Satakadi Hota: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ସାତକଡ଼ି ହୋତାଙ୍କ ଶେଷକୃତ୍ୟ

Satakadi Hota: ଆଉ ନାହାନ୍ତି ବିଶିଶ୍ଟ ସାହିତ୍ୟିକ, ପ୍ରଶାସକ ତଥା ରେଳବାଇର ପୂର୍ବତନ ମହାପ୍ରବନ୍ଧକ ସାତକଡ଼ି ହୋତା । ରବିବାର ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ତାଙ୍କ ବଡ଼ ଝିଅଙ୍କ ଘରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ୯୫ ବର୍ଷ ବୟସ ହୋଇଥିଲା ।

Satakadi Hota: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ସାତକଡ଼ି ହୋତାଙ୍କ ଶେଷକୃତ୍ୟ
Image Credit: ସୌଜନ୍ୟ-ସୋସିଆଲ ମିଡିଆ

About the Author