Advertisement

Vote boycott

alt
ରାଜ୍ୟ ସରକାର ହୁଅନ୍ତୁ କିମ୍ୱା କେନ୍ଦ୍ର ସରକାର ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି କିନ୍ତୁ ଆଜି ମଧ୍ୟ ଅନେକ ଗାଁ ରହିଛି ସ୍ଵାଧୀନତା ର ସାତ ଦଶନ୍ଧି ପରେ ମଧ୍ୟ ଗାଁ କୁ ପକ୍କା ରାସ୍ତା ଖଣ୍ଡେ ହୋଇ ପାରିନି। ଏଭଳି ଏକ ଗାଁ ହେଉଛି ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ରହିଥିବା ମୋହନା ବ୍ଲକ ଗୁରଝଳି ପଞ୍ଚାୟତ ର ଲାଞ୍ଜେରୀ ଓ ଗାଡ଼ଗୋଠ ଗାଁ। ପଞ୍ଚାୟତ ରେ ବସବାସ କରୁଥିବା ୮ ଓ ୯ ନମ୍ବର ୱାର୍ଡ କୁ ଖଣ୍ଡିଏ ପକ୍କା ରାସ୍ତା ସଂଯୋଗ ହୋଇପାରିନି ସଦର ମହକୁମା ବ୍ଲକ କାର୍ଯ୍ୟାଳୟ କୁ। ଯାହା ଫଳରେ ୬ କିଲୋମିଟର ଦୂର ପାହାଡ଼ିଆ ପଥୁରିଆ ରାସ୍ତାରେ ଯିବାକୁ ପଡୁଛି ଗ୍ରାମବାସୀଙ୍କୁ। ଭଲ ରାସ୍ତା ନଥିବା ହେତୁ ଗାଁ କୁ ଜରୁରୀ କାଳୀନ ଏମ୍ବୁଲେନ୍ସ ମଧ୍ୟ ଆସିପରୁନାହିଁ।୬ କିଲୋମିଟର ପାହାଡ଼ିଆ ରାସ୍ତାରେ ଭାର କରି ଯିବା
Feb 22,2024, 13:39 PM IST

Trending news