covid 19 cases 0

Corona Crisis: देश में 81 दिन बाद कोरोना के सबसे कम नए केस, जानें क्या कहते हैं Health Ministry के आंकड़े

देश में कोरोना की दूसरी लहर (Corona second wave) लगभग थम चुकी है. भारत में अब कोरोना वायरस (Coronavirus) के एक्टिव मामले 81 दिन बाद सबसे कम यानी 60 हजार से नीचे हैं. 

Jun 20, 2021, 09:51 AM IST

Coronavirus Update: पिछले 24 घंटे में 60 हजार नए मरीज, 1,647 लोगों की हुई मौत

Corona data India: देश में लगातार 37वें दिन कोरोना वायरस (Coronavirus) के नए मामलों से ज्यादा रिकवरी हुई हैं. 27 करोड़ से ज्यादा लोगों को जिंदगी का टीका यानी कोरोना वैक्सीन (Corona Vaccine) लग चुकी है. वहीं भारत में 38 करोड़ 92 लाख कोरोना टेस्ट किए जा चुके हैं. 

Jun 19, 2021, 10:09 AM IST

ଦେଶରେ ୭୪ ଦିନ ପରେ ସବୁଠାରୁ କମ୍ କୋରୋନା ମାମଲା ଚିହ୍ନଟ, ଏତିକି ସଂକ୍ରମିତଙ୍କ ମୃତ୍ୟୁ

Coronavirus in India: ଦେଶରେ କୋରୋନା ଭୂତାଣୁର ପ୍ରକୋପ ଧୀରେ ଧୀରେ କମିବାରେ ଲାଗିଛି । ଏହାସହ ମୃତ୍ୟୁ ସଂଖ୍ୟାରେ ମଧ୍ୟ କମି ଦେଖାଦେଇଛି । ଲଗାତର ପଞ୍ଚମ ଦିନ ୭୦ ହଜାରରୁ କମ୍ କୋରୋନା ମାମଲା ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୦ ହଜାର ୭୫୩ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି

Jun 19, 2021, 09:45 AM IST

ଲଗାତର ଚତୁର୍ଥ ଦିନ ୭୦ ହଜାରରୁ କମ୍ କୋରୋନା ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ

Coronavirus in India: ଦେଶରେ କୋରୋନା ମାମଲାରେ କମି ଦେଖିବାକୁ ମିଳୁଛି । ଏହାସହ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ରେକର୍ଡ କରାଯାଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୨ ହଜାର ୪୮୦ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୫୮୭ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି

Jun 18, 2021, 09:42 AM IST

ଦେଶରେ କୋରୋନାର ତାଣ୍ଡବ ଜାରି: ଦିନକରେ ଚିହ୍ନଟ ହେଲା ଏତିକି ସଂକ୍ରମିତ, ୨୩୩୦ ସଂକ୍ରମିତଙ୍କ ମୃତ୍ୟୁ

ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୨ କୋଟି ୯୭ ଲକ୍ଷ ୩୧୩ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୨ କୋଟି ୮୪ ଲକ୍ଷ ୯୧ ହଜାର ୬୭୦ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୮ ଲକ୍ଷ ୨୬ ହଜାର ୭୪୦ କୋରୋନାର ସକ୍ରିୟ ମାମଲା ରହିଛି ।

Jun 17, 2021, 09:27 AM IST

କୋରୋନା କଟକଣାକୁ ଆଂଶିକ କୋହଳ କଲେ ରାଜ୍ୟ ସରକାର, ଜାଣନ୍ତୁ କ'ଣ ଖୋଲା, କ'ଣ ରହିବ ବନ୍ଦ?

ରାଜ୍ୟରେ ପ୍ରତିଦିନ କୋରୋନା ମାମଲା (COVID-19 Cases) ରେ ହ୍ରାସ ରେକର୍ଡ କରାଯାଉଛି । ତଥାପି ରାଜ୍ୟରେ କୋରୋନା ସଙ୍କଟ ଜାରି ରହିଛି । ଏହି ସମୟରେ ରାଜ୍ୟରେ କୋଭିଡ କଟଣାକୁ ଆଂଶିକ କୋହଳ କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ସମସ୍ତ ଜିଲ୍ଲାରେ ଲକଡାଉନ୍ ଆଂଶିକ ଭାବେ ୧୪ ଦିନ ପାଇଁ ଘୋଷଣା କରାଯାଇଛି । ୧୭ ଜୁନ ସକାଳ ୫ଟାରୁ ଜୁଲାଇ ୧ ସକାଳ ୫ ପର୍ଯ୍ୟନ

Jun 16, 2021, 02:08 PM IST

ଦେଶରେ ଗତ ୨୪ ଘଣ୍ଟାରେ ୬୨ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ଆକ୍ରାନ୍ତ

Coronavirus in India: ଦେଶରେ କୋରୋନା ଭୂତାଣୁର ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଛି । ଦେଶରେ ଲଗାତାର କୋରୋନା ଭୂତାଣୁ ସଂକ୍ରମଣ ମାମଲାରେ ହ୍ରାସ ଘଟୁଛି । ସେହିପରି ମୃତ୍ୟୁ ସଂଖ୍ୟାରେ ମଧ୍ୟ କମି ରେକର୍ଡ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୨ ହଜାର ୨୨୪ ନୂତନ କୋରୋନା ମାମଲା ଚିହ୍ନଟ

Jun 16, 2021, 09:50 AM IST

ଦେଶରେ ୭୫ ଦିନ ପରେ ସବୁଠାରୁ କମ୍ ମାମଲା ଚିହ୍ନଟ, ଏତିକି ସଂକ୍ରମିତଙ୍କ ମୃତ୍ୟୁ

Coronavirus in India: ଭାରତରେ କୋରୋନା ଭୂତାଣୁର ଦ୍ୱିତୀୟ ଲହରର ପ୍ରକୋପ ଏବେ ବି ଜାରି ରହିଛି । ସେପଟେ ଦେଶରେ ଲଗାତାର କୋରୋନା ଭୂତାଣୁ ସଂକ୍ରମଣ ମାମଲାରେ ହ୍ରାସ ରେକର୍ଡ କରାଯାଉଛି । ସେହିପରି ମୃତ୍ୟୁ ସଂଖ୍ୟାରେ ମଧ୍ୟ ଆଜି ହ୍ରାସ ରେକର୍ଡ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୦ ହଜା

Jun 15, 2021, 09:52 AM IST

ଏହି ରେଳ ଷ୍ଟେସନରେ ଯାତ୍ରୀମାନଙ୍କୁ ପ୍ଲାଟଫର୍ମ ଟିକେଟ୍ କିଣିବା ପାଇଁ ଦେବାକୁ ପଡ଼ିବ ଅଧିକ ୩୦ ଟଙ୍କା, ଜାଣନ୍ତୁ ଏହାର କାରଣ

ବର୍ତ୍ତମାନ ଯାତ୍ରୀମାନେ ନୂଆଦିଲ୍ଲୀ, ଦିଲ୍ଲୀ ଜଙ୍କସନ, ହଜରତ ନିଜାମୁଦ୍ଦିନ, ଆନନ୍ଦ ବିହାର ଟର୍ମିନାଲ, ମେରୁଟ ସିଟି, ଗାଜିଆବାଦ, ଦିଲ୍ଲୀ ସରାଇ ରୋହିଲ୍ଲା ଏବଂ ଦିଲ୍ଲୀ କ୍ୟାଣ୍ଟ ରେଳ ଷ୍ଟେସନରେ ପ୍ଲାଟଫର୍ମ ଟିକେଟର ଲାଭ ଉଠାଇପାରିବେ । ଏଥି ସହିତ କୋରୋନାର ଦ୍ୱିତୀୟ ଲହର ବର୍ତ୍ତମାନ ପ୍ରାୟ ମନ୍ଥର ହେବାରେ ଲାଗିଛି । ସାରା ଦେଶରେ ଦୈନିକ ୧ ଲକ୍ଷରୁ କମ୍ କୋଭିଡ ମାମଲା ସାମ୍ନାକୁ ଆସୁଛି । ଏଭଳି ପରିସ୍ଥିତିରେ ଯାତ୍ରୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପୁଣି କିଛି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି ।

Jun 14, 2021, 12:04 PM IST

ଦେଶରେ ଗତ ୨୪ ଘଣ୍ଟାରେ ୭୦ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ

Coronavirus in India: ଦେଶରେ ଲଗାତାର କୋରୋନା ମାମଲାରେ ହ୍ରାସ ରେକର୍ଡ କରାଯାଉଛି । ଅନ୍ୟପକ୍ଷେ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇବାରେ ଲାଗିଛି । ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ କୌଣସି କମି ଆସିନାହିଁ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୦ ହଜାର ୪୨୧ ନୂତନ କୋରୋନ

Jun 14, 2021, 09:24 AM IST

ଭାରତରେ କୋରୋନା ଭାଙ୍ଗିଲା ସମସ୍ତ ରେକର୍ଡ, ଦିନକରେ ପ୍ରଥମ ଥର ପାଇଁ ୬ ହଜାରରୁ ଉର୍ଦ୍ଧ୍ୱ ସଂକ୍ରମିତଙ୍କ ମୃତ୍ୟୁ

Coronavirus in India: ଦେଶରେ ଲଗାତାର କୋରୋନା ଭୂତାଣୁ ମାମଲାରେ ହ୍ରାସ ଘଟିବାରେ ଲାଗିଛି । ଅନ୍ୟପଟେ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇବାରେ ଲାଗିଛି । ଦେଶରେ ଏଯାଏ ମୃତ୍ୟୁ ସଂଖ୍ୟାରେ ଖାସ୍ କମି ଦେଖିବାକୁ ମିଳିନାହିଁ । ସେପଟେ ଦେଶରେ ଆଜି ମୃତ୍ୟୁ ମାମଲାରେ ସମସ୍ତ ରେକର୍ଡ ଭାଙ୍ଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪

Jun 10, 2021, 10:02 AM IST

ଅନଲକ୍ ପରେ ପୁଣି ଥରେ ବଢ଼ିବାରେ ଲାଗିଛି ମାମଲା, ଦିଲ୍ଲୀ-ମୁମ୍ବାଇ ସମେତ ଅନେକ ରାଜ୍ୟରେ ମିଳିଲା ଗତକାଲି ଅପେକ୍ଷା ଅଧିକ ସଂକ୍ରମିତ

ଅନଲକ୍ ପ୍ରକ୍ରିୟାରେ ଅନେକ ରାଜ୍ୟରେ ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି । ତଥା ଦର୍ଶାଏ ଯେ ଏହି ସମୟରେ ନିୟମକୁ ଅଣଦେଖା କରିବା ଭାରୀ ପଡ଼ିବା ଆରମ୍ଭ କରିଛି । ମହାରାଷ୍ଟ୍ର ବିଷୟରେ କହିବାକୁ ଗଲେ ଜୁନ୍ ୧ର ଏଠାରେ ୧୪,୧୨୩ କୋରୋନା ମାମଲା ଚିହ୍ନଟ ହୋଇଥିଲା । ଏଥି ସହିତ ଜୁନ୍ ୮ରେ ଏହି ସଂଖ୍ୟା ୧୦,୨୧୯ ଥିବାବେଳେ ଜୁନ୍ ୯ରେ ମିଳିଥିବା ନୂତନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୮୯୧  ରହିଛି । ଏହି ତଥ୍ୟରୁ ଜଣାପଡୁଛି ଯେ, ଜୁନ୍ ୮ ତୁଳନାରେ ଜୁନ ୯ରେ ୬୭୦ ଅଧିକ କୋରୋନା ମାମଲା ଏଠାରେ ଚିହ୍ନଟ କରାଯାଇଛି ।

Jun 10, 2021, 09:45 AM IST

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର: ୧୪ଟି ବାତିଲ ଟ୍ରେନକୁ ପୁଣି ଆରମ୍ଭ କଲା ରେଲୱେ, ଦେଖନ୍ତୁ ସଂପୂର୍ଣ୍ଣ ତାଲିକା

ଉତ୍ତର ପଶ୍ଚିମ ରେଳବାଇର ଡେପୁଟି ମ୍ୟାନେଜର (ଜେନେରାଲ୍) ଓ ମୁଖ୍ୟ ଜନସମ୍ପର୍କ ଅଧିକାରୀ ଲେଫ୍ଟନାଣ୍ଟ ଶଶି କିରଣଙ୍କ ଅନୁଯାୟୀ, ୧୪ଟି ଟ୍ରେନର ସଞ୍ଚାଳନ ନିମ୍ନ ଅନୁସାରେ ପୁନଃ ଆରମ୍ଭ ହେଉଛି: -

Jun 9, 2021, 10:36 PM IST

ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ବାତିଲ ଟ୍ରେନକୁ ପୁନଃ ଆରମ୍ଭ କଲା ରେଲୱେ, ଦେଖନ୍ତୁ ଲିଷ୍ଟ୍

Indian Railways/IRCTC Latest Updates: କୋରୋନାର ନୂଆ ମାମଲାରେ ହ୍ରାସ ମଧ୍ୟରେ ଭାରତୀୟ ରେଲୱେ (Indian Railways) ପୁଣିଥରେ ଟ୍ରେନ ପରିଚାଳନାକୁ ସାମାନ୍ୟ କରିବାରେ ଲାଗିଛି । ରେଳ ବୋର୍ଡର ଉଦ୍ୟମରେ ଅନେକ ଯୋଡି ସ୍ୱତନ୍ତ୍ର ଟ୍ରେନ୍ ପୁନଃ ଆରମ୍ଭ କରାଯାଉଛି । ଏହି ଟ୍ରେନ୍ ଗୁଡିକ ବର୍ତ୍ତମାନ ପୂର୍ବୋତ୍ତର  ରେଳପଥ (North Eastern Rail

Jun 7, 2021, 10:25 PM IST

ଏପ୍ରିଲ ୬ ପରେ ଆଜି ଦେଶରେ କୋରୋନାର ସବୁଠାରୁ କମ୍ ମାମଲା ଚିହ୍ନଟ, କିନ୍ତୁ କମ୍ ହେଉନି ମୃତ୍ୟୁ ସଂଖ୍ୟା

ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୨ କୋଟି ୮୬ ଲକ୍ଷ ୯୪ ହଜାର ୮୭୯ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୨ କୋଟି ୬୭ ଲକ୍ଷ ୯୫ ହଜାର ୫୪୯ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୧୫ ଲକ୍ଷ ୫୫ ହଜାର ୨୪୮ କୋରୋନାର ସକ୍ରିୟ ମାମଲା ରହିଛି ।

Jun 5, 2021, 09:50 AM IST

କେବଳ ୨ଟି ରାଜ୍ୟରେ ୯୦ ହଜାର ପିଲା ସଂକ୍ରମିତ ତ ସାରା ଦେଶରେ କେତେ ହେବ, କ'ଣ 'ତୃତୀୟ ଲହର'ର ହୋଇସାରିଛି କି ଏଣ୍ଟ୍ରି?

ସୂଚନାଯୋଗ୍ୟ, ମହାରାଷ୍ଟ୍ରର ଅହମ୍ମଦନଗରରେ କେବଳ ମେ ୨୦୨୧ରେ ପ୍ରାୟ ୯ ହଜାର ଶିଶୁ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି ସଂଖ୍ୟା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ହୋଶ ଉଡ଼ାଇଦେଇଛି । 

Jun 4, 2021, 10:22 AM IST

ଦେଶରେ ଗତ ୨୪ ଘଣ୍ଟାରେ ୧.୩୨ ଲକ୍ଷ ମାମଲା ଚିହ୍ନଟ, ମୃତ୍ୟୁ ବରଣ କଲେ ଏତିକି ସଂକ୍ରମିତ

Coronavirus in India: ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୧୯ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୨ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୬ ପ୍ରତିଶତରୁ କମ୍ ହୋଇଛି । 

Jun 4, 2021, 09:55 AM IST

ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ୨୪ଟି ପାସେଞ୍ଜର ଟ୍ରେନ ଚଳାଇବାକୁ ଘୋଷଣା କଲା ରେଲୱେ, ଦେଖନ୍ତୁ ପୁରା ଲିଷ୍ଟ୍

ଲକଡାଉନ୍ ଓ କୋରୋନା ସଙ୍କଟ ଦେଶର ରେଳ ସେବା (Train Service) ଉପରେ ମଧ୍ୟ ପ୍ରଭାବ ପକାଇଛି । କୋରୋନା ବିସ୍ତାର ସମ୍ଭାବନାକୁ ଦୃଷ୍ଟିରେ ରଖି ଅଧିକାଂଶ ଲୋକାଲ୍ ଟ୍ରେନ୍ (Local Trains) ବନ୍ଦ ରଖାଯାଇଛି ।

Jun 3, 2021, 03:15 PM IST

ଦେଶରେ ପୁଣି କୋରୋନାର ନୂଆ ମାମଲାରେ ସାମାନ୍ୟ ବୃଦ୍ଧି, ଦିନକରେ ଆଖି ବୁଜିଲେ ଏତିକି ଆକ୍ରାନ୍ତ

ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୧୮ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୨ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୭ ପ୍ରତିଶତରୁ କମ୍ ହୋଇଛି । କୋରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ସଂକ୍ରମିତ ମୋଟ ସଂଖ୍ୟା ଦୃଷ୍ଟିରୁ ଭାରତ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।

Jun 3, 2021, 09:50 AM IST

ଦେଶରେ ପୁଣି ବଢ଼ିଲା କୋରୋନାର ନୂଆ ମାମଲା, ଦିନକରେ ଏତିକି ସଂକ୍ରମିତଙ୍କ ମୃତ୍ୟୁ

ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୨ କୋଟି ୮୩ ଲକ୍ଷ ୭ ହଜାର ୮୩୨ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୨ କୋଟି ୬୧ ଲକ୍ଷ ୭୯ ହଜାର ସଂକ୍ରମିତ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ।

Jun 2, 2021, 10:01 AM IST