gangster hider

ହାଇଦର ଫେରାର ଘଟଣାରେ ମୁହଁ ଖୋଲିଲେ ସମ୍ବଲପୁର SP

ସମ୍ବଲପୁର SP ବାତୁଲା ଗଙ୍ଗାଧର କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ହାଇଦର (Gangster Hider) ତେଲେଙ୍ଗାନାରୁ ଧରା ପଡିବା ପରେ ଫେରାର ଘଟଣାର ତର୍ଜମା କରାଯାଉଛି। କଟକ କମିଶନରେଟ ପୋଲିସ ବର୍ତ୍ତମାନ ହାଇଦର କେଶ ତଦନ୍ତ ଦାୟିତ୍ବରେ ରହିଛି।

Apr 18, 2021, 04:44 PM IST

ଗ୍ୟାଙ୍ଗଷ୍ଟର ହାଇଦରକୁ ଫେରାର କରିବା ପଛରେ ୩ ମହିଳାଙ୍କ ହାତ

ହାଇଦରକୁ ଫେରାର କରିବାରେ ୮ ଜଣଙ୍କ ସମ୍ପୃକ୍ତି ରହିଛି । ଆଉ ସବୁଠାରୁ ବଡ଼ କଥା ହେଲା ସେଥିମଧ୍ୟରୁ ୩ ଜଣ ମହିଳା ଅଛନ୍ତି ।ତେବେ ହାଇଦରକୁ କୋର୍ଟରେ ହାଜର କରି ରିମାଣ୍ଡରେ ନେବାପରେ ଜେରା କରିବ ପୋଲିସ । ଏହାଛଡା ଏହି ଘଟଣାରେ ଯେଉଁମାନଙ୍କ ସମ୍ପୃକ୍ତି ରହିଛି ସେମାନଙ୍କ  ସମ୍ପର୍କରେ ମଧ୍ୟ ଜେରା କରିବ ପୋଲିସ । 

Apr 16, 2021, 05:47 PM IST