prepaid plan

BSNLର ୨ଟି ନୂଆ ପ୍ଲାନ ହୋଇଛି ଲଞ୍ଚ, ମିଳିବ ପ୍ରତିଦିନ ୨ଜିବି ଡାଟା

ଏହି ୨ଟି ହେଉଛି ୯୭ ଟଙ୍କା ଓ ୩୬୫ ଟଙ୍କାର ପ୍ରିପେଡ ପ୍ଲାନ । ଏହାସହ କମ୍ପାନୀ ୧,୧୧୧ ଟଙ୍କା ଓ ୩୯୯ ଟଙ୍କାର ପ୍ଲାନକୁ ଅପଡେଟ କରିଛି । ଏଥିରେ କମ୍ପାନୀ ୯୯୭ ଟଙ୍କାର ପ୍ଲାନ ମଧ୍ୟ ଲଞ୍ଚ କରିଛି ।  

Nov 13, 2019, 10:03 PM IST

ଭୋଡାଫୋନର ୮୪ ଦିନର ଭାଲିଡିଟି ପ୍ଲାନରେ ପ୍ରତିଦିନ ମିଳିବ ୩ ଜିବି ଡାଟା

ନିକଟ ଅତୀତରେ ଭୋଡାଫୋନ ଗ୍ରାହକଙ୍କ ବହୁ ରିଜାର୍ଚ ପ୍ଲାନ ଉପଲବ୍ଧ କରାଇଥିଲା । ଭୋଡାଫୋନର ପୋର୍ଟଫୋଲିୟୋରେ ବହୁ ଆକର୍ଷକ ପ୍ଲାନ୍ସ ରହିଛି । ଏହାସହ କମ୍ପାନୀ ସମୟ ସମୟରେ ଗ୍ରାହକଙ୍କୁ ଏଡିଶନାଲ ବେନିଫିଟ ମଧ୍ୟ ଉପଲବ୍ଧ କରାଉଛି । ଉଦାହରଣ ଭାବେ କମ୍ପାନୀ ୧୯୯ ଟଙ୍କାର ପ୍ଲାନରେ ନିର୍ଦ୍ଦିଷ୍ଟ କିଛି କ୍ଷେତ୍ରରେ ସିମିତ ସମୟ ପାଇଁ ପ୍ରତିଦିନ ୩ ଜିବି ଡାଟା ଦେଉଛି । ମୁଖ୍ୟତଃ ଏହି ପ୍ଲାନରେ ୧.୫ ଜିବି ଡାଟା ଦିଆଯାଇଥାଏ ।

Nov 11, 2019, 10:18 PM IST

Reliance JIO ने अपने इस प्रीपेड प्लान को कर दिया है अपग्रेड, जानें क्या है नया...

रिलायंस जियो ने अपने जियो फोन के लिए यूज होनेवाले टैरिफ प्लान को अपग्रेड किया है. 

Jul 21, 2018, 04:24 PM IST