Indian Navy: ଭାରତୀୟ ନୌସେନାର ନୂଆ ଡ୍ରେସ୍ କୋଡ୍

Indian Navy New Dress Code:ଏଥର କୁର୍ତ୍ତା ପାଇଜାମା ତଥା କୁର୍ତ୍ତା ଚୁଡିଦାରରେ ନଜର ଆସିବେ ନୌସେନା ଯବାନ । ଏଥିନିମନ୍ତେ ମଞ୍ଜୁରୀ ମିଳି ସାରିଛି । ଆକାସିଆ ନୀଳ ରଙ୍ଗ କୁର୍ତ୍ତା, ଧଳା ପାଇଜାମା ଏବଂ ଜ୍ୟାକ୍‌ର ରଙ୍ଗ ନେଭି ବ୍ଲୁ ରହିଛି। ସେନାରୁ ଅବସର ନେଇଥିବା ଶୌର୍ଯ୍ୟ ଚକ୍ର ବିଜେତା ବ୍ରିଗେଡିୟର୍‌ ହରଦୀପ ସିଂହ ସୋହି ସୋସିଆଲ୍ ମିଡିଆରେ ଏନେଇ ସୂଚନା ଦେଇଛନ୍ତି ।

Indian Navy: ଭାରତୀୟ ନୌସେନାର ନୂଆ ଡ୍ରେସ୍ କୋଡ୍

About the Author