ମାଟିରେ ମିଶିଯାଇଛି ସୋଲାର ପାନେଲ ବିଶିଷ୍ଟ ସୁଖୁଆ ପ୍ରସ୍ତୁତକାରୀ ପ୍ରକଳ୍ପ
ପ୍ରକଳ୍ପର ପୁନଃରୁଦ୍ଧାର କରିବା ବଦଳରେ ଏବେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦିଆଯାଇଛି, ଯାହା ଫଳରେ ମାଟିରେ ମିଶିଯାଇଛି କୋଟି କୋଟି ଟଙ୍କାର ସାମଗ୍ରୀ
Nov 19, 2019, 05:43 PM IST