ପିଲାଙ୍କୁ କୋରୋନା ଟିକା ଓ ବୟସ୍କଙ୍କୁ ବୁଷ୍ଟର ଡୋଜ୍ ନେଇ ଆସିଲା ବଡ଼ ଅପଡେଟ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାତିରେ ଦେଶକୁ ସମ୍ବୋଧନ କରି ଘୋଷଣା କରିଛନ୍ତି ଯେ, ଜାନୁୟାରୀ ୩ରୁ ୧୫-୧୮ ବର୍ଷ ବୟସର କିଶୋରମାନଙ୍କ ପାଇଁ କୋଭିଡ ଟିକାକରଣ ଅଭିଯାନ ଆରମ୍ଭ ହେବ। ଜାନୁଆରୀ ୧୦ରୁ ସ୍ୱାସ୍ଥ୍ୟ ଏବଂ ଫ୍ରଣ୍ଟଲାଇନ କର୍ମଚାରୀମାନେ ତୃତୀୟ ତଥା ବୁଷ୍ଟର ଡୋଜ୍ ପାଇବେ।

ପିଲାଙ୍କୁ କୋରୋନା ଟିକା ଓ ବୟସ୍କଙ୍କୁ ବୁଷ୍ଟର ଡୋଜ୍ ନେଇ ଆସିଲା ବଡ଼ ଅପଡେଟ୍
Image Credit: ଡିଜାଇନ୍ ଫଟୋ

About the Author