Covaxin Side Effect: କୋଭାକ୍ସିନ ପାର୍ଶ୍ୱ ପ୍ରତିକ୍ରିୟା ମାମଲାରେ ସ୍ପଷ୍ଟିକରଣ ରଖିଲା କମ୍ପାନୀ

ବିବୃତ୍ତିରେ ଭାରତ ବାୟୋଟେକ ସୂଚାଇ ଦେଇଛି ଯେ ଭାରତ ସରକାରଙ୍କ ଏକକ ଆଇସିଏମଆର ସହଯୋଗରେ କୋଭାକ୍ସିନ ହେଉଛି ଏକମାତ୍ର କରୋନା ଟିକା। ଟୀକାକରଣର ପ୍ରଭାବ ଉପରେ ଅନେକ ପରୀକ୍ଷା କରାଯାଇଛି ବୋଲି କମ୍ପାନୀ କହିଛି, କିନ୍ତୁ ଟିକା କେତେ ପ୍ରଭାବଶାଳୀ ତାହା ଚିନ୍ତା କରିବା ପୂର୍ବରୁ ଲୋକଙ୍କ ସୁରକ୍ଷା ଦିଗକୁ ଶୀର୍ଷରେ ରଖାଯାଇଛି।

Covaxin Side Effect: କୋଭାକ୍ସିନ ପାର୍ଶ୍ୱ ପ୍ରତିକ୍ରିୟା ମାମଲାରେ ସ୍ପଷ୍ଟିକରଣ ରଖିଲା କମ୍ପାନୀ

About the Author