Sambalpur Accident: ସମ୍ବଲପୁରରେ ଦୁଇଟି ଭୟଙ୍କର ସଡ଼କ ଦୁର୍ଘଟଣା; ୬ ମୃତ, ଜଣେ ଗୁରୁତର ଆହାତ

Sambalpur Road Accident: ଆହତମାନଙ୍କୁ ପ୍ରଥମେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ଯୋଗାଇବା ପରେ ଡାକ୍ତର ଆହତମାନଙ୍କୁ ବୁର୍ଲା ହସ୍ପିଟାଲକୁ ପଠାଇଥିଲେ। ବୁର୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅନ୍ୟ ଜଣେ ଆହତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟ ଜଣଙ୍କର ଅବସ୍ଥା ମଧ୍ୟ ଗୁରୁତର ବୋଲି କୁହାଯାଉଛି।

Sambalpur Accident: ସମ୍ବଲପୁରରେ ଦୁଇଟି ଭୟଙ୍କର ସଡ଼କ ଦୁର୍ଘଟଣା; ୬ ମୃତ, ଜଣେ ଗୁରୁତର ଆହାତ
Image Credit: Sambalpur Road Accident

About the Author