Indian rupee: ୨ ଲକ୍ଷରେ ନିଲାମ ହେବ ୧୦ ଟଙ୍କାର ଭାରତୀୟ ନୋଟ୍

ଏହା ଛଡ଼ା ୧୯୫୭-୬୨ ମସିହାର ୫ ଟଙ୍କାର ନୋଟ୍ ନିଲମା କରାଯିବ । ଯେଉଁଥିରେ ଅଶୋକ ଚକ୍ର ରହିଛି । ଯାହାର ମୂଲ୍ୟ ୨ ଲକ୍ଷ ୩୨ ହଜାରରପ ନେଇ ୨ ଲକ୍ଷ ୯୬ ହଜାର ଟଙ୍କା ହୋଇପାରେ ।

Indian rupee: ୨ ଲକ୍ଷରେ ନିଲାମ ହେବ ୧୦ ଟଙ୍କାର ଭାରତୀୟ ନୋଟ୍

About the Author