Rani Panda: ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ତା। ସବୁବେଳ କୌଣସି ନା କୌଣସି ପ୍ରସଙ୍ଗ ପାଇଁ ସେ ବିବାଦରେ ଥାଆନ୍ତି। ଦମଦାର ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ଯାତ୍ରାରେ ତାଙ୍କର ଆଇଟମ୍ ସଙ୍ଗ୍ ହେଉକି ଡାଇଲଗ୍ ସମସ୍ତଙ୍କୁ ପାଗଳ କରେ। ତେବେ, ଏହାରି ଭିତରେ ରାଣୀ ପଣ୍ତାଙ୍କର ଆଉ ଏକ ଭିଡି଼ଓ ଭାଇରାଲ୍ ହୋଇଛି। ଦେଖନ୍ତୁ ଏହି ଭିଡିଓ...