Advertisement
Videos Details/odisha/zeeodisha2206979
Video ThumbnailPlay icon

Sahijata Started: ଆସନ୍ତା କାଲି ପବିତ୍ର ରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

ଆସନ୍ତା କାଲି ପବିତ୍ର ରାମନବମୀ। ଏହି ତିଥିରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ। ଶ୍ରୀମନ୍ଦିର ରୀତିନୀତି ସହ ସମ୍ପୃକ୍ତ ଏହି ସାହିଯାତରେ ରାମାୟଣ କଥାବସ୍ତୁ ଉପରେ ଆଧାରିତ ଶ୍ରୀରାମ ଜନ୍ମ ଠାରୁ ଆରମ୍ଭ କରି ରାମାଭିଷେକ ପର୍ଯ୍ୟନ୍ତ ନୀତିକାନ୍ତି ଅନୁଷ୍ଠିତ ହେବ । ସାହିଯାତ ପାଇଁ ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ଯାଗା ଆଖେଡା ଚଳଚଞ୍ଚଳ । ବୀରବାଦ୍ୟର ତାଳେ ତାଳେ ଚାରିଆଡେ ଚାଲିଛି ରାବଣ, ପର୍ଶୁରାମ ସମେତ ଅନ୍ୟାନ୍ୟ ନୃତ୍ୟ ଓ ସମରକଳା ଅଭ୍ୟାସ |ତେବେ ଆସନ୍ତୁ ଶୁଣିବା ରାବଣ ଓ ସପ୍ତଶିରାଙ୍କ ବଚନିକାର ସାମାନ୍ୟ ଝଲକ |
ରାଜାଙ୍କ ଘରେ ପହଞ୍ଚିଲେ ସୋନମଙ୍କ ଭାଇ, ପରିବାର ସଦସ୍ୟଙ୍କୁ ଭେଟିବା ପରେ ହେଲୋ ଭାବପ୍ରବଣ
Play icon00:32
Video: ଯାତ୍ରା ରଙ୍ଗମହଲ ନାଟକ ପରିବେଷଣ ସମୟରେ ଢାଳିଲା ବର୍ଷା, ଦେଖନ୍ତୁ ଅବସ୍ଥା...
Play icon00:47
CCTV Video: ସ୍ନାନ ଯାତ୍ରାରେ ପୁରୀରେ ସେବାୟତଙ୍କୁ ହତ୍ୟା, ଭାଇରାଲ ହେଉଛି ଏହି ସିସିଟିଭି ଭିଡିଓ....
Play icon00:39
Train Accident: ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟ, ଦେଖନ୍ତୁ ଏହି ଭିଡିଓ...
Play icon01:05
Groom Dance Video: ବରର ଏମିତି ଡ୍ୟାନ୍ସ ଦେଖି ନିଜକୁ ରୋକିପାରିଲେନି ଅଭିନେତା ହ୍ରିତିକ୍, ଦେଲେ ଏଇ ରିଆକ୍ସନ
Play icon00:51
Viral Video: ଅଭିନେତା ସ୍ୱରାଜ ବାରିକଙ୍କ ସହ ଭାଇରାଲ ହେଉଛି ଅଭିନେତ୍ରୀ ରିୟା ଦେ' ଙ୍କ ଏହି ଭିଡିଓ...
Play icon00:31
Raja Raghuvanshi: ହନିମୁନରେ ରହସ୍ୟମୟ ମୃତ୍ୟୁ ପରେ ସୋନମଙ୍କ ସହ ଭାଇରାଲ ହେଉଛି ରାଜା ରଘୁବଂଶୀଙ୍କ ଏହି ଭିଡିଓ...
Play icon00:46
Snana Yatra 2025: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ମୁତୟନ ହେବେ ୭୦ପ୍ଲାଟୁନ ଫୋର୍ସ
Play icon01:54
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon00:32
Raja Raghuvanshi Video: ରାଜା ରଘୁବଂଶୀଙ୍କ ମୃତ୍ୟୁ ପରେ ସାମ୍ନାକୁ ଆସିଲା ଆଉ ଏକ ଭିଡିଓ....
Play icon00:33
Aseema Panda Video: ବିଭିନ୍ନ ରଙ୍ଗର ସମ୍ବଲପୁରୀ ଶାଢୀ ପିନ୍ଧି ଠୁମକା ଲଗାଇଲେ ଗାୟିକା ଅସୀମା
Play icon00:43
Raja Raghuvanshi Video: ହୋଟେଲ୍ ରୁମରେ ହତ୍ୟା ପରେ ଭାଇରାଲ ହେଉଛି ରାଜା ରଘୁବଂଶୀଙ୍କ ଏହି ଭିଡିଓ...
Play icon00:38
Bidusmita Viral Video: ସୋସିଆଲ ମିଡିଆରେ ନିଜ ଝିଅଙ୍କ ସହ ଏପରି ଭିଡିଓ ଛାଡ଼଼ିଲେ ଓଡ଼ିଆ ଅଭିନେତ୍ରୀ ବିଦୁସ୍ମିତା ଦାଶ..
Play icon00:46
Snana Yatra Security: ପୁରୀ ପୋଲିସ ପକ୍ଷରୁ ଦେବସ୍ନାନ ପୂର୍ଣ୍ଣିମା -2025 ପାଇଁ ବିଶେଷ ସୁରକ୍ଷା ବ୍ୟବସ୍ଥା
Play icon04:30
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon02:53
Cricketer Rinku Singh: କ୍ରିକେଟର ରିଙ୍କୁ ସିଂହଙ୍କ ସହ ଏନଗେଜମେଣ୍ଟ ବେଳେ କାନ୍ଦିଲେ ସାଂସଦ ପ୍ରିୟା, ଦେଖନ୍ତୁ ଏହି ଭିଡିଓ...
Play icon00:59
Pinaki Mahua Dance: ଭାଇରାଲ ହେଲା ବାହାଘର ଦିନର ଭିଡିଓ...ନାଚରେ ମସଗୁଲ ହେଲେ ପିନାକୀ-ମହୁଆ
Play icon01:16
Actress Suryamoyee Video: 'ଅନନ୍ତା' ଫିଲ୍ଲ ରିଲିଜ ପୂର୍ବରୁ ଭାଇରାଲ ହେଲା ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ରଙ୍କ ଏହି ଭିଡିଓ..
Play icon00:40
Actress Mithi Viral Video: ଭାଇରାଲ ହେଲା ଓଡ଼ିଆ ଅଭିନେତ୍ରୀ ମିଠିଙ୍କ ଏହି ଭିଡିଓ...
Play icon00:41
Elina Samantaray Video: ହଳଦିଆ ଶାଢୀରେ ଭାଇରାଲ ହେଲା ଚୁଲୁବୁଲି ଅଭିନେତ୍ରୀ ଏଲିନାଙ୍କ ଭିଡିଓ
Play icon01:27
Cabinet Meeting: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶେଷ ହେଲା କ୍ୟାବିନେଟ୍ ବୈଠକ
Play icon04:18
Weather Report: ଆଗାମୀ ୩ ରୁ ୪ ଦିନ ପାଇଁ ବିଭିନ୍ନ ସ୍ଥାନ ମାନଙ୍କରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ସମ୍ଭାବନା
Play icon02:27
Riya Dey Video: ରଜ ସୁନ୍ଦରୀ ଷ୍ଟେଜରୁ ଭାଇରାଲ ହେଲା ଅଭିନେତ୍ରୀ ସ୍ମିତା ମହାନ୍ତିଙ୍କ ସହ ରିୟା ଦେ' ଙ୍କ ଏହି ଭିଡିଓ...
Play icon00:52
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon02:53
Mahua Moitra: ପୋଲିସ ସହ ନୂଆ ବିବାହିତା ସାଂସଦ ମହୁଆ ମୌତ୍ରଙ୍କ ଧସ୍ତାଧସ୍ତିର ଭିଡିଓ ଭାଇରାଲ, ଆପଣ ବି ଦେଖନ୍ତୁ
Play icon00:52
Varsha Priyadarshini: ଭିଡିଓ ସେୟାର କରି କାହାକୁ ନିଜର ଲାଇଫ୍ ଲାଇନ କହିଲେ ବର୍ଷା...ଦେଖନ୍ତୁ ଭିଡିଓ
Play icon01:25
Sura Routray Video: ପ୍ରେମ ଏଡେ ଯୋର ବ୍ୟାପିଲା ଯେ ଜର୍ମାନୀ ଯାଇ ଦୁହେଁ ବାହା ହେଲେ, ପିନାକୀ-ମହୂଆଙ୍କ ବିବାହକୁ ନେଇ କହିଲେ ସୁର
Play icon01:52
Bidusmita Viral Video: ଭାଇରାଲ ହେଉଛି ଓଡ଼ିଆ ଅଭିନେତ୍ରୀ ବିଦୁସ୍ମିତା ଦାଶଙ୍କ ଏହି ଭିଡିଓ..
Play icon00:42
Hungry Elephant Video: ଦୋକାନରେ ପଶି, କଦଳୀ ସହ ସ୍ୟାଣ୍ଡୱିଚ୍ କେକ୍ ଖାଇଗଲା ଭୋକିଲା ହାତୀ
Play icon01:15
Sonali Panda Viral Video: ବିବାଦ ପରେ ସ୍ୱାମୀଙ୍କ ସହ ଏପରି ଭାବେ ନଜର ଆସିଲେ ଅଭିନେତ୍ରୀ ସୋନାଲି ପଣ୍ଡା, ଭାଇରାଲ ହେଉଛି ଏହି ଭିଡିଓ...
Play icon00:51
Advertisement
;