modi govt

Made in China के घटिया उत्पादों पर नकेल कसेगी मोदी सरकार, सख्त कदम उठाने की है तैयारी

चीन के खिलाफ मोदी सरकार (Modi Govt) ने चौतरफा हमला बोल दिया है. भारतीय सीमा पर चीनी घुसपैठ रोकने के लिए नए रफाल (Rafale) लड़ाकू विमान सेना में शामिल होने वाले हैं. लेकिन इससे भी बड़ी लड़ाई की तैयारी घरेलू स्तर पर शुरू हो चुकी है.

Jul 28, 2020, 03:27 PM IST

କୋରୋନା କାଳରେ ମୋଦି ସରକାରଙ୍କ ୬ଟି ଉପଲବ୍ଧି ବିଷୟରେ କହିଲେ ରାହୁଲ

ସେ ମଙ୍ଗଳବାର ନିଜେ ଟ୍ୱିଟ କରି ରାଜସ୍ଥାନର ରାଜନୈତିକ ସଂଗ୍ରାମ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ରାଜସ୍ଥାନର ଗେହଲଟ୍ ସରକାରଙ୍କୁ ହଟାଇବାକୁ କେନ୍ଦ୍ର ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସେ ।

Jul 21, 2020, 03:54 PM IST

ବଞ୍ଚିଥିଲା ବେଳେ ଶୁଣିଲନି, ମରିଗଲା ପରେ କି ଲାଭ ହୋ !

ତାଲାବନ୍ଦ ପରେ ଅନେକ କିଛି ବଦଳି ଯାଇଛି । ତନ୍ମଧ୍ୟରୁ ଏମିତି ଅନେକ କାହାଣୀ ଅଛି, ଯାହା ଆମକୁ ଜଣା ନାହିଁ । ପ୍ରତିଦିନ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କେଉଁଠି କ୍ରସର ମେସିନ ଭିତରେ ଖୁନ୍ଦି ହୋଇ ଲୋକ ଯାଉଛନ୍ତି ତ ଆଉ କେଉଁଠି ସହସ୍ର କିଲୋମିଟର ଚାଲିଚାଲି ଯାଉଛନ୍ତି । ସରକାରଙ୍କୁ ସାଧାରଣ ଲୋକଙ୍କ ଦୁଃଖ ଦୀର୍ଘଦିନ ଧରି ଦେଖାଯାଇ ନ ଥାଏ । କିନ୍ତୁ, ଯେତେବେଳେ ଜଣେ ବ୍ୟକ୍ତି ମରିଯାଏ, ସେତେବେଳେ ଟ୍ୱିଟର୍, ଫେସବୁକରେ ତା' ପାଇଁ ଶୋକବାର୍ତ୍ତାର ବର୍ଷା ହୋଇଥାଏ । 

मई 9, 2020, 10:57 PM IST

ଆରୋଗ୍ୟ ସେତୁ ଆପକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲେ ଥରୁର

ସେ ଟ୍ୱିଟ୍ କରି କହିଛନ୍ତି ଯେ, ସରକାର ସମସ୍ତ କର୍ମଚାରୀଙ୍କ ପାଇଁ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବା ବାଧ୍ୟତାମୂଳକ କରି ଗୋପନୀୟତା ଏବଂ ଡାଟା ସୁରକ୍ଷାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି । ଭାରତରେ 'ସର୍ଭିଲାନ୍ସ ରାଜ' ପ୍ରତିଷ୍ଠା ପାଇଁ କୋଭିଡ-19କୁ ବାହାନା ଭାବରେ ବ୍ୟବହାର କରାଯିବା ଉଚିତ ନୁହେଁ ।

मई 4, 2020, 11:03 PM IST

ଆରୋଗ୍ୟ ସେତୁ ଆପକୁ ନେଇ ପ୍ରଶ୍ନ ଉଠାଇଲେ ରାହୁଲ ଗାନ୍ଧୀ, କହିଲେ-ଭୟ ନାଁରେ ଲାଭ ଉଠାଇବା...

ସେ ଟ୍ୱିଟ କରି ଲେଖିଛନ୍ତି ଯେ, ସରକାରକୁ ଭୟର ଫାଇଦା ଉଠାଇବା ଉଚିତ୍ ନୁହେଁ ।

मई 2, 2020, 08:59 PM IST

ଲକଡାଉନକୁ ନେଇ ପୁଣି ମୋଦି ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ, କହିଲା ଏପରି କିଛି...

କଂଗ୍ରେସ ଲକଡାଉନର ଅବଧି ମେ ୧୭ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ ପଚାରିଛି ।  ଦଳ କହିଛି ଯେ, ଏହା ସମ୍ପୂର୍ଣ୍ଣ ରୂପେ କେବେ ଶେଷ ହେବ ?

मई 2, 2020, 07:23 PM IST

ଲକଡାଉନ ୩.୦: ଆପଣଙ୍କୁ ଏହି ୧୦ଟି କଥା ଜାଣିବା ଅତ୍ୟନ୍ତ ଜରୁରୀ

ଲକଡାଉନ୍ ସମୟରେ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ, ପାନ, ଗୁଟଖା, ତମାଖୁ ଇତ୍ୟାଦିର ଅନୁମତି ଦିଆଯିବ ନାହିଁ । ତେବେ ଗ୍ରାହକଙ୍କ ମଧ୍ୟରେ ସର୍ବନିମ୍ନ ୬ ଫୁଟ ଦୂରତା ସୁନିଶ୍ଚିତ କରିବା ପରେ ମଦ, ପାନ, ତମାଖୁ ବିକ୍ରିକୁ ଅନୁମତି ଦିଆଯିବ । ଦୋକାନରେ ଥରେ ୫ରୁ ଅଧିକ ଲୋକ ରହିବେ ନାହିଁ ।

मई 1, 2020, 09:37 PM IST

ଭିଡିଓ କ୍ଲିପ୍ ସେୟାର କରି ମୋଦି ସରକାରଙ୍କୁ ଘେରିଲେ ରାହୁଲ, କହିଲେ-ଏଥିପାଇଁ ସଂସଦରେ ଲୁଚା ଯାଇଥିଲା ସତ...

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଟ୍ୱିଟ୍ କରି କହିଛନ୍ତି ଯେ, ମୁଁ ସଂସଦରେ ଏକ ସରଳ ପ୍ରଶ୍ନ ପଚାରିଥିଲି- ମୋତେ ଦେଶର ୫୦ଟି ବଡ ବ୍ୟାଙ୍କ ଚୋରଙ୍କ ନାଁ କୁହନ୍ତୁ । ଅର୍ଥମନ୍ତ୍ରୀ ଏହାର ଉତ୍ତର ଦେବାକୁ ମନା କରି ଦେଇଛନ୍ତି । ବର୍ତ୍ତମାନ ଆରବିଆଇ ନୀରବ ମୋଦୀ, ମେହୁଲ ଚୋକସିଙ୍କ ସମେତ ବିଜେପିର 'ମିତ୍ର'ଙ୍କ ନାଁ ବ୍ୟାଙ୍କ ଚୋର ତାଲିକାରେ ରଖିଛି । ସେଥିପାଇଁ ସଂସଦରେ ଏହି ସତ୍ୟ ଲୁଚା ଯାଇଥିଲା ।

Apr 28, 2020, 06:39 PM IST

କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ରୋକିବା ମାମଲା ପହଞ୍ଚିଲା ସୁପ୍ରିମକୋର୍ଟ

ସେ କହିଛନ୍ତି ଯେ ଜାନୁୟାରୀ ୧, ୨୦୨୦ ଠାରୁ "ମହଙ୍ଗା ଭତ୍ତା" ଲୋକଙ୍କ ପାଇଁ ଅପୂରଣୀୟ କ୍ଷତି ଘଟାଇପାରେ । କାରଣ ଏପରି ସମୟରେ କୋଭିଡ-19 (COVID 19) ମହାମାରୀ କାୟା ବିସ୍ତାର କରିଚାଲିଛି ।

Apr 25, 2020, 07:29 PM IST

'କୋରୋନା ସଙ୍କଟର ମୁକାବିଲା ପାଇଁ ଅତିଶୀଘ୍ର ରାଷ୍ଟ୍ରୀୟ ଯୋଜନା ପ୍ରସ୍ତୁତ କରନ୍ତୁ ସରକାର'

ଭିଡିଓ ଲିଙ୍କ୍ ମାଧ୍ୟମରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି, ପ୍ରଧାନମନ୍ତ୍ରୀ ଜୀ, ଆପଣ ପରାମର୍ଶ ଦିଅନ୍ତି, କିନ୍ତୁ ବେଳେବେଳେ କଂଗ୍ରେସ ଦଳର ପରାମର୍ଶ ଗ୍ରହଣ କରନ୍ତୁ ।

Apr 25, 2020, 03:56 PM IST

ମନରେଗା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଦେଲେ ୩୬ ହଜାର କୋଟି ଟଙ୍କା

ସେ ଆହୁରି ମଧ୍ୟ କହିଛନ୍ତି ଯେ ମନରେଗା ଅଧୀନରେ ଜଳ ସଂରକ୍ଷଣ, ଜଳ ପୁର୍ନଭରଣ ଏବଂ ଜଳସେଚନ କାର୍ଯ୍ୟ ଜଳ ଶକ୍ତି ମନ୍ତ୍ରଣାଳୟ ଏବଂ  ଭୂ-ସମ୍ବଳ ବିଭାଗର ଯୋଜନା ସହିତ ସମ୍ମିଶ୍ରଣ ଉପରେ ଧ୍ୟାନ ଦେବା ଉଚିତ୍ ।

Apr 24, 2020, 10:50 PM IST

କୋରୋନାର ପ୍ରକୋପ: ଦେଢ଼ ବର୍ଷ ଯାଏ ବଢ଼ିବନି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା(DA)

ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା କାର୍ଯ୍ୟାଳୟ ସ୍ମାରକପତ୍ର ଅନୁଯାୟୀ, ଜାନୁଆରୀ ୧, ୨୦୨୦ରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ମହଙ୍ଗା ଭତ୍ତା ଏବଂ କେନ୍ଦ୍ର ସରକାରଙ୍କ ପେନ୍‌ସନ୍‌ଭୋଗୀଙ୍କୁ ମହଙ୍ଗା ରିଲିଫ୍‌ର ଅତିରିକ୍ତ କିସ୍ତି ପ୍ରଦାନ କରାଯିବ ନାହିଁ ।

Apr 23, 2020, 03:45 PM IST

କୋରୋନା ସଙ୍କଟ ମଧ୍ୟରେ ପୁଣି ମୋଦି ସରକାରଙ୍କଠୁ ଏହା ଦାବି କଲେ ରାହୁଲ

ସୂଚନାଯୋଗ୍ୟ, ଭାରତ ସୀମାବର୍ତ୍ତୀ ଦେଶଗୁଡିକର ଯେକୌଣସି କମ୍ପାନୀ କିମ୍ବା ବ୍ୟକ୍ତି ସରକାରଙ୍କ ଅନୁମୋଦନ ପାଇବା ପରେ ହିଁ ଭାରତର ଯେକୌଣସି ଅଞ୍ଚଳରେ ନିବେଶ କରିପାରିବେ । ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (DPIIT) ଏକ ବିୟାନରେ ଏହା କହିଛି ।

Apr 20, 2020, 06:21 PM IST

ସରକାରଙ୍କ ଆଦେଶ, ଯଦି ଗ୍ରାହକ ଚାହିଁବେ ତେବେ ଲକଡାଉନରେ ବିମାନ କମ୍ପାନୀ ଟିକେଟ ଟଙ୍କା ଫେରାଇବାକୁ ବାଧ୍ୟ

ଅନ୍ୟପକ୍ଷେ ବିଗତ ଦିନରେ ଲକଡାଉନ୍ ବୃଦ୍ଧି ପାଇବା ପରେ ବିମାନ କମ୍ପାନୀଗୁଡିକ ଟିକେଟ୍ ଟଙ୍କା ଫେରସ୍ତ ନକରିବାକୁ ନିଷ୍ପତ୍ତି ନେଇଥିଲା । ଏହା ବଦଳରେ ଗ୍ରାହକଙ୍କୁ ଏକ ନୂତନ ତାରିଖରେ ଯାତ୍ରା କରିବାର ସୁବିଧା ଦେବ ବୋଲି କମ୍ପାନୀ କହିଥିଲା । ସର୍ବସାଧାରଣ ବନ୍ଦ ଯୋଗୁଁ ଦେଶରେ ବାଣିଜ୍ୟିକ ଯାତ୍ରୀ ବିମାନ ସେବା ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି ।

Apr 16, 2020, 05:06 PM IST

ଏହିପରି ଭାବେ ଲକ୍ ଡାଉନ୍ ଶେଷ କରିବାର ଯୋଜନା କରୁଛନ୍ତି ମୋଦି ସରକାର

ସୂତ୍ରରୁ ପ୍ରକାଶ ଯେ, ଲକ୍ ଡାଉନ୍ ମଧ୍ୟରେ ସରକାର ଉତ୍ପାଦନ ୟୁନିଟକୁ କିଛି ପରିମାଣରେ ମଞ୍ଜୁରୀ ଦେଇପାରନ୍ତି ।

Apr 13, 2020, 05:47 PM IST

ଲକ୍ ଡାଉନ୍ ହଟାଇବା ପାଇଁ ସରକାରଙ୍କ ନୂଆ ରଣନୀତି, ପ୍ରସ୍ତୁତି କରାଯାଉଛି ରେଡ୍, ଅରେଞ୍ଜ୍, ଗ୍ରୀନ୍ ଜୋନ୍

ଏଠାରେ କହି ରଖୁଛୁ ଯେ, ଦେଶରେ ବୃଦ୍ଧି ପାଉଥିବା କୋରୋନା ଭୂତାଣୁ ମାମଲାକୁ ଦୃଷ୍ଟିରେ ରଖି ୨୧ ଯାଏ ଲକ୍ ଡାଉନ୍ କରାଯାଇଥିଲା । ଯଦିଓ ଏହାର ବୃଦ୍ଧି ହେବାର ସଙ୍କେତ ମଧ୍ୟ ମିଳୁଛି । ସରକାର ଲକ୍ ଡାଉନକୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି ।

Apr 12, 2020, 05:04 PM IST

'କୋରୋନା ମୁକାବିଲାରେ କଂଗ୍ରେସ ନିଜର ଭୂମିକା ନିର୍ବାହ କରିବାକୁ ସଂପୂର୍ଣ୍ଣ ପ୍ରସ୍ତୁତ'

ସୋନିଆ ଗାନ୍ଧୀ କହିଛନ୍ତି ଯେ, ମୁଁ ଆପଣଙ୍କୁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ କୋରୋନାକୁ ଏଡାଇବା ପାଇଁ ସମସ୍ତ ନିୟମକୁ ସମ୍ପୂର୍ଣ୍ଣରୂପେ ପାଳନ କରାଯିବା ଉଚିତ ।

Apr 10, 2020, 09:14 PM IST

ଲକ୍ ଡାଉନକୁ ନେଇ ମୋଦି ସରକାରଙ୍କ ଆଗରେ ବଡ଼ ଦାବି ରଖିଲେ ନୀତିଶ ସରକାର

ବର୍ତ୍ତମାନ ଯାଏ ବିହାରରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି । ସିୱାନ ଜିଲ୍ଲାରେ ଗୋଟିଏ ପରିବାରର ୨୩ ଜଣ ଲୋକ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏହି ଗାଁରେ ସମୁଦାୟ ୨୫ ଜଣ ଲୋକ ସଂକ୍ରମିତ ହୋଇଛନ୍ତି । ଏଥିସହିତ ବିହାରରେ ଏହି ଭୂତାଣୁ ଯୋଗୁଁ ଜଣଙ୍କର ମୃତ୍ୟୁ ଘଟିଛି ।

Apr 10, 2020, 03:39 PM IST

ଜନଧନ ଖାତାରେ ଆସନ୍ତକାଲିଠୁ ଟଙ୍କା ଜମା କରିବେ ମୋଦି ସରକାର, ଜାଣନ୍ତୁ କାହାକୁ ପ୍ରଥମେ ମିଳିବ ଲାଭ

ବର୍ତ୍ତମାନ ଭାରତୀୟ ବ୍ୟାଙ୍କ ଆସୋସିଏସନ (ଆଇବିଏ) ସମସ୍ତ ବ୍ୟାଙ୍କକୁ ମାର୍ଚ୍ଚ ୩ରୁ ମହିଳାଙ୍କ ଜନଧନ୍ ଆକାଉଣ୍ଟରେ ପ୍ରତି ମାସରେ ୫୦୦ ଟଙ୍କା ଜମା କରିବା ପାଇଁ ନିର୍ଦ୍ଦେଶ ଦେଇଛି । ଏହି ମାସରେ ଏହି ରାଶି ଏପ୍ରିଲ ୩ରୁ ଏପ୍ରିଲ ୯ ମଧ୍ୟରେ ମହିଳାଙ୍କ ଆକାଉଣ୍ଟରେ ଜମା ହେବ ।

Apr 2, 2020, 10:08 PM IST

କୋରୋନା ସଙ୍କଟକୁ ନେଇ ମୋଦି ସରକାରଙ୍କ ବଡ଼ ଘୋଷଣା

2018-19 ଆର୍ଥିକ ବର୍ଷ ପାଇଁ ଟିକସ ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ 30 ଜୁନକୁ ବୃଦ୍ଧି କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ସମୟସୀମା 31 ମାର୍ଚ୍ଚ 2020 ଥିଲା । ବର୍ତ୍ତମାନ ନୂତନ ସମୟସୀମା ଉପରେ ବିଳମ୍ବ ଦେୟ ପାଇଁ ସୁଧ ହାର 12 ପ୍ରତିଶତରୁ 9 ପ୍ରତିଶତକୁ ହ୍ରାସ କରାଯାଇଛି।

Mar 24, 2020, 05:21 PM IST