sambalpur town

ନିଆରା ରକ୍ଷାବନ୍ଧନ: ଗଛରେ ବାନ୍ଧିଲେ ରାକ୍ଷୀ

ଆଜକୁ ୩୦ ବର୍ଷ ହେବ ବୄକ୍ଷ ସହ ରକ୍ଷାବନ୍ଧନ କାଯ୍ୟକ୍ରମ କରାଯାଇ ପରିବେଶ ସୁରକ୍ଷା ସହ ବୁଢାରଜା ପାହାଡରେ ବୄକ୍ଷକୁ ସୁରକ୍ଷା ଦେବା ପାଇଁ ସଂଙ୍କଳ୍ପ ନେଇଥାନ୍ତି ବୁଢାରଜା ବନ ସଂରକ୍ଷଣ ସମିତି ସଦସ୍ୟ। 

Aug 22, 2021, 06:04 PM IST

ରେଳଗାଡିରେ ପାଠ ପଢୁଛନ୍ତି ଅଙ୍ଗନବାଡି ପିଲା

ସମ୍ବଲପୁରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ରେଳ ଗାଡି ଅଙ୍ଗନବାଡି କେନ୍ଦ୍ର।

Aug 19, 2021, 08:27 PM IST

ଅଧାରେ ଅଟକିଛି ସ୍ବରେଜ ପ୍ରକଳ୍ପ; ଅବଧି ସରିବା ପରେ ସରୁନି ନିର୍ମାଣ କାର୍ଯ୍ୟ

ସହରରେ ପ୍ରକଳ୍ପ କାର୍ଯ୍ୟ ୨୦୧୭ ଜାନୁଆରୀ ୨୪ ତାରିଖରୁ ଆରମ୍ଭ ହୋଇ ୨୦୧୦ ଜାନୁଆରୀ ୨୩ ତାରିଖ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।

Aug 12, 2021, 08:49 PM IST

ଜାତିଆଣ ଆକ୍ଷେପ କରିବା କରିଥିବା ବ୍ୟକ୍ତିଙ୍କ ଗିରଫ ପାଇଁ ତେଜିଲା ଦାବି

ଜାତିଆଣ ଆକ୍ଷେପ କରିବା କରିଥିବା ବ୍ୟକ୍ତିଙ୍କୁ ଗିରଫ ପାଇଁ ଏକ ରାଜନୈତିକ ଦଳ ସମେତ ଦୁଇଟି ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି।    

Aug 10, 2021, 10:49 PM IST

ସମ୍ବଲପୁର ଗୋ ସୁରକ୍ଷା ମହିଳା ସମିତି ପକ୍ଷରୁ ଧନୁପାଲି ଥାନା ଘେରାଉ

ସହରରେ ହେଉଥିବା ଗୋ ହତ୍ୟା, ବେଆଇନ୍ ଭାବେ ଚାଲୁଥିବା କଂସେଇ ଖାନା, ଗୋରୁ ଚମଡା ବ୍ୟବସାୟକୁ ସମ୍ପୂର୍ଣ ରୂପେ ବନ୍ଦ କରିବା ଦାବିରେ ଥାନା ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

Jun 28, 2021, 04:59 PM IST

ଅବାଧରେ ଚାଲିଛି ବେଆଇନ କରତକଳ, ନିରବଦ୍ରଷ୍ଟା ବନବିଭାଗ

ବାରମ୍ବାର ଜନସାଧାରଣ ବେନିୟମ କରତକଳ ବନ୍ଦ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିବା ସତ୍ତ୍ୱେ ମଧ୍ୟ କାଯ୍ୟାନୁଷ୍ଠାନ ନେଉନାହିଁ ବନବିଭାଗ ବୋଲି ଅଭିଯୋଗ ହୋଇଛି। ଏହି ବେଆଇନ କରତକଳକୁ ନେଇ ସମ୍ବଲପୁର ସହରରେ ଧୀରେ ଧୀରେ ଜନ ଅସନ୍ତୋଷ ତେଜିବାରେ ଲାଗିଛି।

Jun 22, 2021, 12:10 PM IST

ନନ୍ଦପଡା ଶୀତଳଷଷ୍ଠୀ କମିଟି ପକ୍ଷରୁ ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ

ଶୀତଲ ଷଷ୍ଠୀ ଯାତ୍ରାରେ ସହଯୋଗ କରୁନଥିବା ନେଇ ଏସଏମସି ବିରୁଦ୍ଧରେ ଅଭିଯୋଗ ଆଣିଛି ନନ୍ଦପଡା ଯାତ୍ରା କମିଟି।   

Jun 10, 2021, 04:36 PM IST

ବୁଧବାର ଠାରୁ ଆରମ୍ଭ ହେଲା ୧୪ ଦିନିଆ ଲକ ଡାଉନ

ନିଜେ ଏସପି ବିଭିନ୍ନ ସ୍ଥାନ ପରିଦର୍ଶନ କରି ସ୍ଥିତି ପରଖୁଛନ୍ତି। 

मई 5, 2021, 04:29 PM IST