Matric Exam: ବୋର୍ଡ଼ ପକ୍ଷରୁ କଡ଼ା ପଦକ୍ଷେପ, ଏଥର ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଜଗିବ AI କ୍ୟାମେରା

Matric Exam: ଏଥର ମାଟ୍ରିକ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ ଜଗିବ AI ବା ଆର୍ଟିଫିସିଆଲ୍ ଇଣ୍ଟିଲିଜେନ୍ସ ବେସଡ୍‌ କ୍ୟାମେରା। ପରୀକ୍ଷା ପରିଚାଳନାରେ ସୁଧାର ଆଣିବା ସହ କପି ଓ ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ପ୍ରଥମ ଥର ବୋର୍ଡ଼ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

Matric Exam: ବୋର୍ଡ଼ ପକ୍ଷରୁ କଡ଼ା ପଦକ୍ଷେପ, ଏଥର ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଜଗିବ AI କ୍ୟାମେରା

About the Author