sambalpur university

ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ମଚାରୀ ଆତ୍ମାହୁତି ଘଟଣା: ପୋଲିସ ତଦନ୍ତକୁ ମାସେ, ଫଳାଫଳ ଶୂନ

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମାହୁତି (Suicide) ଘଟଣାକୁ ଏକ ମାସ ପୁରିଛି। ହେଲେ ଆଜିସୁଦ୍ଧା ନ୍ୟାୟ ମିଳିଲା ନାହିଁ। ମୃତ ଦୀନବନ୍ଧୁ ଗତମାସ ୨୦ ତାରିଖରେ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷଙ୍କ ଠାରୁ ଅତିଷ୍ଠ ହୋଇ ଶେଷରେ ନିଜ ଜୀବନକୁ ହାରିଥିଲେ। 

मई 21, 2021, 04:35 PM IST

କିଏ ଘଣ୍ଟ ଘୋଡାଉଛି? ଗିରଫ ପାଇଁ ଯଥେଷ୍ଟ ନୁହଁ ମୃତ୍ୟୁକାଳୀନ ଜମାନବନ୍ଦୀ

ନିୟମ ଅନୁଯାୟୀ ଡାଇଂ ଷ୍ଟେଟମେଂଟ ଥିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା ବୋଲି କହିଛନ୍ତି ସମ୍ବଲପୁର ବାର ଏସୋସିଏସନର ସଭାପତି ପ୍ରମୋଦ ରଥ କହିଛନ୍ତି।

मई 4, 2021, 11:28 AM IST

'ଅନ୍ଧା କାନୁନ'

ପୋଲିସ, ଧନୀ ଓ ବିତ୍ତଶାଳୀ ବ୍ୟକ୍ତିଙ୍କ ପାଇଁ ଗୋଟିଏ ଆଇନ ଏବଂ ଗରିବ ଲୋକଙ୍କ ପାଇଁ ଆଉ ଗୋଟିଏ ଆଇନ ତିଆରି କରିଛି। ମୃତ୍ୟୁକାଳିନ ଚିଠିରେ ଦୀନବନ୍ଧୁ ସ୍ପଷ୍ଟ ଭାବରେ ତିନି ଜଣଙ୍କୁ ଦାୟୀ କରିଛନ୍ତି। ତାଙ୍କ ମୃତ୍ୟୁକୁ ୧୦ ଦିନ ପୁରିଲା କନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସ ଅଭିଯୁକ୍ତକୁ ପୋଲିସ ଗିରଫ କରିନାହିଁ। 

Apr 30, 2021, 08:58 AM IST

ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ମଚାରୀ ଆତ୍ମାହୂତି ଘଟଣାରେ ପଶିଲା ରାଜନୀତି

ସମ୍ବଲପୁର ବିଶ୍ୱବିଦ୍ୟାଳୟର ଚୁକ୍ତିଭିତ୍ତିକ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ବକେୟା ଦରମା ହାଇକୋର୍ଟ ଅର୍ଡର ଅନୁଯାୟୀ ଯେବେ ଠାରୁ ଲାଗୁ ହୋଇଛି, ସେହିଦିନଠାରୁ ଲାଗୁ କରି ଦିଆଯାଉ। ତା ସହ ଦିନବନ୍ଧୁଙ୍କ ପୁଅଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ଓ କୁଳପତିଙ୍କୁ ବହିଷ୍କାର ସହ ତାଙ୍କ ନାମରେ ମାମଲା ରୁଜୁ କରି ଗିରଫ କରାଯାଉ ବୋଲି ଦାବି କରିଛି ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି।

Apr 23, 2021, 11:37 AM IST

ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଵା ପାଇଁ ଦଳ ଦାବି କରିଛି।

Apr 22, 2021, 05:30 PM IST

ଏକାଡେମିକ କାଉନସିଲ ବୈଠକ ବେଳେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଆତ୍ମହତ୍ୟା

ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯିବା ପରେ କଟକ ବଡ଼ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା।

Apr 21, 2021, 07:51 PM IST

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଝୁଲିଲା ତାଲା

ବିଶ୍ୱବିଦ୍ୟାଳୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବା ହେତୁ ଏହି ଚେନକୁ ଭାଙ୍ଗିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏଭଳି ନିଷ୍ପତି ନେଇଛନ୍ତି।

Apr 21, 2021, 09:30 AM IST

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଠିକା କର୍ମଚାରୀଙ୍କ ଆତ୍ମାହୂତି ଉଦ୍ୟମ

କୁଳପତିଙ୍କ ଅଫିସ ସମ୍ମୁଖରେ ଜଣେ ଠିକା କର୍ମଚାରୀ ଆତ୍ମାହୂତି ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Apr 20, 2021, 01:34 PM IST

ବିନା ଅନୁମତିରେ ଗଛ କାଟି ପୋଡି ଦେଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ

ସମ୍ବଲପୁର ବିଶ୍ୱବିଦ୍ୟାଳୟ (Sambalpur University) ପ୍ରଶାସନିକ କୋଠା ସମ୍ମୁଖରେ ନିର୍ମାଣ ହେବ ଇ- ପାର୍କ। ଏଠାରେ କୋଟିଏ ଟଙ୍କା ବ୍ୟୟରେ ଏକ ବୈଦୁତିକ ପାର୍କ ସହ ଜଳ କ୍ରୀଡା ତିଆରି ହେବ। ତାସହ କିଛି ଯୋଗିଙ୍ଗ ଟ୍ରାକ ମଧ୍ୟ କରାଯିବ ବୋଲି ସମ୍ବଲପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ କହିଛନ୍ତି।

Apr 16, 2021, 11:48 PM IST

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ 'ଛାତ୍ର ବନାମ ଛାତ୍ର' ଲଢେଇ

ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଏବଂ କୁଳପତିଙ୍କ ବିରୋଧରେ ମିଥ୍ୟା ଅଭଯୋଗ ଆଣିଥିବା ନେଇ NSUI ବିରୁଦ୍ଧରେ ଆଜି AVBPର ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। 

Apr 9, 2021, 07:10 PM IST

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଭଙ୍ଗାରୁଜା ଘଟଣା: ଗୋଟିଏ ବସ ସହ ୨୫ ଅଟକ

ଗତକାଲି ବରଗଡ଼ ଅଞ୍ଚଳର ପ୍ରାୟ ୨୦୦ NSUI କର୍ମୀ ଏବଂ ବରଗଡ଼ ଜିଲ୍ଲା କଂଗ୍ରେସ କର୍ମୀଙ୍କ ସହ ଛତ୍ରଛାତ୍ରୀମାନେ ଆସି ଅଫଳାଇନ ପରୀକ୍ଷାକୁ ବିରୋଧ କରିଉତେଜନା ସୃଷ୍ଟି କରିଥିଲେ। ବିଶ୍ୱବିଦ୍ୟାଳୟର ଥାର୍ଡ ସେମିଷ୍ଟରର ଅଫଳାଇନରେ ପରୀକ୍ଷା ନ କରି ଅନଲାଇନରେ ପରୀକ୍ଷା କରିବାକୁ ଦାବିପତ୍ର ଦେଇଥିଲେ ।

Apr 7, 2021, 06:57 PM IST

ଭାଷା ବିକୃତିକରଣ ପ୍ରତିବାଦରେ ବିଶ୍ୱ ବିଦ୍ୟାଳୟ କୁଳପତିଙ୍କୁ ଦାବିପତ୍ର ପ୍ରଦାନ

ଭାଷା ବିକୃତିକରଣ ପ୍ରତିବାଦରେ ଏକାଠି ହୋଇଛନ୍ତି ୩୦ରୁ ଉର୍ଦ୍ଧ୍ୱ ସଙ୍ଗଠନ।  

Apr 1, 2021, 07:18 PM IST

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ବିଭ୍ରାଟ

ଜ୍ୟୋତିବିହାର ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ବିଭ୍ରାଟ। ପ୍ରଥମ ବର୍ଷ ଓଡ଼ିଆ ସ୍ନାତକ ପ୍ରଶ୍ନପତ୍ରରେ ବିଭ୍ରାଟ ଦେଖାଦେଉଛି। ଗତକାଲି ପରୀକ୍ଷା ସମୟରେ ପ୍ରଶ୍ନପତ୍ରରେ ଗୁରୁତର ବିଭ୍ରାଟ ଥିବା ଦେଖାଦେଇଥିଲା।

Mar 19, 2021, 06:31 PM IST

ଜୁଲାଇ ୨୨ରୁ ୩୧ ଯାଏ ସଟଡାଉନ ରହିବ ସମ୍ବଲପୁର ବିଶ୍ୱବିଦ୍ୟାଳୟ

ପୂର୍ବରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ଜୁଲାଇ 20 ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଥିଲା । ତେବେ ପରିସ୍ଥିତିକୁ ଦେଖି ସଟଡାଉନ ଅବଧିକୁ ପୁଣି ଜୁଲାଇ ୨୨ ରୁ ୩୧ ପର୍ଯ୍ୟନ୍ତ ବଢ଼ାଯାଇଛି ।

Jul 21, 2020, 08:52 AM IST

ଆସନ୍ତା ୨୦ ପର୍ଯ୍ୟନ୍ତ ବନ୍ଦ ରହିବ ସମ୍ବଲପୁର ବିଶ୍ୱବିଦ୍ୟାଳୟ

 ଏପରି ପରିସ୍ଥିତିରେ କୌଣସି କର୍ମଚାରୀ ହେଡ କ୍ୱାର୍ଟର ଛାଡ଼ି ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି । 

Jul 14, 2020, 08:32 AM IST

ବିଶ୍ୱବିଦ୍ୟାଳୟରେ ବି ଅଲଲାଇନ ଶିକ୍ଷା, ଭିସୁଟ ୧୧ ଯାଏଁ ବନ୍ଦ

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ କୋରୋନା ସଂକ୍ରମଣ ସମ୍ପର୍କରେ ଜଣା ପଡ଼ିବା ପରେ ଆସନ୍ତା ୧୧ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି। ସେପଟେ ସାମାଜିକ ଦୁରତା ରକ୍ଷା କରି ଗତ ଜୁନ ୧୬ ତାରିଖରୁ ସାମାଜିକ ଦୁରତା ଅବଲମ୍ବନ ସହ ଅନଲାଇନ କ୍ଲାସ କରୁଛି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ। ସମ୍ବଲପୁର ବିଶ୍ୱବିଦ୍ୟାଳୟ ସଟ ଡାଉନ। ଚଳିତ ମାସ ୭ ତାରିଖରୁ ୧୧

Jul 7, 2020, 12:04 PM IST

ସମ୍ବଲପୁର ବିଶ୍ୱବିଦ୍ୟାଳୟ ମେଡ଼ିକାଲ ଫିଜିକ୍ସ ବିଭାଗର ବିଦ୍ୟାର୍ଥୀଙ୍କ ଆମରଣ ଅନଶନ

ଏଆରଭି ମାନ୍ୟତା ନଥାଇ ଏହି ପାଠ୍ୟକ୍ରମରେ 3 ବର୍ଷ ତଳେ କିପରି ଆରମ୍ଭ କରାଯାଇଥିଲା ବୋଲି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବର୍ତ୍ତମାନ ଏଆରଭି ମାନ୍ୟତା ନଥିବାରୁ ଏହି ପାଠ୍ୟକ୍ରମ ବନ୍ଦ ହେବା ଉପରେ ।

Feb 17, 2020, 05:52 PM IST

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଉତ୍ତେଜନା

ଫିଜିକ୍ସ ବିଭାଗରେ ଚାଲିଥିବା ହଙ୍ଗର ଷ୍ଟ୍ରାଇକ ଆଜି ଚରମ ସୀମାରେ ପହଁଚିଛି ।

Feb 15, 2020, 07:02 AM IST

ପ୍ରଶ୍ନପତ୍ର ଲିକ ମାମଲା, ଦୋଷୀ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ସବୁବେଳେ ଦୁଇ ସେଟ ପ୍ରଶ୍ନ ପତ୍ର ପ୍ରସ୍ତୁତ କରାଯାଉଥିବା ବେଳେ ଜରୁରୀକାଳୀନ ଅବସ୍ଥାରେ ଦ୍ଵିତୀୟ ସେଟ ପ୍ରଶ୍ନ ପତ୍ର ବଣ୍ଟାଯାଇଥାଏ ।

Feb 14, 2020, 07:29 AM IST