Advertisement
Photo Details/zeeodisha/odisha2584295
photoDetails0hindi

Gold Rate Today: ଆଜି ପୁଣି ସୁନା ଦର ବୃଦ୍ଧି , ଜାଣନ୍ତୁ ଭୁବନେଶ୍ବରରେ ଭରି ପିଛା କେତେ ବଢିଲା ରେଟ୍?

Gold Rate Today: ସୁନା ବଜାରେ ନିଆଁ। ନୂଆବର୍ଷ ପରେ ଉଛୁଳୁଛି ସୁନା ବଜାର। ଗତକାଲି ସୁନା ଦର ବୃଦ୍ଧି ହୋଇଥିବା ବେଳେ ଆଜି ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଆଜି ଭରି ପିଛା ବୃହତ ବୃଦ୍ଧି ହୋଇଛି। ଯଦି ଆପଣ ସୁନା-ଅଳଙ୍କାର କିଣିବା ପାଇଁ ଯୋଜନା କରୁଛନ୍ତି। ତେବେ, ଏହି ଖବରଟି ଆପଣଙ୍କ ପାଇଁ ଜରୁରୀ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍।

1/5
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୮୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୮,୩୩୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୩୦୦ ଓ ୩୩୦ ଟଙ୍କା ବଢିଛି। 

 

ALSO READ: Gratuity Hike: ଶିକ୍ଷକଙ୍କୁ ନୂଆବର୍ଷ ଭେଟି ଦେଲେ ରାଜ୍ୟ ସରକାର, ବଢିଲା ଗ୍ରାଚୁଇଟି; ଅବସର ପରେ ମିଳିବ ଏତେ ଲକ୍ଷ ଟଙ୍କା

ALSO READ: Shani Gochar 2025: ମାର୍ଚ୍ଚରୁ ୫ ରାଶିଙ୍କ ଉପରେ ରହିବ ଶନିଙ୍କ ଶୁଭଦୃଷ୍ଟି, ବର୍ଷସାରା କରିବେ ଟଙ୍କା ବର୍ଷା,ମିଳିବ ଶୁଭଫଳ !

2/5
ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୯୫୦ ଟଙ୍କା ରହିଛି। ଏବଂ ୨୪ କ୍ୟାରେଟ୍ ର ଦାମ୍ ୭୮,୪୮୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୩୦୦ ଓ ୩୩୦ ଟଙ୍କା ବୃଦ୍ଧି ପାଇଛି। 

3/5
ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୮୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୮,୩୩୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୩୦୦ ଓ ୩୩୦ ଟଙ୍କା ବଢିଛି। 

4/5
  ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୮୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୮,୩୩୦ ଟଙ୍କା ରହିଛି।  ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୩୦୦ ଓ ୩୩୦ ଟଙ୍କା ବଢିଛି।

5/5
ଅନ୍ୟପଟେ, ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୮୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୮,୩୩୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ରେଟ୍ ୫୮,୭୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୩୦୦ ଓ ୩୩୦ ଟଙ୍କା ବଢିଥିବା ବେଳେ ୧୮ କ୍ୟାରେଟ୍ ରେ ୨୫୦ ଟଙ୍କା ବଢିଛି।