IPL 2024: ବେଙ୍ଗାଲୁରୁ ପାଇଁ ରହିଛି ଅରେଞ୍ଜ ଆଲର୍ଟ, RCB vs CSK ମ୍ୟାଚ୍ ବାତିଲ ହେଲେ କ’ଣ ହେବ?

CSK Vs RCB Weather: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ଚେନ୍ନାଇ ସୁପର କିଙ୍ଗ୍ସ ମ୍ୟାଚ୍ ସମୟରେ ବର୍ଷା ହେବାର ପ୍ରବଳ ସମ୍ଭାବନା ରହିଛି। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ଜାଣିବାକୁ ବହୁତ ଆଗ୍ରହୀ ଯେ ଯଦି ମ୍ୟାଚ୍ ବର୍ଷା ଯୋଗୁଁ ଧୋଇଯାଏ, ତେବେ କେଉଁ ଦଳ ପ୍ଲେ ଅଫ୍ ପାଇଁ ଟିକେଟ୍ ପାଇବେ।

IPL 2024: ବେଙ୍ଗାଲୁରୁ ପାଇଁ ରହିଛି ଅରେଞ୍ଜ ଆଲର୍ଟ, RCB vs CSK ମ୍ୟାଚ୍ ବାତିଲ ହେଲେ କ’ଣ ହେବ?
Image Credit: CSK Vs RCB Match Weather

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More