indane gas consumers

LPG ଗ୍ରାହକଙ୍କ ପାଇଁ ଖୁସି ଖବର

ଇଣ୍ଡେନ୍ ଏକ ଟ୍ୱିଟ କରି ଏହି ସୁବିଧା ବିଷୟରେ ସୂଚନା ଦେଇଛନ୍ତି । ଏହା ଅନୁଯାୟୀ, ଗ୍ରାହକଙ୍କୁ ମୋବାଇଲରେ କେବଳ ଗୋଟିଏ ନମ୍ବର ସେଭ୍ କରିବାକୁ ପଡିବ ଏବଂ ଆପଣଙ୍କ ଗ୍ୟାସ୍ ବୁକ୍ ହୋଇଯିବ ।

Feb 17, 2021, 10:37 AM IST

ଇଣ୍ଡେନ୍ ଗ୍ୟାସ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର

ଭୁବନେଶ୍ୱର ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସେ ଏହି ସେବା ଆରମ୍ଭ କରିଛନ୍ତି । ଏହି ସେବା ମୁତାବକ 8454955555 ନମ୍ୱରରେ ମିସ୍ଡ କଲ୍ କରି ସିଲିଣ୍ଡର ବୁକିଂ କରିହେବ ।

Jan 2, 2021, 12:27 PM IST