Weird News: ବିଶ୍ବରେ ରହିଛି ଏପରି ୫ଟି ସ୍ଥାନ, ଏଠାରେ ଉଲଗ୍ନ ହୋଇ ବୁଲନ୍ତି ଲୋକେ
Advertisement
Article Detail0/zeeodisha/odisha1606612

Weird News: ବିଶ୍ବରେ ରହିଛି ଏପରି ୫ଟି ସ୍ଥାନ, ଏଠାରେ ଉଲଗ୍ନ ହୋଇ ବୁଲନ୍ତି ଲୋକେ

Places Where People Roam Without Clothes: ସମାଜରେ ବସବାସ କରୁଥିବା ମଣିଷଙ୍କ (People) ପାଇଁ ଖାଦ୍ୟ,ବସ୍ତ୍ର, ବାସଗୃହ ମୌଳିକ ଆବଶ୍ୟକତା ଅଟେ। ତେବେ, ଆମର ପୂର୍ବ ପୁରୁଷମାନେ ପୋଷାକ (Clothes)ପରିଧାନ ବିଷୟରେ ଜାଣି ନଥିଲେ। ସେଥିପାଇଁ ସେମାନେ ପୋଷାକ ପରିଧାନ କରୁନଥିଲେ । କିନ୍ତୁ ପରେ ପରେ ସେମାନେ ନିଜକୁ ପୋଷାକରେ(Clothes) ଘୋଡାଇବାକୁ ଶିଖିଲେ । ତେବେ, ସଭ୍ୟ ସମାଜରେ ରହିବା ପାଇଁ ସମସ୍ତେ ଲଜ୍ଜ୍ୟା ନିବାରଣ ପାଇଁ ପୋଷାକ (Clothes)ପରିଧାନ କରନ୍ତି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Places Where People Roam Without Clothes: ସମାଜରେ ବସବାସ କରୁଥିବା ମଣିଷଙ୍କ (People) ପାଇଁ ଖାଦ୍ୟ,ବସ୍ତ୍ର, ବାସଗୃହ ମୌଳିକ ଆବଶ୍ୟକତା ଅଟେ।  ତେବେ, ଆମର ପୂର୍ବ ପୁରୁଷମାନେ ପୋଷାକ (Clothes)ପରିଧାନ ବିଷୟରେ ଜାଣି ନଥିଲେ। ସେଥିପାଇଁ ସେମାନେ ପୋଷାକ ପରିଧାନ କରୁନଥିଲେ । କିନ୍ତୁ ପରେ ପରେ ସେମାନେ ନିଜକୁ ପୋଷାକରେ(Clothes) ଘୋଡାଇବାକୁ ଶିଖିଲେ । ତେବେ, ସଭ୍ୟ ସମାଜରେ ରହିବା ପାଇଁ ସମସ୍ତେ ଲଜ୍ଜ୍ୟା ନିବାରଣ ପାଇଁ ପୋଷାକ (Clothes)ପରିଧାନ କରନ୍ତି । କିନ୍ତୁ ଏପରି କିଛି ସ୍ଥାନ ଆମ ବିଶ୍ବରେ ରହିଛି  । ଯେଉଁଠାରେ ଲୋକେ(People)  ଆଜିବି ଉଲଗ୍ନ ହୋଇ ବୁଲନ୍ତି(Places Where People Roam Without Clothes) । ଏବଂ ଯାହା ଆଇନ ଅନୁଯାୟୀ କୌଣସି ଅପରାଧ ନୁହେଁ । ଏପରି ୫ଟି  ସ୍ଥାନ ବିଷୟରେ ଆମେ ଆଜି ଆପଣଙ୍କୁ କହିବୁ । 

ଫ୍ରାନ୍ସର ନେକେଡ୍ ସିଟି ଭାବେ ପରିଚିତ (Cap d'Agde) କ୍ୟାପ୍ ଡେ ଆଗଡେ । ଏହି ସ୍ଥାନରେ ଲୋକେ ଉଲଗ୍ନ ହୋଇ ଉଭୟ ପୁରୁଷ ଓ ମହିଳା ବୁଲନ୍ତି (people roam without clothes)। ଏବଂ ଆଇନ ଅନୁଯାୟୀ ଏହା ଅପରାଧ ନୁହେଁ(naked is legal) । କୌଣସି ଲୋକେ ଏଠାରେ ପୋଷାକ ପିନ୍ଧନ୍ତି ନାହିଁ ।  ମଲ୍, ରେସ୍ତୋରାଁ, ରିସର୍ଟ ଓ ରାସ୍ତାରେ ଲୋକମାନେ ବିନା ପୋଷାକରେ ଖୁଲମଖୁଲା ବୁଲନ୍ତି ଏବଂ ସହରର ନିୟମ ଅନୁଯାୟୀ ଏହା ସମ୍ପୂର୍ଣ୍ଣ ଆଇନଗତ ଅଟେ (naked is legal)। ଏହା ଉପରେ କୌଣସି ପ୍ରତିବନ୍ଧକ ନାହିଁ । ତେବେ, ଏହି ସ୍ଥାନକୁ ଅଧିକରୁ ଅଧିକ ଲୋକେ ଛୁଟି କଟାଇବା ପାଇଁ ଯାଇଥାନ୍ତି । ତେବେ, ଫ୍ରାନ୍ସରେ ଥିବା ଏହି ସହରଟି ବେଶ ସୁନ୍ଦର ଅଟେ । 

Also Read : Maharashtra Road Accident: ଏମିତି ବି ଆସେ ମୃତ୍ୟୁ, କାରର ଗୋଟିଏ ଚକ ନେଲା ୬ ଜୀବନ

Also Read : Cuttack News: ଜିମରେ ଯୁବତୀଙ୍କୁ ଦୁଷ୍କର୍ମ, ଅଶ୍ଲୀଳ ଫଟୋ ରଖି ବର୍ଷସାରା କରୁଥିଲେ ବ୍ଲାକମେଲ୍

ତେବେ, ଫ୍ରାନ୍ସର  ଏହି ସହରରେ ମଧ୍ୟ ପ୍ରତିବର୍ଷ ମାର୍ଚ୍ଚ ୧୨ ଏକ ବାଇକ୍ ରେସ ପ୍ରତିଯୋଗିତା ହୁଏ।  ଯେଉଁଠାରେ ଏକାଧିକ ଲୋକେ ଏକାଠି ହୋଇ ଏହି ପ୍ରତି ଯୋଗିତାରେ ଅଂଶ ଗ୍ରହଣ କରନ୍ତି । ସମସ୍ତେ ବିନା ପୋଷାକରେ ବାଇକ ରେସରେ ଭାଗ ନିଅନ୍ତି ।  ଏକ ସୁସ୍ଥ ଶରୀରକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଇଭେଣ୍ଟ କରାଯାଇଥାଏ  । ଏହି ରେସରେ ହଜାର ହଜାର ଲୋକେ ସାମିଲ ହୋଇ ପୁରସ୍କୃତ ମଧ୍ୟ ହୁଅନ୍ତି । ଏପରିକି ଯେଉଁମାନେ ଏହି ଇଭେଣ୍ଟକୁ ଦେଖିବାକୁ ଆସନ୍ତି ସେମାନେ ମଧ୍ୟ କିଛି ପିନ୍ଧନ୍ତି ନାହିଁ । 

ସେହିଭଳି ଆଉ ଏକ ସ୍ଥାନ ଆମେରିକାରେ ରହିଛି । ଆମେରିକାର ଫ୍ଲୋରିଡା (Florida)। ଫ୍ଲୋରିଡାରେ ଏପରି ଏକ  ସ୍ୱତନ୍ତ୍ର ବେଳାଭୂମି ଅଛି, ଯେଉଁଠାରେ ଲୋକମାନେ ବିନା ପୋଷାକରେ ବୁଲାବୁଲି (people roam without clothes) କରନ୍ତି। ଏହାକୁ ନେକେଡ ବିଚ୍ ବୋଲି କୁହାଯାଏ। କିନ୍ତୁ ଏହି ବେଳାଭୂମିର ପ୍ରକୃତ ନାଁ ହେଉଛି ହାଲୋଭର ବିଚ୍ (Haulover Beach) । ସେହିପରି ଫ୍ଲୋରିଡା ସିଟିରେ ଏଭଳି ଏକ ସ୍ଥାନ ହେଉଛି ମିଆମି (Miami,City in Florida)। ଯେଉଁଠାରେ ଲୋକେ କପଡା ପିନ୍ଧନ୍ତି ନାମକୁ ମାତ୍ର, ତାହା ନ ପିନ୍ଧିବା ସହ ସମାନ (people roam without clothes)। କିନ୍ତୁ ଏହି ସ୍ଥାନରେ ଅଧିକାଂଶ ଲୋକଙ୍କୁ ବିନା ବସ୍ତ୍ରରେ ଦେଖିବାକୁ ମିଳେ । ଜାପାନର ରାଜଧାନୀ ଟୋକିଓରେ  ଏକ ସ୍ଥାନ ରହିଛି (Onsen) ଓନସେନ୍ । ଯାହକୁ ଉଷ୍ମ ପ୍ରସରଣ ମଧ୍ୟ କୁହାଯାଏ । ପ୍ରାଚୀନ କାଳରେ, ମହିଳା ଏବଂ ପୁରୁଷମାନେ ଏଠାରେ ବିନା ପୋଷାକରେ ସ୍ନାନ କରୁଥିଲେ ଏବଂ ଏବେବି କିଛି ଲୋକେ ସେହି ପରମ୍ପରାକୁ ବଜାଇ ରଖିଛନ୍ତି ।