harrashment

ଯୌନ କେଳେଙ୍କାରୀ ମାମଲା: ଗିରଫ ହେଲେ ପ୍ରମୋଦ ସାହୁ

ଗତକାଲି ବିଳମ୍ବିତ ରାତିରେ ପ୍ରମୋଦଙ୍କ  ବଣିଆମାଳସ୍ଥିତ ବାସଭବନରୁ ଟାଉନ୍ ଥାନା ପୋଲିସ ଚଢ଼ାଉ କରି ତାଙ୍କୁ ଉଠାଇ ନେଇଥିଲା । କିଛି ଦିନ ପୂର୍ବେ ପ୍ରମୋଦ ସାହୁଙ୍କ ବିରୋଧରେ ଜଣେ ଯୁବତୀ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଏହିଁ ଖବର ପ୍ରଥମେ ଜୀ ଓଡ଼ିଶାରେ ପ୍ରସାରଣ ହୋଇଥିଲା

Nov 4, 2019, 08:33 AM IST

ଘରୋଇ ବ୍ୟାଙ୍କ ବାବୁଙ୍କ କେଳେଙ୍କାରୀ; ମହିଳା କର୍ମଚାରୀଙ୍କୁ ଯୌନ ଶୋଷଣ

ଘରୋଇ ବ୍ୟାଙ୍କ ବାବୁଙ୍କ କେଳେଙ୍କାରୀ। ମହିଳା କର୍ମଚାରୀଙ୍କୁ ଯୌନ ଶୋଷଣ।ଜବରଦସ୍ତ ରଖିଲେ ଭଡ଼ାଘରେ।ଭଡ଼ାଘରେ କଲେ ଯୌନ ନିବେଦନ। ମନା କରିବାକୁ ଚାକିରୀରୁ ବରଖାସ୍ତ ଧମକ। ପୋଲିସରେ ଅଭିଯୋଗ କଲେ ଯୁବତୀ। ଅଭିଯୋଗ ପରେ ହେଲା ଗାଡ଼ି ଦୁର୍ଘଟଣା। ନ୍ୟାୟ ପାଇଁ ପୀଡ଼ିତାଙ୍କ ଆକୁଳ ନିବେଦନ।  

Oct 19, 2019, 11:42 AM IST

सिपाही ने अपने पूरे परिवार के साथ की खुदकुशी, पांच पन्नों के सुसाइड नोट में लिखी वजह

कांस्टेबल के साथ उसकी पत्नी संतोष, 22 साल की बेटी सुमित्रा और 20 साल के बेटे गणपत सिंह ने भी अपनी जान दे दी है

Jan 21, 2018, 03:37 PM IST