Neem Water Benefits
ପ୍ରତିଦିନ ନିମ୍ବପତ୍ର ପାଣିରେ ଚେହେରା ଧୁଅନ୍ତୁ, ଅନେକ ସମସ୍ୟାରୁ ମିଳିବ ମୁକ୍ତି
ଯଦି ଆପଣ ଚର୍ମ ସମ୍ବନ୍ଧୀୟ ସମସ୍ୟା ଭୋଗୁଛନ୍ତି ତେବେ ଆପଣ ପ୍ରତିଦିନ ନିମ୍ବପତ୍ର ପାଣିରେ ମୁହଁ ଧୋଇଲେ ମିଳିବ ଅନେକ ଉପକାରିତା ।
Jul 30,2022, 13:13 PM IST
#WeightLossTips #tips #health #weightloss
ମଖନ ପରି ତରଳିବ ଚର୍ବି, ଏହି ଗୋଟିଏ ଜିନିଷ ମିଶାଇ ତିଆରି ରୁଟି ଖାଆନ୍ତୁ ଓଜନ ହେବ କଣ୍ଟ୍ରୋଲ
ଓଜନ ହ୍ରାସ କରିବା ଏତେ ସହଜ ନୁହେଁ କିନ୍ତୁ ଖାଦ୍ୟରେ ସାମାନ୍ୟ ପରିବର୍ତ୍ତନରେ ପାଇବେ ଅଧିକ ଲାଭ । ଏଥିପାଇଁ ରୁଟି ତିଆରି କରିବାରେ ମିଶାନ୍ତୁ ଏହି ଜିନିଷ ଓଜନ ହେବ ହ୍ରାସ ।
Jul 22,2022, 12:59 PM IST
sushmitasenphoto#boldphoto#troll#bollywood#lalitmodi
ପୁଣି ଚର୍ଚ୍ଚାରେ ଦିଲବର ଗାର୍ଲ ସୁସ୍ମିତା ସେନ, ଲଲିତ ମୋଦି ସହ ଫଟୋ ସେୟାର କରି ଲେଖିଲେ ...
ସୁସ୍ମିତା ସେନ୍ ସୋସିଆଲ ମିଡିଆରେ ଏପରି ଏକ ପୋଷ୍ଟ କରିଛନ୍ତି ଯାହା ଖୁବ ଶୀଘ୍ର ଭାଇରାଲ ହୋଇଛି । ଫଟୋ ସେୟାର ହେବା ମାତ୍ର ଚର୍ଚ୍ଚାର ବିଷୟ ପାଲଟିଛି ।
Jul 21,2022, 14:12 PM IST
Daily Lifestyle Tips
କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ଟମାଟୋ ରସ ବେଶ ସହାୟକ; ଜାଣନ୍ତୁ କିପରି
ଟମାଟୋ ରସ ଦ୍ବାରା ଶରୀରରେ କୋଲେଷ୍ଟ୍ରଲ ନିୟନ୍ତ୍ରଣ କରାଯାଇପାରେ।
Jun 8,2022, 22:44 PM IST
skin care tips
ଗ୍ରୀଷ୍ମଋତୁରେ ମୁହଁରେ ଲଗାନ୍ତୁ ଦହି ଆଉ ଲେମ୍ବୁ; ମିଳିବ ଏହି ସବୁ ସମସ୍ୟାରୁ ମୁକ୍ତି!
Skin Care Tips: ଦହିରେ ଥିବା ପୋଷକ ତତ୍ତ୍ବ ଆପଣଙ୍କ ଚର୍ମର ଉନ୍ନତି ଏବଂ ବ୍ରଣକୁ ଦୂର କରିଥାଏ । ଲେମ୍ବୁରେ ଥିବା ଭିଟାମିନ୍ ସି ଏବଂ ଏହାର ଅନ୍ୟାନ୍ୟ ଗୁଣ ଚର୍ମ ସମସ୍ୟାକୁ ଦୂର କରିବା ପାଇଁ ସହାୟକ ହୋଇଥାଏ ।
Jun 8,2022, 14:02 PM IST
Disadvantages of White Rice
ସାବଧାନ; କଣ ଆପଣ ଅରୁଆ ଭାତ ଅଧିକ ଖାଉଛନ୍ତି? ଅନେକ ରୋଗ ହେବାର ରହିଛି ଆଶଙ୍କା!
ଯଦି ଆପଣ ଅଧିକ ଅରୁଆ ଭାତ ଖାଉଛନ୍ତି ତାହେଲେ ହୋଇଯାନ୍ତୁ ସାବଧାନ।
Jun 2,2022, 23:54 PM IST
Side Effect of Tea
କଣ ଆପଣ ବି ଅତ୍ୟଧିକ ଚା ପିଇଉଛନ୍ତି କି? ତାହେଲେ ହୋଇଯାନ୍ତୁ ସାବଧାନ!
ଯେଉଁ ମାନେ ଦିନକୁ ୪ କପରୁ ଅଧିକ ଚା ପିଉଛନ୍ତି ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
May 31,2022, 21:29 PM IST
tea side effects
କ'ଣ ଆପଣ ବି ଅତ୍ୟଧିକ ଚା' ପିଇଉଛନ୍ତି କି? ହୋଇଯାଆନ୍ତୁ ସାବଧାନ, ସ୍ୱାସ୍ଥ୍ୟ ଉପରେ ପକାଏ...
Tea Side Effect: ଅତ୍ୟଧିକ ଚା' ପିଇବା ଦ୍ୱାରା ଆପଣଙ୍କ ଅନ୍ତନଳୀ ପାଇଁ କ୍ଷତିକାରକ ହୋଇପାରେ । ବାସ୍ତବରେ ଏହା ଆପଣଙ୍କ ଅନ୍ତନଳୀକୁ ନଷ୍ଟ କରିପାରେ, ଏହା ସହ ଖାଦ୍ୟ ହଜମ କରିବାରେ ସମସ୍ୟା ସୃଷ୍ଟି କରିଥାଏ । ଏପରି ସ୍ଥିତିରେ ଛାତି ଯନ୍ତ୍ରଣା ମଧ୍ୟ ଅଧିକ ହେବା ସହ ଛାତି ଜଳିବା ସମସ୍ୟା ମଧ୍ୟ ଦେଖାଯାଇଥାଏ ।
May 30,2022, 15:25 PM IST
Health benefits of dates
ପୁରୁଷଙ୍କ ପାଇଁ ଖଜୁରୀ ସେବନ କୌଣସି ବରଦାନ ଠାରୁ କମ୍ ନୁହେଁ; ପ୍ରତିଦିନ କରନ୍ତୁ ସେବନ...
Health Benefits of Dates: କ୍ୟାଲୋରୀ,ଫାଇବର,ପ୍ରୋଟିନ୍,ପୋଟାସିୟମ ଏବଂ କପର ପରି ପୋଷକ ତତ୍ତ୍ୱ ମିଳିଥାଏ । ତେଣୁ ଏହାକୁ ଖାଇବା ଦ୍ୱାରା ପୁରୁଷଙ୍କ ଶାରୀରିକ ଶକ୍ତି ବୃଦ୍ଧି ହୋଇଥାଏ ଆଉ ଦୁର୍ବଳତା ଦୂର ହୋଇଥାଏ । କେବଳ ଏତିକି ନୁହେଁ ଏହାକୁ ଖାଇବା ଦ୍ୱାରା ସ୍ପର୍ମ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଆସନ୍ତୁ ଜାଣିବା ଖଜୁରୀର ଉପକାରିତା ।
May 27,2022, 13:09 PM IST
Coconut Water Health Benefits
ଖରାଦିନେ ପିଅନ୍ତୁ ପଇଡ଼ ପାଣି, ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବହୁତ ଲାଭଦାୟକ
ଶରୀରକୁ ହାଇଡ୍ରେଟ ରଖିବା ପାଇଁ ପଇଡ଼ ପାଣିର ସେବନ ତ ଆପଣ କରୁଛନ୍ତି କିନ୍ତୁ ଏହା ଆପଣଙ୍କ ଚେହେରା ପାଇଁ ବି ବେଶ ଲାଭଦାୟକ । ଏହାକୁ ପିଇବା ଦ୍ୱାରା ଆପଣଙ୍କ ଚେହେରାରେ ଆସିଥାଏ ଚମକ । ପଇଡ଼ ପାଣି ଆପଣଙ୍କ ତ୍ବଚାକୁ ଉନ୍ନତ କରିଥାଏ ଯାହା ଦ୍ୱାରା ମୁହଁରେ ବ୍ରଣ ଓ ଦାଗର ସମସ୍ୟା ଦୂର ହୋଇଥାଏ । ଏଥିରେ ଭିଟାମିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣର ମିଳିଥାଏ ।
May 24,2022, 17:04 PM IST
Raw Milk
କ'ଣ ଆପଣ ପିଉଛନ୍ତି କି କଞ୍ଚା କ୍ଷୀର? ଜାଣନ୍ତୁ ଏହା ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନା...
କ୍ଷୀର (Milk) କୁ ଏକ ସମ୍ପୂର୍ଣ୍ଣ ଖାଦ୍ୟ ଭାବରେ ବିବେଚନା କରାଯାଏ କାରଣ ଏଥିରେ ପ୍ରାୟ ସମସ୍ତ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ । ଯେଉଁଥିପାଇଁ ଅଧିକାଂଶ ସ୍ୱାସ୍ଥ୍ୟ ବିଶେଷଜ୍ଞ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହାକୁ ପିଇବା ପାଇଁ ପରାମର୍ଶ ଦିଅନ୍ତି । ଦୁଗ୍ଧ ଅନେକ ଉପାୟରେ ବ୍ୟବହୃତ ହୋଇଥାଏ କିଛି ଲୋକେ ଏହାକୁ ସିଧାସଳଖ ପିଇଥାଆନ୍ତି ତ କିଏ ଦୁଗ୍ଧଜାତ ଦ୍
May 20,2022, 13:12 PM IST
Aishwarya Rai Bachchan
କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ୍ କାର୍ପେଟରେ ଏଶ୍ୱର୍ଯ୍ୟା ରାୟଙ୍କ ଜଲୱା
Cannes 2022 Aishwarya Rai Bachchan: ରେଡ୍ କାର୍ପେଟରେ ଏଶ୍ୱର୍ଯ୍ୟା ରାୟ ଏକ ସୁନ୍ଦର କଳା ଗାଉନରେ ନଜର ଆସିଥିଲେ । ଏହି ଗାଉନରେ ରଫଲ ଫୁଲର ସ୍ପର୍ଶ ଦିଆଯାଇଥିଲା ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।
May 19,2022, 12:22 PM IST
Health Benefits of Mangos
Health Benefits of Mango: ଖରାଦିନେ ଖାଆନ୍ତୁ ଅଧିକ ଆମ୍ବ; ମିଳିବ ଏସବୁ ରୋଗ ଠାରୁ ମୁକ୍ତି!
Health News: ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କଞ୍ଚା ଆମ୍ବରେ ଭିଟାମିନ-ସିର ପରିମାଣ ଅଧିକ ଥାଏ, ଆଉ ଯେତେବେଳେ ଏହା ପାଚିଯାଏ ସେତେବେଳେ ଏଥିରେ ଭିଟାମିନ-ଏ ର ପରିମାଣ ମିଳିଥାଏ ।
May 18,2022, 14:11 PM IST
Rice
କଣ ଆପଣ ବି ରାତିରେ ଖାଉଛନ୍ତି କି ଭାତ ? ରାତିରେ ଭାତ ଖାଇବା ଉଚିତ କି ନୁହେଁ ଆସନ୍ତୁ ଜାଣିବା !
ଭାତ ହେଉଛି ଭାରତର ଲୋକଙ୍କ ମୁଖ୍ୟ ଖାଦ୍ୟ। ଭାତ ତିଆରି କରିବା ମଧ୍ୟ କଷ୍ଟ ସାଧ୍ୟ ନୁହେଁ ଏହାକୁ ସହଜରେ ତିଆରି କରାଯାଇପାରେ ଏବଂ ଅଧିକାଂଶ ଲୋକେ ଭାତକୁ ପସନ୍ଦ ମଧ୍ୟ କରନ୍ତି। ଲୋକେ ବିଭିନ୍ନ ଉପାୟରେ ଭାତ ଖାଇଥାନ୍ତି। କେହି ଫ୍ରାଇ ରାଇସ୍ ଆଉ କେହି କେହି ଡାଲି ଭାତ ଖାଇବା ପସନ୍ଦ କରନ୍ତି। ଭାତରେ କାର୍ବୋହାଇଡ୍ରେଟ୍ ମିଳିଥାଏ। ଏହା ସହ
May 17,2022, 23:41 PM IST
High Cholesterol Symptom
କଣ ଆପଣଙ୍କ ପାଦରେ ଆରମ୍ଭ ହୋଇଯାଇଛି ଦରଜ? ବିଲକୁଲ କରନ୍ତୁ ନାହିଁ ଅବହେଳା
ଶରୀରରେ ଉତ୍ପାଦିତ ଖରାପ କୋଲେଷ୍ଟ୍ରଲ ମଧୁମେହ ଏବଂ ହୃଦଘାତ ଭଳି ସମସ୍ୟା ସୃଷ୍ଟି କରିଥାଏ।
May 10,2022, 23:31 PM IST
Human Life
କଣ ଆପଣ ଅଧିକ ଦିନ ବଞ୍ଚିବାକୁ ଚାହାନ୍ତି? ଏପରି କରନ୍ତୁ ସୁସ୍ଥ ଆଉ ଦୀର୍ଘାୟୁ ହୁଅନ୍ତୁ
ଏକ ଅନୁସନ୍ଧାନ ଅନୁଯାୟୀ ବିଶେଷଜ୍ଞଙ୍କ ମତରେ ଯଦି ଲୋକମାନେ ସେମାନଙ୍କର ଖାଦ୍ୟକୁ ନିୟନ୍ତ୍ରଣ କରିବେ ଏବଂ ସମୟରେ ଉପବାସ କରନ୍ତି ତେବେ ଆପଣ ୧୦୦ ବର୍ଷ ବଞ୍ଚିପାରିବେ।
May 6,2022, 23:42 PM IST
benefits of jaggery
କେବଳ ଡାଳିମ୍ବ କିମ୍ବା ବିଟ୍ ଖାଇଲେ ବଢେ ନାହିଁ ରକ୍ତ
ହେଲେ ଆପଣ ଜାଣିଛନ୍ତି କି ରକ୍ତ ଅଭାବକୁ ଦୂର କରିଥାଏ ଗୁଡ଼।
May 6,2022, 23:23 PM IST
side efeects of over sleeping
ଅତ୍ୟଧିକ ଶୋଇବା ମଧ୍ୟ ବିପଦଜ୍ଜନକ; ଏପରି ଗମ୍ଭୀର ରୋଗର ହୋଇପାରନ୍ତି ଶିକାର!
ଅଧିକ ଶୋଇବା ଦ୍ବାରା ଓଜନ ବୃଦ୍ଧି ଠାରୁ ଆରମ୍ଭ କରି ଉଚ୍ଚ ରକ୍ତଚାପ ପର୍ଯ୍ୟନ୍ତ ସମସ୍ୟା ହୋଇପାରେ।
May 4,2022, 23:22 PM IST
Morning Tea
କଣ ସକାଳୁ ଉଠି ଖାଲି ପେଟରେ ପିଉଛନ୍ତି କି ଚାହା?
ଚା ସହିତ ଦିନ ଆରମ୍ଭ କରିବାର ଅଭ୍ୟାସ ଭାରତରେ ବହୁ ପୁରୁଣା।
May 3,2022, 23:31 PM IST
Banana
କଣ ବିପି ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ କି କଦଳୀ! ଜାଣନ୍ତୁ ଏହାର ଉପକାରିତା
ଏହି ଫଳ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ,କିନ୍ତୁ ଆପଣ ଜାଣନ୍ତି କି କଦଳୀ ଖାଇବା ଆପଣଙ୍କର ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ କେତେ ଲାଭଦାୟକ?
Apr 26,2022, 23:35 PM IST
Daily Life Style in Summer
ଖରାଦିନେ ଏହି ପାନୀୟ ପିଅନ୍ତୁ; ପ୍ରଚଣ୍ଡ ଗରମରୁ ଆରାମ ପାଆନ୍ତୁ !
ଖରା ଗରମର ଏହି ଭୟଙ୍କର ପ୍ରକୋପରୁ ରକ୍ଷା ପାଇବା ଏବଂ ନିଜ ଶରୀରକୁ ହାଇଡ୍ରେଟ୍ ରଖିବା ଅତ୍ୟନ୍ତ ଜରୁରୀ ।
Apr 23,2022, 23:31 PM IST
Ladies finger
ଭେଣ୍ଡିରେ ଅଛି ଏସବୁ ଔଷଧୀୟ ଗୁଣ, ଜାଣିରଖନ୍ତୁ ବ୍ୟବହାର
ଆପଣଙ୍କ ପାଇଁ କେତେ ଲାଭଦାୟକ ଭେଣ୍ଡି ତାହା ଆପଣ ଜାଣନ୍ତି କି ? ଭେଣ୍ଡି ଖାଇବା ଦ୍ବାରା ଆପଣଙ୍କ ବ୍ଲଡ ସୁଗାର ସନ୍ତୁଳନ ରହିବା ସହ ଆପଣଙ୍କ ହୃଦୟକୁ ଫିଟ୍ ରଖିଥାଏ | ତେବେ ଆସନ୍ତୁ ଜାଣିବା ଭେଣ୍ଡି ଖାଇବା ଦ୍ବାରା ଆଉ କଣ ଉପକାରିତା ରହିଛି |
Apr 7,2022, 19:08 PM IST
World Health Day
ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ଆପଣାନ୍ତୁ ଏହି ୫ଟି ଅଭ୍ୟାସ...
ବର୍ତ୍ତମାନ ଯୁଗରେ ସମସ୍ତଙ୍କ ଜୀବନଶୈଳୀ ଏବଂ ଅସ୍ବାସ୍ଥ୍ୟକର ଖାଦ୍ୟ ଅଭ୍ୟାସ କାରଣରୁ ,ଆମେ ଆମର ସ୍ବାସ୍ଥ୍ୟର ବିଶେଷ ଯତ୍ନ ନେବାକୁ ଅକ୍ଷମ। ଏଥିପାଇଁ ବହୁ ଗୁରୁତର ରୋଗ ପାଇଁ ଆମେ ଅଧିକ ଔଷଧ ଗ୍ରହଣ କରିଥାଉ ।
Apr 7,2022, 14:37 PM IST
Ice Water
ଥଣ୍ଡା ପାଣି ପିଇବା ବେଳେ ଏକଥା ଉପରେ ରଖନ୍ତୁ ଖାସ୍ ନଜର
ଗ୍ରୀଷ୍ମ ସମୟରେ ଫ୍ରିଜରୁ ଥଣ୍ଡା ପାଣି ପିଇବାକୁ ପ୍ରାଧାନ୍ୟ ଦିଅନ୍ତି କିନ୍ତୁ ଆପଣ ଜାଣି ନାହାନ୍ତି କି ଏପରି କରି ଆପଣ ରୋଗକୁ ଆମନ୍ତ୍ରଣ କରୁଛନ୍ତି। ତେବେ ଆସନ୍ତୁ ଜାଣିବା ଏପରି କାରଣ ଯେଉଁ କାରଣରୁ ଥଣ୍ଡା ପାଣି ଆପଣଙ୍କ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ।
Apr 2,2022, 18:32 PM IST
ForeignTrip
କମ୍ ଖର୍ଚ୍ଚରେ ବିଦେଶ ଭ୍ରମଣ, ଜାଣନ୍ତୁ ଆପଣଙ୍କ ବଜେଟକୁ ଫିଟ୍ ହେଉଥିବା ସ୍ଥାନ ବିଷୟରେ ସବୁକିଛି
ଅନେକ ସ୍ଥାନ ରହିଛି ଆପଣ ସେହି ସ୍ଥାନକୁ ଯିବା ପାଇଁ ପାଖାପାଖି ଏକ ଲକ୍ଷ ଟଙ୍କା ଖର୍ଚ୍ଚରେ ବୁଲାବୁଲି କରିପାରିବେ। ଏଥିରେ ଆପଣଙ୍କ ବିମାନ ଠାରୁ ଆରମ୍ଭ କରି ଖାଦ୍ୟ ଏବଂ ରହିବା ଖର୍ଚ୍ଚ ବି ଅନ୍ତର୍ଭୁକ୍ତ ।
Apr 1,2022, 17:13 PM IST
super food
ସକାଳର ସୁପରଫୁଡ: ଖାଲି ପେଟରେ ଖାଆନ୍ତୁ, ଫିଟ୍ ରୁହନ୍ତୁ
ଯଦି ଆପଣ ଭୁଲ ଜଳଖିଆ ଖାଇଥାଆନ୍ତି ତେବେ ଆପଣଙ୍କ ପାଚନକ୍ରିୟା ଉପରେ ଖରାପ ପ୍ରଭାବ ପକାଇଥାଏ। ଏଥିପାଇଁ ସକାଳରେ ଖାଲି ପେଟରେ ସୁସ୍ଥ ଖାଦ୍ୟ ଖାଇବା ଉଚିତ୍ ଯାହା ଆମ ଅନ୍ତନଳୀ ,ମେଟାବୋଲିଜିମ୍ ସ୍ତରକୁ ସୁସ୍ଥ ରଖିଥାଏ ।
Apr 1,2022, 15:26 PM IST
Reduce Belly Fat
ବିନା ଜିମ୍ ରେ ବେଲି ଫ୍ୟାଟ କମ୍ କରିବାର ୫ଟି ଉପାୟ
ଏ ପରିସ୍ଥିତିରେ ଏକ ସୁସ୍ଥ ରୁଟିନ୍ ଅନୁସରଣ କରି ଏକ ସୁସ୍ଥ ଜୀବନଯାପନ କରି ଆପଣ ନିଜ ମୋଟାପଣକୁ ଦୂରେଇ ପାରିବେ । ସକାଳୁ କିଛି ସରଳ ଉପାୟ କରି ଆପଣ ନିଜ ଓଜନକୁ ନିୟନ୍ତ୍ରଣ କରିବା ସହ ଦିନସାରା ସକ୍ରିୟ ଏବଂ ଫୁର୍ତ୍ତି ରଖିପାରିବେ ।
Mar 26,2022, 12:48 PM IST
egg
୪୦ ବର୍ଷ ବୟସ ପରେ ଅଣ୍ଡା ଖାଇବା ଜରୁରୀ, ବୃଦ୍ଧାବସ୍ଥାରେ ପାଖ ମାଡ଼ିବନି ଏହି ୪ଟି ରୋଗ
ଅଣ୍ଡା ଭିତରେ ପ୍ରୋଟିନ୍ ପ୍ରଚୁର ପରିମାଣର ଥାଏ ଯାହା କେବଳ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ତାହା ନୁହେଁ ବରଂ ମାଂସପେଶୀକୁ ମଜଭୁତ କରିବାରେ ଉପଯୋଗୀ । ବୟସ୍କଙ୍କ ପାଇଁ ଅଣ୍ଡା କୌଣସି ବରଦାନ ଠାରୁ କମ୍ ନୁହେଁ ।
Mar 25,2022, 20:11 PM IST
Black Lips
ଓଠ ହେଉଛି କି କଳା ! ଘରୋଇ ଉପଚାରରେ ହୋଇଯିବ ଗୋଲାପି
ଓଠର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଯଦି ଆପଣ ନିଜ ଓଠ(Lips)ର ରଙ୍ଗ ହରାଇଛନ୍ତି ତେବେ ଏହି ଖବରଟି ଆପଣଙ୍କ କାମରେ ଆସିବ । ବାସ୍ତବରେ ନରମ,ଗୋଲାପୀ ଓଠ ହିଁ ଆମର ଉତ୍ତମ ସ୍ବାସ୍ଥ୍ୟର ପ୍ରମାଣ ଦେଇଥାଏ ।
Mar 25,2022, 18:59 PM IST
Turmeric Powder
ହଳଦୀର ୫ ଉପକାରିତା, ଜାଣନ୍ତୁ କଣ ରହିଛି ଏହାର ଚମତ୍କାରିତା
ହଳଦୀ ଏକ ଏମିତି ସାମଗ୍ରୀ ଯାହା ଆପଣଙ୍କ ସମୟକୁ ନଷ୍ଟ ନକରି ଆପଣଙ୍କୁ ଲାଭ ପ୍ରଦାନ କରିବ । ଆସନ୍ତୁ ଜାଣିବା ହଳଦୀର କିଛି ସୁସ୍ଥ ଉପକାରିତା ବିଷୟରେ...
Mar 22,2022, 19:14 PM IST
Plum
ଆପଣଙ୍କ ଓଜନ ହ୍ରାସ କରିବ ପ୍ଲମ୍, ଜାଣନ୍ତୁ ବ୍ୟବହାରର ସଠିକ୍ ଉପାୟ
ପ୍ଲମ୍ ଅଙ୍ଗୁର ପରି ଏକ ଫଳ ଯାହା ଆପଣଙ୍କ ଓଜନ ହ୍ରାସ କରିବାରେ ବେଶ ପ୍ରଭାବଶାଳୀ। ଏହା ସହ ହାଡକୁ ମଧ୍ୟ କରେ ଶକ୍ତିଶାଳୀ।
Mar 20,2022, 14:07 PM IST
High Blood pressure
ଉଚ୍ଚ ରକ୍ତଚାପରୁ ମିଳିବ ମୁକ୍ତି, ସକାଳେ ସେବନ କରନ୍ତୁ ଏସବୁ ଫଳରସ
ଏହା ସହିତ ମଧୁମେହ ଏବଂ କିଡନୀ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦ୍ରୁତ ଗତିରେ ବଢୁଛି। କାର୍ଯ୍ୟ ଚାପ, ଖରାପ ଜୀବନଶୈଳୀ ଏବଂ ଖରାପ ଖାଇବା ଅଭ୍ୟାସ ଉଚ୍ଚ ରକ୍ତଚାପ ପଛର ପ୍ରକୃତ କାରଣ ଅଟେ ।
Mar 18,2022, 17:50 PM IST
Diabetes
ସାବଧାନ! ଏସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ ମଧୁମେହ ରୋଗୀ...
ଡାଏବେଟିସ୍ ହୋଇଗଲେ, ରକ୍ତରେ ଶର୍କରା ସ୍ତର ବଜାୟ ରଖିବାରେ ଅସୁବିଧା ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ସବୁଠାରୁ ସହଜ ଉପାୟ ହେଉଛି ଆପଣ ଏପରି ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ଯାହା ଆପଣଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇବ।
Mar 15,2022, 16:42 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.