କୋରୋନା କାଳରେ ରେକର୍ଡ ସୃଷ୍ଟି କଲା LIC !

କମ୍ପାନୀ ଏକ ବୟାନରେ କହିଛି ଯେ, ୨୦୧୯-୨୦ ମଧ୍ୟରେ ସେ ନୂତନ ପଲିସିରେ ପ୍ରାପ୍ତ ପ୍ରିମିୟମ ଉପରେ ଆଧାର କରି ନୂତନ ବ୍ୟବସାୟରେ ୨୫.୧୭ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରିଛି ।

କୋରୋନା କାଳରେ ରେକର୍ଡ ସୃଷ୍ଟି କଲା LIC !

About the Author