Anant Radhika Wedding: ଏହି ଦିନ ହେବ ଅନନ୍ତ -ରାଧିକାଙ୍କ ବିବାହ, ସାମ୍ନାକୁ ଆସିଲା ଓ୍ବେଡିଂ-କାର୍ଡ

Anant Radhika Wedding: ଦେଶର ବିଶଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ- ରାଧିକା ମର୍ଚାଣ୍ଟଙ୍କଙ୍କ ବିବାହ ହେବାକୁ ଯାଇଛି। ବିଦେଶରେ ଉଭୟଙ୍କ ଗ୍ରାଣ୍ତ ଓ୍ବେଡିଂ ହେବ ବୋଲି ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଏହି ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି । ବିଦେଶରେ ନୁହେଁ ବରଂ ଦେଶରେ ହେବ ଉଭୟଙ୍କ ବାହାଘର ହେବ। ଏନେଇ ବିବାହ ତାରିଖ ମଧ୍ୟ ସ୍ଥିର ହୋଇସାରିଛି।

 Anant Radhika Wedding: ଏହି ଦିନ ହେବ ଅନନ୍ତ -ରାଧିକାଙ୍କ ବିବାହ, ସାମ୍ନାକୁ ଆସିଲା ଓ୍ବେଡିଂ-କାର୍ଡ

About the Author