petrol price

ଲକ୍ ଡାଉନ୍ ମଧ୍ୟରେ ଏହି ରାଜ୍ୟଗୁଡ଼ିକରେ ବୃଦ୍ଧି ପାଇଲା ତୈଳ ଦର

ଆଜି ଅର୍ଥାତ ଶୁକ୍ରବାର ଦେଶର କିଛି ରାଜ୍ୟରେ ଭ୍ୟାଟ ବୃଦ୍ଧି ଯୋଗୁଁ ସେଠାରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ ବୃଦ୍ଧି ଦେଖା ଦେଇଛି । ଅନ୍ୟପକ୍ଷେ ଦିଲ୍ଲୀ ସମେତ ଦେଶର ୪ଟି ମହାନଗରରେ ପେଟ୍ରୋଲ-ଡିଜେଲ ଦର ଅପରିବର୍ତ୍ତିତ ରହିଛି । 

Apr 4, 2020, 03:03 PM IST

ପେଟ୍ରୋଲ-ଡିଜେଲ ଦରରେ ପରିବର୍ତ୍ତନ, ଜାଣନ୍ତୁ ଆଜିର ରେଟ୍

ଆଜି ଦେଶର ରାଜଧାନୀ ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୬୯.୫୯ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୭୬.୩୧ ଟଙ୍କା ରହିଛି । 

Apr 3, 2020, 03:32 PM IST

ଲକ୍ ଡାଉନ୍ ମଧ୍ୟରେ ଏଠାରେ ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆଜିର ରେଟ୍

ଆଜି ଅର୍ଥାତ ଗୁରୁବାର ଦିଲ୍ଲୀ ସମେତ ଦେଶର ୩ଟି ମହାନଗରରେ ପେଟ୍ରୋଲ-ଡିଜେଲ ଦର ଅପରିବର୍ତ୍ତିତ ରହିଛି । ଅନ୍ୟପକ୍ଷେ କୋଲକାତାରେ ପେଟ୍ରୋଲ-ଡିଜେଲ ଦରରେ ୧.୧ ଟଙ୍କାର ବୃଦ୍ଧି ଦେଖା ଦେଇଛି ।

Apr 2, 2020, 03:23 PM IST

ପେଟ୍ରୋଲ-ଡିଜେଲ ଦର ଅପରିବର୍ତ୍ତିତ, ଜାଣନ୍ତୁ ଆଜିର ରେଟ୍

ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୬୯.୫୯ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୭୫.୩୦ ଟଙ୍କା ରହିଛି । କୋଲକାତା ଲିଟର ପିଛା ୭୨.୨୯ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୭୨.୨୮ ଟଙ୍କା ରହିଛି । ଅନ୍ୟପକ୍ଷେ ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୬୮.୫୮ ଟଙ୍କା ରହିଛି ।

Mar 31, 2020, 03:41 PM IST

ପେଟ୍ରୋଲ-ଡିଜେଲ ଦର: ଜାଣନ୍ତୁ ଆଜିର ରେଟ୍

ଆଜି ଅର୍ଥାତ ସୋମବାର ଦେଶର ୪ ମହାନଗରରେ ପେଟ୍ରୋଲ-ଡିଜେଲ ଦର ଅପରିବର୍ତ୍ତିତ ରହିଛି ।

Mar 30, 2020, 02:54 PM IST

ତୈଳ ଦର: ଅନ୍ତର୍ଜାତୀୟ ବଜାରରେ ଖସୁଛି, ଦେଶରେ....

ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୬୮.୫୮ ଟଙ୍କା ରହିଛି । ଅନ୍ୟପଟେ ଡିଜେଲ ଦର ୬୬.୭୦ ଟଙ୍କା ରହିଛି । 

Mar 23, 2020, 10:44 AM IST

Coronavirus: राजस्थान लॉकडाउन से गरीब नहीं सोएंगे भूखे, सरकार बंटवाएगी राशन के पैकेट

शहरी गरीब व्यक्ति और सड़कों पर रहने वाले लोगों को सूखे राशन के पैकेट दिए जाएंगे.

Mar 22, 2020, 05:40 PM IST

ପେଟ୍ରୋଲ-ଡିଜେଲ ଦର: ଜାଣନ୍ତୁ ଆଜିର ରେଟ୍

ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା 62.29 ଟଙ୍କା ରହିଛି। ଡିଜେଲ ଲିଟର ପିଛା ମୁମ୍ବାଇରେ 65.21 ଟଙ୍କା ଏବଂ କୋଲକାତାରେ ଲିଟର ପିଛା 64.62 ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା 65.71 ଟଙ୍କା ରହିଛି ।

Mar 22, 2020, 05:10 PM IST

राजस्थान: लॉकडाउन के बीच उपभोक्ताओं पर बड़ी मार, पेट्रोल और डीजल इतने रुपये हुआ महंगा

सरकार ने पेट्रोल पर वैट 30 से बढ़ाकर 34 फीसदी कर दिया है.

Mar 22, 2020, 05:01 PM IST

12 रुपये तक सस्ता हो सकता है पेट्रोल, टंकी फुल करवाने की कर लें तैयारी

कच्चे तेल के भाव में 10.51 रुपये प्रति लीटर की कमी हुई है.

Mar 20, 2020, 11:36 AM IST

ଅସ୍ଥିର ତୈଳଦର, ଜାଣନ୍ତୁ ଆଜିର ଲିଟର ପିଛା ଦର...

ବିଶ୍ୱ ବଜାରରେ ତୈଳ ଦରକୁ ନେଇ ଅସ୍ଥିରତା ଲାଗିରହିଛି। ବର୍ତ୍ତମାନ ସମୟରେ ଲଗାତାର ଭାବେ ତୈଳ ଦର କ୍ରମାଗତ ଭାବେ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି। ମାତ୍ର ଏହାର ପ୍ରଭାବ ଭାରତରେ ସେତେମାତ୍ରାରେ ପଡ଼ୁନଥିବା ଦେଖିବାକୁ ମିଳୁଛି। ଯଦି ଆଜିର ଦର ଉପରେ ନଜର ପକାଇବା, ତେବେ କିଛିଟା ସହରରେ ତୈଳ ଦରରେ ସାମାନ୍ୟ ପରିବର୍ତ୍ତନ ଘଟିଥିବା ଦେଖିବାକୁ ମିଳିଛି।

Mar 19, 2020, 01:06 PM IST

ପୁଣି ଶସ୍ତା ହେଲା ତୈଳ ଦର

ଦିଲ୍ଲୀ ଏବଂ ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା କ୍ରମଶଃ ୨୭ ପଇସା ଏବଂ ଲିଟର ପିଛା ୧୪ ପଇସା ହ୍ରାସ ହୋଇଛି...

Mar 14, 2020, 10:45 AM IST

राहुल गांधी ने पीएम मोदी को बताया, कितनी होनी चाहिए इस देश में पेट्रोल की कीमत

पेट्रोल कीमतों के घटने के साथ ही कांग्रेस नेता राहुल गांधी (Rahul Gandhi) ने प्रधानमंत्री का ध्यान खींचा है.

Mar 11, 2020, 02:13 PM IST

पेट्रोल के दामों में 6 रुपये तक की गिरावट संभव, जानें क्या है कारण

आने वाले 10 दिनों में पेट्रोल - डीजल के दाम और कम होने की उम्मीद है.

Mar 11, 2020, 12:37 PM IST

बड़ी खुशखबरी: 2.69 रुपये सस्ता हुआ पेट्रोल, डीजल की कीमतों में भी गिरावट

अंतरराष्ट्रीय बाजार में कच्चे तेल के दामों में चल रही जंग का फायदा भारतीय उपभोक्ताओं को मिल रहा है. 

Mar 11, 2020, 08:32 AM IST

ହୋଲିରେ ମଧ୍ୟ ଲଗାତାର ଖସିଲା ତୈଳ ଦର, ଜାଣନ୍ତୁ ଆଜିର ରେଟ୍

ଲଗାତାର ଷଷ୍ଠ ଦିନରେ ହ୍ରାସ ପାଇଛି ତୈଳ ଦର । ଆଜି ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ୭୦୨୯ ଟଙ୍କା ଦରରେ ବିକ୍ରି ହେଉଛି । 

Mar 10, 2020, 11:11 AM IST

ଅତି ଶୀଘ୍ର ଲିଟର ପିଛା ୫୦ ଟଙ୍କା ବିକ୍ରି ହେବ ପେଟ୍ରୋଲ !

ସୋମବାର ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୨୪ ପଇସା ହ୍ରାସ ପାଇଥିବାବେଳେ ଡିଜେଲର ମୂଲ୍ୟ ୨୫ ପଇସା ହ୍ରାସ ପାଇଛି । ରାଜଧାନୀରେ ପେଟ୍ରୋଲ ଲିଟର ପିଛା ୭୦.୫୯ ଟଙ୍କା ଦରରେ ବିକ୍ରି ହେଉଛି ।

Mar 9, 2020, 05:06 PM IST

खुशखबरी: पेट्रोल के दाम आज भी घटे हैं, यहां जानिए ताजा रेट

मंगलवार का दिन मंगलमय ही बन गया है. 

Mar 3, 2020, 12:35 PM IST

तीन दिन से घट रहे हैं पेट्रोल के दाम, दिल्ली में जानिए क्या है रेट

 पेट्रोल और डीजल के दाम में सोमवार को लगातार तीसरे दिन गिरावट का सिलसिला जारी रहा.

Mar 2, 2020, 10:35 AM IST