T20 World Cup 2024: ଲିଗ୍ ପର୍ଯ୍ୟାୟରୁ ବାଦ ପଡିବ ପାକିସ୍ତାନ? ଆଶଙ୍କା ପ୍ରକାଶ କଲେ ୱାସିମ ଆକ୍ରାମ

Wasim Akram On Pakistan Team: ପାକିସ୍ତାନ ପୂର୍ବତନ ଫାଷ୍ଟ ବୋଲର ୱାସିମ ଆକ୍ରାମ ବିଶ୍ୱାସ କରିଛନ୍ତି ଯେ ପାକିସ୍ତାନକୁ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିବା କଷ୍ଟସାଧ୍ୟ ହେବ। କାରଣ ଆମେରିକାକୁ ପ୍ରଥମ ମ୍ୟାଚ୍ ହରାଇବା ପରେ ଏହାର ପରବର୍ତ୍ତୀ ମ୍ୟାଚ୍ ଭାରତ ବିପକ୍ଷରେ ରହିଛି।

T20 World Cup 2024: ଲିଗ୍ ପର୍ଯ୍ୟାୟରୁ ବାଦ ପଡିବ ପାକିସ୍ତାନ? ଆଶଙ୍କା ପ୍ରକାଶ କଲେ ୱାସିମ ଆକ୍ରାମ
Image Credit: Wasim Akram On Pakistan Team

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More