ପୁଣି ମାଆ ହେଲେ ଅନୁଷ୍କା, ଏହି ଦିନ ଜନ୍ମ ହୋଇଥିଲା ପୁତ୍ର ସନ୍ତାନ

Virat Kohli Anushka Sharma Blessed Baby Boy: ବିରାଟ କୋହଲି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି। କୋହଲି ତାଙ୍କ ପୋଷ୍ଟରେ କହିଛନ୍ତି ଯେ ତାଙ୍କ ପୁଅ ୧୫ ଫେବୃଆରୀରେ ଜନ୍ମ ହୋଇଛି।

ପୁଣି ମାଆ ହେଲେ ଅନୁଷ୍କା, ଏହି ଦିନ  ଜନ୍ମ ହୋଇଥିଲା ପୁତ୍ର ସନ୍ତାନ

About the Author