बेंगलुरु दंगे की FIR में खुलासा, करीब 800 लोगों ने किया पुलिसकर्मियों पर जानलेवा हमला
बेंगलुरु दंगे पर कर्नाटक सरकार ने दंगे को सुनियोजित साजिश बताते हुए जहां आरोपियों से नुकसान की भरपाई का फैसला किया है.
Aug 13, 2020, 01:20 PM IST
ପ୍ରକାଶ ପାଇଲା ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ, ବଢ଼ିଛି ମହିଳାଙ୍କ ଉପରେ ଅତ୍ୟାଚାର ହାର
ପ୍ରକାଶ ପାଇଲା ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ରିପୋର୍ଟ
Oct 23, 2019, 09:34 PM IST
କିପରି ଏତେ ଶକ୍ତିଶାଳୀ ହେଲେ ପାଣ୍ଡିଆନ୍, ଜାଣିଛନ୍ତି କି?
ରାଜନୈତିକ ସମୀକ୍ଷକଙ୍କ ମତରେ ନିଷ୍ଠା ଓ ସାଧନା ହିଁ ପାଣ୍ଡିଆନ୍ ଙ୍କୁ ଦେଇଛି କ୍ଷମତା
Oct 22, 2019, 11:35 PM IST
ରାଜ୍ୟ କ୍ୟାବିନେଟରେ କେଉଁ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିଛି ମୋହର?
ଅବଢ଼ା ଯୋଜନାକୁ କ୍ୟାବିନେଟ୍ ବୈଠକରେ ମିଳିଲା ଅନୁମୋଦନ...
Oct 21, 2019, 09:11 PM IST
ଆଉ ଦରକାର ନାହିଁ କି ‘ମୋ ସାଇକେଲ୍’?
ସ୍ମାର୍ଟ ସିଟିରେ ଆଉ ଗଡୁନି ସ୍ମାର୍ଟ ସାଇକେଲ୍ । ଗତବର୍ଷ ହକି ବିଶ୍ୱକପ ସମୟରେ ଭୁବନେଶ୍ୱରରେ ପ୍ରଥମ କରି ଶୁଭାରମ୍ଭ ହୋଇଥିଲା ପବ୍ଲିକ୍ ବାଇସାଇକେଲ୍ ସେୟାରିଂ । ପ୍ରକଳ୍ପକୁ ବର୍ଷେ ନ ପୁରୁଣୁ ମୁଣ୍ଡରେ ଚାଳ ବାଜିଲାଣି । ସହରରେ ଟ୍ରାଫିକ ଭିଡ଼ ଓ ପ୍ରଦୂଷଣକୁ ରୋକିବା ଲାଗି ଗତ ବର୍ଷ ହକି ବିଶ୍ୱ କପ ସମୟରେ ସ୍ମାର୍ଟ ସିଟି ପ୍ରକଳ୍ପ ଦ୍ୱାରା ଶୁଭାରମ୍ଭ ହୋଇଥିଲା ମୋ ସାଇକେଲ ସେବା । ନୂତନ ଭାବେ ପରିଚାଳିତ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ରାଜ୍ୟ ବାହାରର ତିନୋଟି କମ୍ପାନୀ ୟାନା, ୟୁଲୁ, ହେକ୍ସି ମାଧ୍ୟମରେ ଟେଣ୍ଡର ଦିଆଯାଇ ମୋଟ ୨ ହଜାର ସ୍ମାର୍ଟ ସାଇକେଲ୍ ଆସିଥିଲା । ଏଥିରେ ଜିପିଏସ ସିଷ୍ଟମ ସହ ସ୍ୱତନ୍ତ୍ର ସାଇକେଲ୍ ଷ୍ଟେସନ ଓ ସାଇକେଲ୍ ଟ୍ରାକ୍ ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ଜନସାଧାରଣ ତିନୋଟି କଂପାନୀର ଭିନ୍ନ ଭିନ୍ନ ଆପ ମାଧ୍ୟମରେ ଲଗ ଇନ୍ କରି ସୁଲଭ ମୂଲ୍ୟରେ ମୋ ସାଇକେଲ୍ ଦ୍ୱାରା ଯାତାୟତ କରୁଥିଲେ । ତେବେ ପ୍ରଥମ ଦୁଇ ଚାରି ମାସ ନୂଆ ନୂଆ ହେତୁ ଲୋକଙ୍କ ଭିତରେ ଉସ୍ତ୍ରାହ ଓ ଆଗ୍ରହ ସହ ଏହାକୁ ଏକ ପରିବହନର ମାଧ୍ୟମ ଭାବେ ବ୍ୟବହାର କରିଥିଲେ ।
Oct 19, 2019, 08:52 PM IST
ବିଜେପୁରରେ ଚାଲିଛି ନବୀନଙ୍କ ନୋଟ ଭରା ରାଜନୀତି: ସୁର
ବର୍ତ୍ତମାନ ସମସ୍ତଙ୍କ ନଜରରେ କେବଳ ବିଜେପୁର, କହିବାର କଥା ହେଲା ବିଜେପୁର ପାଇଁ ସବୁ ରାଜନେତା ଘର ଦ୍ୱାର, ଭଲ ମନ୍ଦ ସବୁକିଛି ଭୁଲି ସାରିଲେଣି । ଏକଥା ଆମେ କହୁନାହୁଁ, ବିଜେପୁରର ଚିତ୍ର ବୟାନ କରୁଛି ।
Oct 18, 2019, 11:30 PM IST
ହସ୍ପିଟାଲ କର୍ମଚାରୀଙ୍କୁ ଘାରିଛି ପାଣ୍ଡିଆନ ଭୟ
ପାଣ୍ଡିାନଙ୍କ ଭୟରେ କେଉଁଠି ଚାଲିଛି ସଫେଇ କାମ ତ ଆଉ କେଉଁଠି ଚାଲିଛି ରଙ୍ଗ ଲଗା କାମ
Oct 18, 2019, 07:16 PM IST
ପ୍ରଚାରରେ କମ୍ପୁଛି ବିଜେପୁର, ମୈଦାନରେ ଚାଲିଛି ବିଗ୍ ଫାଇଟ
ଆସନ୍ତାକାଲି ସରିବ ବିଜେପୁର ଉପନିର୍ବାଚନ ପ୍ରଚାର
Oct 18, 2019, 05:48 PM IST