World Cancer Day 2024: ଆଜି ବିଶ୍ୱ କର୍କଟ ଦିବସ, ରାଜ୍ୟରେ ଚିନ୍ତା ବଢାଇଛି ଶିଶୁଙ୍କ କର୍କଟ

World Cancer Day 2024: ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଏ । ବିଶ୍ବରେ ପ୍ରତିବର୍ଷ ପ୍ରାୟ ୮୦ ଲକ୍ଷରୁ ଅଧିକ ଲୋକ କର୍କଟ ରୋଗରେ ପ୍ରାଣ ହରାଉଛନ୍ତି । ଏହାର ଭୟାବହତା ପ୍ରତି ଲୋକଙ୍କୁ ସଚେତନ କରାଇବା ସହ ଚିକିତ୍ସା ଓ ନିରାକରଣ ଉଦ୍ଦେଶ୍ୟରେ ଆଜିର ଦିନକୁ ବିଶ୍ବ କର୍କଟ ସଚେତନତା ଦିବସ ଭାବେ ପାଳନ କରାଯାଏ ।

World Cancer Day 2024: ଆଜି ବିଶ୍ୱ କର୍କଟ ଦିବସ, ରାଜ୍ୟରେ ଚିନ୍ତା ବଢାଇଛି ଶିଶୁଙ୍କ କର୍କଟ
Image Credit: ସୌଜନ୍ୟ-ସୋସିଆଲ ମିଡିଆ

About the Author