Top 10 News Today: ୨୪ ବର୍ଷ ପରେ ରାଜ୍ୟରେ ବଦଳିବାକୁ ଯାଉଛି ସରକାର; ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Headlines Odisha 5th June 2024: ଆଜି (୫ ଜୁନ୍) ରାଜ୍ୟପାଳଙ୍କୁ ଭେଟି ନବୀନ ପଟ୍ଟନାୟକ ଇସ୍ତଫା ପତ୍ର ଦେଇଛନ୍ତି। ଦଳର ପରାଜୟ ପରେ ସେ ଇସ୍ତଫା ଦେଇଛନ୍ତି। ୨୪ ବର୍ଷ ପରେ ଓଡ଼ିଶାରେ ସରକାର ବଦଳିବାକୁ ଯାଉଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

Top 10 News Today: ୨୪ ବର୍ଷ ପରେ ରାଜ୍ୟରେ ବଦଳିବାକୁ ଯାଉଛି ସରକାର; ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Image Credit: Top 10 News Headlines Odisha 5th June 2024

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments