Capsicum
ଶିମଲା ଲଙ୍କା ମଞ୍ଜିରେ ଅଛି ଏସବୁ ଔଷଧୀୟ ଗୁଣ, ବ୍ୟବହାର ଜାଣି ହେବେ ଆଶ୍ଚର୍ଯ୍ୟ
ଶିମଲା ଲଙ୍କା ବ୍ୟବହାର କଲା ବେଳେ ଆମେ ଏହାର ମଞ୍ଜିକୁ ଫୋପାଡ଼ି ଦେଇଥାଉ। କିନ୍ତୁ ଆପଣ ଜାଣନ୍ତି କି, ଏହାର ମଞ୍ଜିରେ ଭରି ରହିଛି ଅନେକ ଭିଟାମିନ ଏବଂ ପୋଷକ ତତ୍ତ୍ୱ। ଆସନ୍ତୁ ଜାଣିବା କ୍ୟାପସିକମର ମଞ୍ଜିରେ କଣ କଣ ଲାଭଦାୟକ ଗୁଣ ରହିଛି।
Apr 3,2022, 14:08 PM IST
Train
ମୟୂରର ଅନ୍ତିମସଂସ୍କାର ପାଇଁ ଟ୍ରେନ ବନ୍ଦ...ଶେଷ ବିଦାୟରେ ଏକାଠି ହେଲା ପୁରା ସହର
ରୋହତକ ରେଲୱେ ଷ୍ଟେସନରେ ଯାଉଥିବା ମାଲବାହୀ ଟ୍ରେନ ଧକ୍କାରେ ଗୋଟେ ମୟୂରର ମୃତ୍ୟୁ ହୋଇଥିଲା। ମୟୂରଟି ଟ୍ରେନର ତଳେ ଚାପି ହୋଇ ରହିଥିଲା। ମୟୂରର ମୃତଦେହ ଟ୍ରେନ ତଳୁ ବାହାର କରିବା ପାଇଁ ଜିଆରପି ଏବଂ ଷ୍ଟେସନ ଅଧିକାରୀଙ୍କୁ ସୂଚନା ମଧ୍ୟ ଦିଆଯାଇଥିଲା।
Mar 29,2022, 15:03 PM IST
Mango
ଆମ୍ବକୁ ମିଳିଲା Z Plus ସୁରକ୍ଷା !
ହାପୁସ ଆମ୍ୱ ସବୁଠାରୁ ଅଧିକ ମୂଲ୍ୟରେ ବିକ୍ରି ହୁଏ। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏମିତି ମଧ୍ୟ ଆମ୍ୱର ଭେରାଇଟି ଅଛି ଯାହା କେଜି ପ୍ରତି ଅଢ଼େଇ ଲକ୍ଷରେ ବିକ୍ରି ହୁଏ। ଏହା ଆମ୍ୱର ନାଁ ହେଲା ମିଆଜାକି। ଜାପାନରେ ଏହି ପ୍ରକାର ଆମ୍ୱର ଚାଷ କରାଯାଏ।
Mar 27,2022, 13:53 PM IST
Coffee
କଫି କହିବ ବ୍ୟକ୍ତିତ୍ୱ, ଆପଣ ପସନ୍ଦ କରୁଥିବା କଫିରେ ରହିଛି ଏସବୁ ଗୁଣ
ମନୋବୈଜ୍ଞାନୀ ତଥା ବ୍ୟବହାରବାଦୀଙ୍କ ମତରେ ଅର୍ଡର କରାଯାଇଥିବା ପ୍ରତ୍ୟେକ ଅର୍ଡର କଫି ପଛରେ ରହିଛି କିଛି ଗୁଢ଼ ରହସ୍ୟ।
Mar 25,2022, 16:16 PM IST
prisoner
ଜେଲ ରିଫର୍ମର ନୂଆ ପ୍ରୟାସ, କଏଦୀମାନଙ୍କୁ ଦିଆଯାଉଛି ପୂଜକ ହେବାର ତାଲିମ... ଜାଣନ୍ତୁ ପୁରା ଖବର
ସେମାନଙ୍କ ମଧ୍ୟରୁ ଅନେକ ଗରିବ କିମ୍ୱା ଅର୍ଦ୍ଧଶିକ୍ଷିତ । ତେଣୁ ଅନ୍ତେବାସୀଙ୍କୁ ପ୍ରଶିକ୍ଷିତ କରିବା କଥା ଆମେ ଚିନ୍ତା କରିଥିଲୁ। ଯାହା ଫଳରେ ସେମାନେ ନିଜ ପାରିପାର୍ଶ୍ୱରେ ସକରାତ୍ମକ ଉର୍ଜା ପ୍ରାପ୍ତ କରିପାରିବେ। ତେବେ ଏହା ବାଧ୍ୟତାମୂଳକ ନ ଥିଲା।
Mar 22,2022, 14:56 PM IST
Brave women
ନକ୍ସଲ ପ୍ରବଣ ଝାଡ଼ଖଣ୍ଡ ଜଙ୍ଗଲର ସୁରକ୍ଷା ଦାୟିତ୍ୱରେ ସାହସୀ ମହିଳା
ଜଙ୍ଗଲ ସୁରକ୍ଷା ପାଇଁ ଜାମସେଦପୁରର ଜଣେ ମହିଳା ହୋମଗାର୍ଡ ଏକ ସୁରକ୍ଷା ଦଳ ଗଠନ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ସେମାନେ ଶେରନୀ ବା ସିଂହବାହିନୀ ବୋଲି ବେଶ ପରିଚିତ।
Mar 19,2022, 19:25 PM IST
Holika Dahan
କାହିଁକି ଏଠାରେ ପାଳନ ହୁଏନାହିଁ ହୋଲିକା ଦହନ, ଜାଣନ୍ତୁ କାରଣ...
ହରିୟାଣା ଜିନ୍ଦ ଜିଲ୍ଲାରେ ଅବସ୍ଥିତ ଭିଡତାନା ଗାଁରେ ପାଳିତ ହୁଏନାହିଁ ହୋଲିକା ଦହନ ପରମ୍ପରା। ବୈଦିକ ରୀତିରେ ଯଜ୍ଞ ଓ ଭଜନକୀର୍ତ୍ତନ କରି ଗାଁଲୋକେ ହୋଲି ଉତ୍ସବକୁ ପାଳନ କରିଥାନ୍ତି।
Mar 18,2022, 20:26 PM IST
Wonder Women
ରାଇଫଲ ସହ ୟୁକ୍ରେନ ରାସ୍ତାରେ ମାଆ ଓ ଝିଅ...ଜାଣନ୍ତୁ ଛାତିଥରା କାହାଣୀ
ଦୀର୍ଘ ୨୦ ଦିନ ହେଲାଣି ଋଷ ଓ ୟୁକ୍ରେନ (Russia-Ukraine) ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ। ୟୁକ୍ରେନକୁ ହରାଇବାକୁ ଋଷ ପ୍ରାଣପ୍ରଣେ ଚେଷ୍ଟା ଚଳାଇଥିବା ବେଳେ ୟୁକ୍ରେନ ସୈନ୍ୟ ମଧ୍ୟ ଋଷର ଆକ୍ରମଣକୁ ଯଥାକ୍ରମେ ପ୍ରତିହତ କରିବାରେ ଉଦ୍ୟମ କରୁଛନ୍ତି ।
Mar 15,2022, 19:33 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.