Unknown men: ସରବଜିତଙ୍କ ହତ୍ୟାକାରୀକୁ ପାକିସ୍ତାନରେ ହତ୍ୟା, ଅଜ୍ଞାତ ବନ୍ଧୁକଧାରୀ କଲେ ନିପାତ

Sarabjit Singh's killer Amir Sarfaraz shot dead: ସରଫରାଜ ନିଜେ ୨୦୧୩ ରେ ପାକିସ୍ତାନର କୋଟ ଲଖପତ ଜେଲରେ ଥିବା ଭାରତୀୟ ନାଗରିକ ସରବଜିତ ସିଂଙ୍କୁ ପାକ୍ ଗୁପ୍ତଚର ଏଜେନ୍ସି ଆଇଏସଆଇର ନିର୍ଦ୍ଦେଶ ଅନୁଯାୟୀ ହତ୍ୟା କରିଥିଲା। ବର୍ତ୍ତମାନ ସରଫରାଜଙ୍କୁ ଲାହୋରରେ ଗୁଳି ମାରି ହତ୍ୟା କରାଯାଇଛି।

Unknown men: ସରବଜିତଙ୍କ ହତ୍ୟାକାରୀକୁ ପାକିସ୍ତାନରେ ହତ୍ୟା, ଅଜ୍ଞାତ ବନ୍ଧୁକଧାରୀ କଲେ ନିପାତ
Image Credit: Sarabjit Singh's killer Amir Sarfaraz shot dead

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More