Advertisement

Hirakud Dam Gate Open

alt
ଆଜି ଦୁଇ ଟା ସୁଦ୍ଧା ୨୦ ଟା ଗେଟ ଦେଇ ହେବ ହୀରାକୁଦ ଜଳ ଭଣ୍ଡାର ର ଜଳ ନିଷ୍କାସନ | କୋଡିଏ ଟି ଗେଟ ଖୋଲିଲେ ତିନି ଲକ୍ଷ କିଉଷେକ ଜଳ ଆଗାମୀ ଛତିଶ ଘଣ୍ଟା ରେ ମୁଣ୍ଡଳୀ ରେ ପହଂଚିବ | ମୁଣ୍ଡଳୀ ରେ ଦୁଇ ଲକ୍ଷ କିଉଷେକ ଜଳ ଆସୁଥିବା ବେଳେ ହୀରାକୁଦ ରୁ ତିନି ଲକ୍ଷ ସହ ପାଞ୍ଚ ଲକ୍ଷ କିଉଷେକ ଜଳ ନିଷ୍କାସନ ହେଲେ ମଧ୍ୟ ବାତ୍ୟା ପାଇଁ କୌଣସି ଭୟ ନାହିଁ ବୋଲି ସୂଚନା ଦେଲେ ହୀରାକୁଦ ର ମୁଖ୍ୟ ଯନ୍ତ୍ରୀ |ଏବେ ଦିନ ଗୋଟାଏ ସୁଦ୍ଧା ହୀରାକୁଦ ଜଳଭଣ୍ଡାର କୁ ଉପର ମୁଣ୍ଡରୁ ଦୁଇ ଲକ୍ଷ ଛପନ ହଜାର ଶହେ ଏକ କିଉଷେକ ଜଳ ପ୍ରବେଶ କରୁଥିବା ବେଳେ ଦୁଇ ଲକ୍ଷ ବାବନ ହଜାର ଆଠ ଶହ କିଉଷେକ ଜଳ ନିଷ୍କାସନ କରାଯାଉଛି | ଦର୍ଶକ ମଧ୍ୟ ଏଭଳି ଅନୁପମ ଦୃଶ୍ୟ ଦେଖି ଖୁସି ଅନୁଭବ କରୁଛନ୍ତି | ଏବେ ଚଉଦ ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଥିବା ବେଳେ ଦୁଇଟା ପ
Jul 28,2024, 15:52 PM IST

Trending news