sushanta singh rajput 0

ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କରୁଛି ସୁଶାନ୍ତଙ୍କ ଏହି ଗୀତ...

ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅଭିନିତ ଶେଷ ଫିଲ୍ମ 'ଦିଲ ବେଚାରା' (Dil Bechara)ର ଶେଷ ଗୀତ ଶୁକ୍ରବାର ଦିନ ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ୨୪ ଘଣ୍ଟା ମଧ୍ୟରେ, 'ଦିଲ୍ ବେଚାରା'ର ଏହି ଟାଇଟଲ୍ ଟ୍ରାକର ଭିଡିଓ ୧ କୋଟି ୭୫ ଲକ୍ଷ ଥର ଦେଖାଯାଇଛି । କେବଳ ଏତିକି ନୁହେଁ, ଏହି ଗୀତକୁ ୩୫ ଲକ୍ଷ ଲୋକ ମଧ୍ୟ ପସନ୍ଦ

Jul 11, 2020, 04:02 PM IST