Teacher strike in Odisha: ରାତି ପାହିଲେ ମାଟ୍ରିକ୍ ପରୀକ୍ଷା, ରାଜରାସ୍ତାରେ ଶିକ୍ଷକଙ୍କ ଧାରଣା ଜାରି

Teacher strike in Odisha: ଦିନକ ପରେ ମାଟ୍ରିକ୍ ପରୀକ୍ଷା । ସେପଟେ ୨୧ ଦଫା ଦାବି ପୂରଣ ନେଇ ଦୀର୍ଘ ୧୨ ଦିନ ହେବ ଲୋୟର ପିଏମଜିରେ ଅହୋରାତ୍ର ଧାରଣା ଦେଇଛନ୍ତି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ।

Teacher strike in Odisha: ରାତି ପାହିଲେ ମାଟ୍ରିକ୍ ପରୀକ୍ଷା, ରାଜରାସ୍ତାରେ ଶିକ୍ଷକଙ୍କ ଧାରଣା ଜାରି

About the Author