Ind vs Ban: ଯୁବ କ୍ରିକେଟର ଇଶାନ କିଶନ (Ishan Kisan) ଦ୍ରୁତତମ ଦ୍ୱିଶତକ (Double Century) ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ତେବେ ସେ ଏହି ଦ୍ରୁତତମ ଇନିଂସ ଖେଳୁଥିବା ବେଳେ ଏଭଳି ସମୟ ଆସିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ପକାଇଥିଲା। ଏହି ଦ୍ରୁତତମ ଇନିଂସ ଖେଳୁଥିବା ସମୟରେ ବିରାଟ ତାଙ୍କୁ ବାଧା ଦେଉଥିବା ଦେଖିବାକୁ ମିଳିଥିଲା। ଏଭଳି ପରିସ୍ଥିତିକୁ ଦେଖିଲେ ୧୯୦ ରନ ସମୟରେ ଇଶାନ ନର୍ଭସ ଥିବା ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଆଲୋଚନା ହେଉଛି। ଏହି ସମୟରେ ଇଶାନଙ୍କୁ ବିରାଟ କିଛି କହିଥିଲେ କି? ଏଭଳି କାହିଁକି କହିଲେ ଇଶାନ କିଶାନ। ବିରାଟଙ୍କୁ ଇଶାନ ଗୋଟିଏ କଥା ବାରମ୍ବାର ଦୋହରାଇବାକୁ କାହିଁକି କହୁଥିଲେ। ଏହାର ଖୁଲାସା କରିଛନ୍ତି ଇଶାନ କିସାନ (Ishan Kisan)।
ଟସ ଜିତି ବାଂଲାଦେଶ ବୋଲି ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ଆମନ୍ତ୍ରଣ ପାଇଁ ଭାରତ ପାଳି ଆରମ୍ଭ କରିଥିଲା। ଆଜି ଭାରତୀୟ ଦଳରେ ସାମାନ୍ୟ ପରିବର୍ତ୍ତନ ହୋଇଥିଲା। ରୋହିତଙ୍କ ସ୍ଥାନରେ ଆଜି ଧଓ୍ୱନ ଓ ଇଶାନ ପାଳି ଆରମ୍ଭ କରିଥିଲେ। ଧଓ୍ୱନ ଖୁବଶୀଘ୍ର ପାଭିଲିୟନ ଫେରିଥିବା ବେଳେ ଇଶାନ ଓ ବିରାଟଙ୍କ ଯୋଡ଼ି ଦଳୀୟ ସ୍କୋରକୁ ତିନି ଶହ ପାର କରାଇଥିଲା।
Ishan Kishan: ଝାଡଖଣ୍ଡ ପାଇଁ ଘରୋଇ କ୍ରିକେଟ୍ ଖେଳିଥିବା ଇଶାନ୍ କିଶାନ୍ ଆରମ୍ଭରୁ ନିଜର ମନୋଭାବ ପ୍ରଦର୍ଶନ କରିଥିଲେ। ସମସ୍ତେ ବୁଝିଥିଲେ ଯେ ଆଜି କିଶନ ଏକ ବଡ଼ ଇନିଂସ ଖେଳିବାର ଲକ୍ଷ୍ୟ ନେଇ ପଡ଼ିଆକୁ ଆସିଛନ୍ତି। କିଶାନ ୧୨୬ ବଲରେ ନିଜର ଦ୍ୱିଶତକ ପୂରଣ କରିଥିଲେ।
INDvsBAN: ତୃତୀୟ ମ୍ୟାଚରେ ଇଶାନ କିଶନ (Ishan Kishan) କେବଳ ଭାରତ (India) ପାଇଁ ଦ୍ୱିଶତକ ହାସଲ କରିନାହାଁନ୍ତି, ବରଂ ତାଙ୍କ ନାମରେ ଅନେକ ରେକର୍ଡ ମଧ୍ୟ କରିଛନ୍ତି। ଏହା ସହିତ କିଶନ (Ishan Kishan) ସାଥୀ ଓପନର୍ ଶିଖର ଧାୱନଙ୍କ (Sikhar Dhawan) ପାଇଁ ଅସୁବିଧା ବଢାଇଛନ୍ତି। ବିରାଟ କୋହଲି ମଧ୍ୟ ଶତକୀୟ ପାଳି ଖେଳିଛନ୍ତି। ଦ୍ୱିତୀୟ ଦିନିକିଆରେ ଆହତ ରୋହିତ ଶର୍ମାଙ୍କ ସ୍ଥାନରେ ଇଶାନ କିଶନ ଦଳରେ ସୁଯୋଗ ପାଇଛନ୍ତି।
Ishan Kishan:ଭାରତ (India) ଏବଂ ବାଂଲାଦେଶ (Bangladesh) ମଧ୍ୟରେ ଖେଳାଯାଉଥିବା ତିନିଟି ODI ସିରିଜର (ODI Series) ଅନ୍ତିମ ତଥା ତୃତୀୟ ମ୍ୟାଚ୍ ଆଜି ଚିଟଗାଁଓରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଇଶାନ କିଶାନ (Ishan Kishan) ତାଙ୍କ ନାମରେ ଅନେକ ରେକର୍ଡ ସୃଷ୍ଟି କରି ତୋଫାନୀ ଇନିଂସ ଖେଳି ଦ୍ୱିଶତକ ହାସଲ କରିଛନ୍ତି। ଏହା ସହ ସେ ଦ୍ୱିଶତକ ହାସଲ କରିବାରେ ଭାରତର ଚତୁର୍ଥ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।
ଦିନେଶ କାର୍ତ୍ତିକ କହିଛନ୍ତି କି ଏହା ଅତ୍ୟନ୍ତ ସହଜପୂର୍ଣ୍ଣ କ୍ୟାଚ ରହିଥିଲା। କିନ୍ତୁ ସୁନ୍ଦର ଏହାକୁ ନେବାରେ ବିଫଳ ହୋଇଥିଲେ। ତେବେ ଏହି କ୍ୟାଚ ପାଇଁ ସୁନ୍ଦରଙ୍କ ନିକଟରେ ମୋର ଅଭିଯୋଗ ରହିଛି ବୋଲି ସେ କହିଥିଲେ।
ପ୍ରଥମ ଭିଡିଓ ଭାଇରାଲ ହେଉଛି ୪୩ତମ ଓଭରରେ ଯେତେବେଳେ ବଲ୍ ଶାର୍ଦୁଳ ଠାକୁର ବୋଲିଂ କରୁଥିଲେ ସେହି ସମୟରେ ଭାରତ ନିକଟରେ ବିଜୟର ଚାବି କାଠି ରହିଥିଲା। ଏହି ଓଭରର ତୃତୀୟ ବଲରେ ମେହେଦି ହାସନ ଏକ ବଡ଼ ସଟ୍ ମାରିବାକୁ ଚେଷ୍ଟା କରିଥିଲେ କିନ୍ତୁ ବଲ୍ ସିଧା ୱାଶିଂଟନ୍ ସୁନ୍ଦରକୁ ଯାଇଥିଲା ଏବଂ କ୍ୟାପ୍ ଧରିବା ପାଇଁ ତାଙ୍କୁ ସହଜ ସୁଯୋଗ ମିଳିଥିଲା।
IND vs BAN: ଭାରତ ୪୧.୨ ଓଭର ଖେଳି ମାତ୍ର ୧୮୬ ରନ ସଂଗ୍ରହ କରିଥିଲା। ସେପଟେ ବାଂଲାଦେଶକୁ ମଧ୍ୟ ବେଶ ସଂଘର୍ଷ କରିବାକୁ ପଡ଼ିଛି। ଭାରତର ଶାଣିତ ବୋଲିଂ ଆଗରେ ବାଂଲାଦେଶ ବ୍ୟାଟ୍ସମ୍ୟାନଙ୍କୁ ନାକେଦମ ହେବାକୁ ପଡ଼ିଛି। ତେବେ ଖେଳାଯାଇଥିବା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ବାଂଲାଦେଶ ଗୋଟିଏ ଓ୍ୱିକେଟରେ ଭାରତକୁ ପରାସ୍ତ କରିଛି।
INDvsBAN: कल भारत और बंगलादेश के बीच टी-20 विश्वकप का मैच खेला गया, जिसमें भारत ने 5 रनों से इस मैच को जीत लिया विराट और केएल राहूल की बैटिंग और अर्शदीप की गेंदबाजी तो सभी ने देखी, लेकिन एक शख्स जो कैमरे की नजर में नहीं आया लेकिन अगर वह नहीं होता, तो शायद टीम मैच जीत नहीं पाती और ना जानें कितने खिलाड़ी फिल्डिंग करते वक्त चोटिल भी हो जातें, क्योंकि मैच के बीच में बारिश होने से मैदान गीली हो गई थी जिससे मैदान में फिसलन काफी बढ़ गई थी.उस वक्त उस शख्स ने अपनी जिम्मेदारी का बहुत ईमानदारी से निभाया. मैं बात कर रहा हूं रघु की...
बांग्लादेश के खिलाफ मैच में बारिश की वजह से भारतीय खिलाड़ियों के फिसलने का डर था। ऐसे में रघु हाथ में ब्रश लेकर सभी खिलाड़ियों के जूते साफ कर रहे थे। अब उनकी जमकर सराहना हो रही है।
आईसीसी अंडर-19 विश्व कप के फाइनल में बांग्लादेश ने भारत को डकवर्थ लुइस नियम के तहत तीन विकेट से हराकर पहली बार चैम्पियन बनने का गौरव हासिल किया.
बांग्लादेश किसी भी स्तर पर पहली बार आईसीसी विश्व कप जीतने में कामयाब रहा है.
‘क्रिकेट की दादी’ के तौर पर लोकप्रियचारुलता पटेल ने वर्ल्ड कप 2019 के दौरान स्टेडियम पहुंच कर टीम इंडिया का हौसला बढ़ाया था.
India vs Bangladesh: बीसीसीआई ने कोलकाता के ईडन गार्डंस स्टेडियम में खेले गए ऐतिहासिक डे-नाइट टेस्ट मैच को यादगार बनाने के लिए हर इंतजाम किए थे.
भारत ने बांग्लादेश को दूसरे टेस्ट में पारी व 46 रन से हराया. यह उसकी पारी के अंतर से लगातार चौथी जीत है और वह ऐसा करने वाली पहली टीम बन गई है.
India vs Bangladesh: विराट कोहली ने बांग्लादेश के खिलाफ दूसरे टेस्ट में जीत के साथ ही कप्तानी के कई रिकॉर्ड भी अपने नाम कर लिए हैं.
India vs Bangladesh: भारतीय टीम ने बांग्लादेश को दूसरे टेस्ट मैच में पारी व 46 रन से हराया. उसने टेस्ट सीरीज 2-0 से अपने नाम की.
India vs Bangladesh: भारतीय टीम ने बांग्लादेश को टेस्ट सीरीज में 2-0 से धो दिया. इस जीत के हीरो तेज गेंदबाज मोहम्मद शमी, इशांत शर्मा और उमेश यादव रहे.
भारतीय टीम को अब अगला टेस्ट मैच खेलने के लिए करीब तीन महीने का इंतजार करना पड़ेगा.
India vs Bangladesh: भारतीय टीम ने बांग्लादेश को दूसरे टेस्ट मैच में पारी व 46 रन से हराया. इसके साथ ही उसने यह सीरीज 2-0 से अपने नाम कर ली.
India vs Bangladesh: विराट कोहली ने बांग्लादेश के खिलाफ दूसरे टेस्ट में 136 रन की शानदार पारी खेली. यह उनका 27वां टेस्ट शतक है.
India vs Bangladesh: भारतीय टीम ने बांग्लादेश को दूसरे टेस्ट मैच में पारी व 46 रन से हराया. इसके साथ ही उसने यह सीरीज 2-0 से अपने नाम कर ली.