Kandhamal: କନ୍ଧମାଳରେ ପୁଲିସ ମାଓବାଦୀ ମୁହାମୁହିଁ, ଜଣେ ଯବାନ ଆହତ

ପୁଲିସ ସନ୍ଧ୍ୟାବେଳେ ଜଙ୍ଗଲରେ ଦର୍ଚ୍ ଅପରେସନ୍‍ ଚଳାଇଥିଲେ। ଏହାଦ୍ୱାରା ଦୁଇ ପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ଯବାନଙ୍କ ହାତରେ ଗୁଳି ଲାଗି ସେ ଆହତ ହୋଇଥିଲେ। ତାଙ୍କୁ ହସ୍‍ପିଟାଲରେ ଭର୍ତ୍ତି କରାଯାଇଛି।

Kandhamal: କନ୍ଧମାଳରେ ପୁଲିସ ମାଓବାଦୀ ମୁହାମୁହିଁ, ଜଣେ ଯବାନ ଆହତ

About the Author