Arvind Kejriwal
ପଞ୍ଜାବୀଙ୍କୁ କେଜ୍ରିୱାଲଙ୍କ ଧୋକା, ଦିଲ୍ଲୀ ଶାସିତ ରାଜ୍ୟ ହେଲା ପଞ୍ଜାବ!
କେଜ୍ରିୱାଲଙ୍କ ଠାରୁ ଭାଗ୍ୟବାନ ଖୋଦ୍ ଭଗୱନ୍ତ ମାନ ବି ହେବେ ନାହିଁ। ଫଳରେ ଅଣଦେଖା ଅଣଦେଖାରେ କେଜ୍ରିୱାଲ ଦେଶରେ ଏମିତି ଜଣେ ପ୍ରଥମ ବ୍ୟକ୍ତି ପାଲଟିଯିବେ, ଯିଏ ଅନୌପଚାରିକ ଭାବେ ଦୁଇଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଗଣାଯିବେ।
Mar 24,2022, 22:20 PM IST
Political History of UP
୧୯୫୧ ମସିହାରୁ ୨୦୨୨ ନିର୍ବାଚନ: UP ରାଜନୀତି ଉପରେ ବହୁ ଅଜଣା କଥା
ଉତ୍ତର ପ୍ରଦେଶର ଜଣେ ନେତା ଦୁଇଟି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି। ଏକମାତ୍ର ରାଜ୍ୟ ଭାବେ ୨ ଜଣ ମହିଳା ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟରେ ଶାସନ କରିବାର ସୁଯୋଗ ମିଳିଛି।
Feb 15,2022, 23:24 PM IST
History Naxalism
History Naxalism: କେବେ ଓ କେମିତି ହୋଇଥିଲା ଆରମ୍ଭ? କେମିତି ଓଡ଼ିଶା ପହଞ୍ଚିଲେ ମାଓବାଦୀ?
ଜମିଦାରଙ୍କ ଶୋଷଣ ବିରୋଧରେ ଆରମ୍ଭ ହୋଇଥିବା ସଶସ୍ତ୍ର ଆନ୍ଦୋଳନ, କ୍ଷୁଦ୍ରଚାଷୀ ଏବଂ ଶ୍ରମିକଙ୍କ ହକର ଲଢ଼େଇକୁ କୁହାଯାଉଥିଲା ନକ୍ସଲ ଆନ୍ଦୋଳନ।
Feb 8,2022, 23:49 PM IST
India-Pak T20 Match
ଭାଙ୍ଗିଲା ୧୪ ବର୍ଷର ରେକର୍ଡ, ନିରାଶ କଲେ ବିରାଟ ବାହିନୀ
୧୪ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲା ବିରାଟ ବାହିନୀ।
Oct 24,2021, 23:27 PM IST
Hyderabad
ଯୌନ ପିପାସୁ ଯୁବତୀକୁ ୨୦ ବର୍ଷ ଜେଲ
ଗତ ୨୦୧୭ ବର୍ଷରେ ଘଟିଥିବା ଏହି ଘଟଣାର ରାୟ ପ୍ରାୟ ୩ ବର୍ଷ ପରେ ପ୍ରକାଶ ପାଇଛି।
Sep 17,2021, 22:08 PM IST
Trivendra Singh Rawat
ଅସ୍ଥିର ଉତ୍ତରାଖଣ୍ଡ ରାଜନୀତି; କାହିଁକି ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ?
ଉତ୍ତରାଖଣ୍ଡରେ ୨୦୦୭ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୫ ଜଣ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହୋଇସାରିଛନ୍ତି। ସବୁଠାରୁ ବଡ କଥା ଏମାନଙ୍କ ମଧ୍ୟରୁ କେହି ମଧ୍ୟ ୫ ବର୍ଷ ପୂରଣ କରିନାହାନ୍ତି।
Mar 9,2021, 18:18 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.