କ ଅନୁଯାୟୀ, ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ବିପ୍ କାମ କରେ ନାହିଁ ଦର୍ଶାଇଛନ୍ତି । ମୁଖ୍ୟ ସଚେତକ ହ୍ବିପ୍ ଜାରି କରି ବେଆଇନ କାର୍ଯ୍ୟ କରିଛନ୍ତି ଏବଂ ଭୋଟ୍ ଦେବା ପାଇଁ କହିବା ଓ ବିରତ ପାଇଁ ପ୍ରବର୍ତ୍ତାଇବା ଦଣ୍ଡନୀୟ ଅପରାଧ ବୋଲି ବିଧାୟକ ଉଲ୍ଲେଖ କରିଛନ୍ତି ।