ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡ ଠାରେ ଆୟୋଜିତ ହୋଇଥିବା ଏହି ରାଲିରେ ଯୋଗ ଦେଇଥିବା ଜନସମୂହଙ୍କ ଆଶୀର୍ବାଦ ମୋତେ ମିଳିନାହିଁ।
Trending Photos
କୋଲକାତା: ପଶ୍ଚିମ ବିଧାନସଭା ନିର୍ବାଚନ ୨୦୨୧ ଲାଗି ଦଳୀୟ ପ୍ରଚାର ଆରମ୍ଭ କରିଛନ୍ତି ପିଏମ ମୋଦି। ଏହିକ୍ରମରେ ମାର୍ଚ୍ଚ ୭ ତାରିଖ ରବିବାର କୋଲକାତାସ୍ଥିତ ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡ ଠାରେ ଆୟୋଜିତ ହେଉଥିବା ରାଲିକୁ ସମ୍ବୋଧିତ କରିଛନ୍ତି ପିଏମ ମୋଦି। ଏହା ହେଉଛି ତାଙ୍କର ପ୍ରଥମ ନିର୍ବାଚନୀ ରାଲି।
କୋଲକାତା ରାଲିକୁ ସମ୍ବୋଧିତ କରି ପିଏମ କହିଛନ୍ତି ରାଜନୈତିକ ଜୀବନରେ ଅନେକ ରାଲିକୁ ସମ୍ବୋଧିତ କରିଛି। ହେଲେ ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡ ଠାରେ ଆୟୋଜିତ ହୋଇଥିବା ଏହି ରାଲିରେ ଯୋଗ ଦେଇଥିବା ଜନସମୂହଙ୍କ ଆଶୀର୍ବାଦ ମୋତେ ମିଳିନାହିଁ। ଏହି ଗ୍ରାଉଣ୍ଡ ଅନେକ ଦେଶଭକ୍ତଙ୍କୁ ଦେଖିଛି। ଅନ୍ୟପଟେ ରାଜ୍ୟର ବିକାଶରେ ବାଧକ ସାଜୁଥିବା ତତ୍ତ୍ୱଙ୍କ ସାକ୍ଷୀ ପାଲିଟିଛି। ଏଠାରୁ ରାଜ୍ୟକୁ ବନ୍ଦ କିମ୍ବା ଆନ୍ଦୋଳନ ମଧ୍ୟରେ ରଖିବା ପାଇଁ ଏଠାରୁ ଷଡଯନ୍ତ୍ର ହୋଇଥିଲା।
PM Shri @narendramodi addresses the 'Brigade Cholo Rally' in Kolkata, West Bengal.
Dial 9345014501 to listen LIVE.#ModirSatheBrigade https://t.co/ks5DMpKsWI
— BJP (@BJP4India) March 7, 2021
Also Read: West Bengal Election 2021: ରାଲି ପୂର୍ବରୁ BJP ହାତ ଧରିଲେ Mithun Chakraborty
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ପିଏମ ମୋଦି ପଶ୍ଚିମବଙ୍ଗରେ ପରିବର୍ତ୍ତନ ଆଣିବା ଲାଗି ମମତା ବାନାର୍ଜୀଙ୍କ ଉପରେ ବିଶ୍ୱାସ କରିଥିଲେ ହେଲେ ସେ ଜନତାଙ୍କ ବିଶ୍ୱାସ ଭାଙ୍ଗି ଦେଇଛନ୍ତି। ଏହି ଲୋକ ପଶ୍ଚିମବଙ୍ଗକୁ ଅପମାନିତ କରିଛନ୍ତି।
Thank you Kolkata!
Thank you West Bengal.
BJP is the state’s preferred choice. pic.twitter.com/5C9Fzvv5CF
— Narendra Modi (@narendramodi) March 7, 2021
ଏଥରର ନିର୍ବାଚନରେ ଗୋଟିଏ ପଟେ ଟିଏମସି ସହ କଂଗ୍ରେସ-ବାମପନ୍ଥୀ ମେଣ୍ଟ ରହିଛି ଯେଉଁମାନଙ୍କ ଆଭିମୁଖ୍ୟ ପଶ୍ଚିମବଙ୍ଗ ବିରୋଧି ରହିଛି। ଅନ୍ୟ ପଟେ ପଶ୍ଚିମବଙ୍ଗ ଜନତା ପରିବର୍ତ୍ତନ ପାଇଁ ଅଣ୍ଟା ଭିଡି ଆଗକୁ ବାହାରିଛନ୍ତି। ଆଜି ବ୍ରିଗେଡ ଗ୍ରାଉଣ୍ଡରେ ସମବେତ ହୋଇଥିବା ଜନତାଙ୍କ ହୁଙ୍କାର ଶୁଣିବା ପରେ ଆଉ କାହାର କୌଣସି ସନ୍ଦେହ ନାହିଁ। କିଛି ଲୋକଙ୍କୁ ଆଜିର ଦିନ ମେ ୨ ତାରିଖ ଭଳି ଲାଗୁଛି। ଭାରତ ମାତା ଆଶୀର୍ବାଦରୁ ସୁନାର ବଙ୍ଗଳା ସ୍ୱପ୍ନ ପୂରଣ ହେବ।
दीदी, बंगाल की जनता आपसे एक ही सवाल पूछ रही है - बंगाल ने आपको दीदी की भूमिका में चुना था।
फिर आपने एक ही भतीजे की बुआ होने के मोह को क्यों चुना?
आप भाई-भतीजावाद के उन कांग्रेसी संस्कारों को छोड़ नहीं पाईं, जिनके खिलाफ आपने बगावत की थी।
- पीएम @narendramodi#ModirSatheBrigade pic.twitter.com/ctCUlFYpdo
— BJP (@BJP4India) March 7, 2021
Also Read: Campaigning Sunday: ମୈଦାନରେ ମୁହାଁମୁହଁ ମୋଦି-ମମତା
वामपंथियों ने नारा दिया था - 'कांग्रेस कालो हाथ, भेंगे दाओ, गुड़िये दाओ!
इन नारों के दम पर वामपंथी दशकों तक सत्ता में रहे।
जिस हाथ को वामपंथी काला समझते थे, वो आज सफेद कैसे हो गया?
जिस हाथ को तोड़ने की बात करते थे, आज उसी का आशीर्वाद लेकर वो चल रहे हैं।#ModirSatheBrigade pic.twitter.com/RxqtdbXSfj
— BJP (@BJP4India) March 7, 2021
ଆଗାମୀ ୫ ବର୍ଷରେ ହେବାକୁ ଥିବା ବିକାଶ ଆଗାମୀ ୨୫ ବର୍ଷ ଲାଗି ଆଧାର ହେବ। ଆଉ ୨୫ ବର୍ଷ ପରେ ଦେଶ ଯେତେବେଳେ ସ୍ୱାଧିନତାର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବ ସେତେବେଳେ ସେହି ବଙ୍ଗଳା ନିର୍ମିତ ହୋଇଥିବ ଯିଏ ଭାରତର ନେତୃତ୍ୱ ପୁଣି ନେଉଥିବ। ମୁଁ ଆପଣଙ୍କୁ ଭରସା ଦେଉଛି ଆମେ କୃଷକ, ବ୍ୟବସାୟୀ, ମହିଳାଙ୍କ ବିକାଶ ପାଇଁ କଠୋର ପରିଶ୍ରମ କରିବୁ।
हमारा लक्ष्य पश्चिम बंगाल में सिर्फ सत्ता का परिवर्तन करना ही नहीं है।
हम बंगाल की राजनीति को विकास केंद्रित करना चाहते हैं।
इसलिए हम असोल पोरिवर्तन’ की बात कर रहे हैं।
- पीएम @narendramodi #ModirSatheBrigade pic.twitter.com/MFNGKrrhdN
— BJP (@BJP4India) March 7, 2021
ଆପଣ ଭଲଭାବେ ଜାଣିଛନ୍ତି ଗଣତାନ୍ତ୍ରିକ ବ୍ୟବସ୍ଥାକୁ କିପରି ନଷ୍ଟ କରାଯାଇଥିଲା। ହେଲେ ବିଜେପି ଲୋକତାନ୍ତ୍ରିକ ବ୍ୟବସ୍ଥାକୁ ମଜବୁତ କରିବ। ଆମ ସରକାରକ ପୋଲିସ ପ୍ରଶାସନ ପ୍ରତି ଜନତାଙ୍କର ବିଶ୍ୱାସ ସୃଷ୍ଚି କରିବ। କୋଲକାତା ଠାରେ ଥିବା ଐତିହ୍ୟର ଉନ୍ନତି ପାଇଁ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଅନେକ ଉଦ୍ୟମ କରିଛନ୍ତି।
Also Read: Assembly Election: ରବିବାର ପ୍ରଚାର ଆରମ୍ଭ କରିବେ ପିଏମ ମୋଦି
मैं इस ब्रिगेड ग्राउंड से आपको असोल पोरिवर्तन का विश्वास दिलाने आया हूं।
यहां जो भाजपा की सरकार बनेगी, असोल पोरिवर्तन का मंत्र उसकी प्रेरणा होगा, उसके परिश्रम का आधार होगा।
- पीएम @narendramodi #ModirSatheBrigade pic.twitter.com/7nRD2Bn6uv
— BJP (@BJP4India) March 7, 2021
ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବା ପରେ ପରୀକ୍ଷା, ପ୍ରଶିକ୍ଷଣ, ନିଯୁକ୍ତି ପ୍ରକ୍ରିୟାରେ ଏକ ପରଦର୍ଶୀ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ଏଠାରେ ନୂଆ ଶିକ୍ଷା ନୀତିକୁ ସଶକ୍ତ କରାଯିବ। ଇଞ୍ଜିନିୟରିଂ, ମେଡିକାଲ, ଯାନ୍ତ୍ରିକ ଶିକ୍ଷା ପାଠପଢା ବଙ୍ଗଳା ଭାଷାରେ କରାଯିବ।
पश्चिम बंगाल में भ्रष्टाचार, टोलाबाजी, कटमनी, सिंडिकेट, बेरोजगारी, हिंसा, आतंक, तुष्टिकरण, अन्याय
आर नोय, आर नोय#ModirSatheBrigade pic.twitter.com/19BN4VX7Q3
— BJP (@BJP4India) March 7, 2021
Also Read: Election 2021: ୪ ରାଜ୍ୟ, ପୁଦୁଚେରୀ ପାଇଁ ତାରିଖ ଘୋଷଣା
दीदी, कुछ दिन पहले जब आपने स्कूटी संभाली, तो सभी प्रार्थना कर रहे थे कि आप सकुशल रहें!
अब आपकी स्कूटी नंदीग्राम की तरफ मुड़ गई। हम तो हर किसी का भला चाहते हैं।
लेकिन जब स्कूटी ने नंदीग्राम में ही गिरना तय किया है, तो हम क्या करें?
- पीएम @narendramodi #ModirSatheBrigade pic.twitter.com/aV7kgUD7OW
— BJP (@BJP4India) March 7, 2021
ମମତା ବାନାର୍ଜୀଙ୍କ ବିରୁଦ୍ଧରେ ଆସିଥିବା ପରିବାରବାଦ ଅଭିଯୋଗ ଉପରେ ଜବାବ ରଖି ସେ କହିଛନ୍ତି ପଶ୍ଚିମବଙ୍ଗ ଜନତା ଦିଦିଙ୍କୁ ବାଛିଥିଲେ ହେଲେ ସେ ଜଣେ ପୁତୁରାର ପିଉସୀ ହୋଇ ରହିଗଲେ। ହେଲେ ଦିଦି ନା ନାଁ ନିଜେ କାମ କରୁଛନ୍ତି ନାଁ କାହାକୁ କରିବାକୁ ଦେଉଛନ୍ତି।