Terror attack: ‘ପାକିସ୍ତାନ ସହ ଭାରତକୁ ଶାନ୍ତିପୂର୍ଣ୍ଣ ବୁଝାମଣା କରିବା ଉଚିତ୍’

Terror attack: ଅବଦୁଲ୍ଲା କହିଛନ୍ତି, "ଆମର ପଡ଼ୋଶୀ ଦେଶ ସହ ଆମର ସମସ୍ୟା ରହିଛି। ସାମରିକ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଏହି ସମସ୍ୟାର ସମାଧାନ ହୋଇପାରିବ ନାହିଁ। ଯଦି ଆମେ ପଡ଼ୋଶୀ ଦେଶ ସହ କଥା ନହୁଏ ତେବେ ଆମେ ଏହାର ସମାଧାନ କରିପାରିବା ନାହିଁ। ଆତଙ୍କବାଦୀମାନେ ସୀମା ଦେଇ ଆସୁଛନ୍ତି ଏବଂ ଆଗକୁ ମଧ୍ୟ ଆସିବେ।

Terror attack: ‘ପାକିସ୍ତାନ ସହ ଭାରତକୁ ଶାନ୍ତିପୂର୍ଣ୍ଣ ବୁଝାମଣା କରିବା ଉଚିତ୍’

About the Author