October 15 Financial Horoscope: ଅକ୍ଟୋବର ୧୫ ତାରିଖ ଅର୍ଥାତ୍ ମଙ୍ଗଳବାର ଦିନ ବ୍ରଦ୍ଧି ଯୋଗ ସହିତ ଧ୍ରୁବ ଯୋଗର ଶୁଭ ସଂଯୋଗ ଦେଖିବାକୁ ମିଳୁଛି। ଏହି ଶୁଭ ସୌଭାଗ୍ୟରେ ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ରେ କିଛି ରାଶି ସମେତ ୫ଟି ରାଶିର ଲୋକ ବ୍ୟବସାୟରେ ଉନ୍ନତି କରିବେ ସତ ହେଲେ ଖର୍ଚ୍ଚାନ୍ତ ବି ହେବେ। ସେହିପରି ଏହି ଯୋଗରୁ ଅନ୍ୟ ରାଶି ମାନେ ଭାଗ୍ୟର ସମର୍ଥନ ପାଇବେ । ତେବେ ଆସନ୍ତୁ ଜାଣିବା କେଉଁ ରାଶିର କେମିତି ରହିବ ଆର୍ଥିକ ସ୍ଥିତି।